Home ଆନ୍ତର୍ଜାତୀୟ ରଣବୀର ଏବଂ ଆଲିୟାଙ୍କର ‘ଗଲୀ ବଏ’ ଓସ୍କାର ଆୱାର୍ଡ୍ସରୁ ବାହର

ରଣବୀର ଏବଂ ଆଲିୟାଙ୍କର ‘ଗଲୀ ବଏ’ ଓସ୍କାର ଆୱାର୍ଡ୍ସରୁ ବାହର

381

ମୁମ୍ବାଇ ୧୭-୧୨ (ଓଡ଼ିଆ ପୁଅ) : ଜ଼ୋୟା ଅଖତାରଙ୍କ ଦ୍ଵାରା ନିର୍ଦ୍ଦେଶିତ, ରଣବୀର ସିଂହ ଏବଂ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲୀ ବଏ’ ଓସ୍କାର ଆୱାର୍ଡ୍ସରୁ ବାହର ହୋଇଛି। ଏକାଡମୀ ଅଫ ମୋଶନ ପିକ୍ଚର ଆର୍ଟ୍ସ ଆଣ୍ଡ ସାଇନ୍ସ ବିଦେଶୀ କ୍ୟାଟେଗୋରୀରେ ୧୦ଟି ଫିଲ୍ମର ନାମ ଘୋଷଣା କରିଛି। ଦଶଟି ଫିଲ୍ମର ସୂଚୀରେ ‘ଗଲୀ ବଏ’ ସାମିଲ ନାହିଁ। ଓସ୍କାରର ୯୨ ତମ ଏକାଡେମୀ ଆୱାର୍ଡ୍ସ ପାଇଁ ଗଲୀ ବଏ କୁ ଆଧିକାରିକ ରୂପରେ ଭାରତ ଦ୍ଵାରା ମନୋନୀତ କରାଯାଇଥିଲା।

ଫିଲ୍ମକୁ ଆଲୋଚକ ଏବଂ ଦର୍ଶକମାନଙ୍କ ଦ୍ଵାରା ପ୍ରଶଂସା ମିଳିଥିଲା। ସେଥିପାଇଁ ‘ଗଲୀ ବଏ’ ରୁ ବହୁତ ଆଶା କରାଯାଉଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.