Home ଓଡ଼ିଶା IIT ଛାତ୍ରୀ ଫାତିମା ଲତୀଫଙ୍କର ଆତ୍ମହତ୍ୟା ମାମଲାର ଜାଞ୍ଚ କରିବ CBI

IIT ଛାତ୍ରୀ ଫାତିମା ଲତୀଫଙ୍କର ଆତ୍ମହତ୍ୟା ମାମଲାର ଜାଞ୍ଚ କରିବ CBI

363

ଚେନ୍ନାଇ ୧୫-୧୨ (ଓଡ଼ିଆ ପୁଅ) ତାମିଲନାଡୁରେ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲ୉ଜୀ (IIT) ର ଛାତ୍ରୀ ଫାତିମା ଲତୀଫର ଆତ୍ମହତ୍ୟା ମାମଲାର ଜାଞ୍ଚ ଏବେ କେନ୍ଦ୍ରୀୟ ଜାଞ୍ଚ ବ୍ୟୁରୋ (ସିବିଆଇ) କରିବ। ଏହି ମାମଲାର ଜାଞ୍ଚ ଦାୟୀତ୍ତ୍ୱ ତାମିଲନାଡୁ ସରକାର ସିବିଆଇକୁ ଦେଇଛି।

ସୂଚନାଯୋଗ୍ୟଯେ, ୯ ନଭେମ୍ବରରେ ଫାତିମା ଲତୀଫ ହେଷ୍ଟଲ ରୁମରେ ପାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଆଇଆଇଟିର ପ୍ରଫେସର ଏହି ମୃତ୍ୟୁ ଦାୟୀ ବୋଲି ତାଙ୍କର ଭଉଣୀ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.