Home ଓଡ଼ିଶା ଆସନ୍ତା କାଲି ଏହି ୯ ଟ୍ରେନ ବାତିଲ୍ – ପୂର୍ବ ରେଳବାଇ ସୂଚନା

ଆସନ୍ତା କାଲି ଏହି ୯ ଟ୍ରେନ ବାତିଲ୍ – ପୂର୍ବ ରେଳବାଇ ସୂଚନା

225

କୋଲକାତା, ୧୬ ଡିସେମ୍ବର, ୨୦୧୯ (ଓଡ଼ିଆ ପୁଅ) ପୂର୍ବ ରେଳବାଇର ମାଲଦା ଡିଭିଜନର ନ୍ୟୁ ଫରକ୍କା – ଆଜିମଗଞ୍ଜ ଅଞ୍ଚଲରେ ଚାଲୁଥିବା ଆନ୍ଦୋଳନ ଏବଂ ଆଇନ୍ ବ୍ୟବସ୍ଥାକୁ ନଜରରେ ରଖି ୧୭.୧୨.୨୦୧୯ ରେ ନିମ୍ନଲିଖିତ ଟ୍ରେନକୁ ବାତିଲ କରିଛି ପୁର୍ବ ରୋଳବାଇ। ଏ ନେଇ ରେଳବାଇ ସୂଚନା ଜାରୀ କରିଛି। ଜାଣନ୍ତୁ କେଉଁ କେଉଁ ଟ୍ରେନ ବାତିଲ ହେବ।

 

୧) ୧୩୪୨୧ ଅପ୍ / ୧୩୪୨୨ ଡାଉନ ନବଦ୍ୱିପ ଧାମ – ମାଲଦା ଟାଉନ – ନବଦ୍ୱିପ ଧାମ ଏକ୍ସପ୍ରେସ

୨) ୧୩୦୬୩ ଅପ୍ ହାୱଡ଼ା – ବାଲୁରଘାଟ ଏକ୍ସପ୍ରେସ

୩) ୧୨୩୬୩ ଅପ୍ କୋଲକାତା – ହଲ୍ଦିବାଡ଼ି ଇଣ୍ଟରସିଟି ଏକ୍ସପ୍ରେସ

୪) ୧୩୧୪୧ ଅପ୍ ଉତ୍ତର ପ୍ରଦେଶ ସିଆଲଦାହ – ନୂଆ ଅଲୀପୁରଦ୍ଵାର ତିସ୍ତା ଟୋରସା ଏକ୍ସପ୍ରେସ

୫) ୧୩୪୬୫ ଅପ / ୧୩୪୬୬ ଡାଉନ ହାବଡ଼ା – ମାଲଦା ଟାଉନ – ହାବଡ଼ା ଇଣ୍ଟରସିଟି ଏକ୍ସପ୍ରେସ

୬) ୧୫୯୫୯ ଅପ ହାବଡ଼ା – ଡିବ୍ରୁଗଢ଼ କମରୁପ ଏକ୍ସପ୍ରେସ

୭) ୧୩୧୪୫ ଅପ୍ କୋଲକାତା – ରାଧିକାପୁର ଏକ୍ସପ୍ରେସ

୮) ୧୩୧୬୯ ଅପ୍ ସିଆଲଦାହ – ସହରସା ଏକ୍ସପ୍ରେସ

୯) ୧୩୦୩୩ ଅପ୍ ଉତ୍ତର ପ୍ରଦେଶ ହାବଡ଼ା – କଟିହାର ଏକ୍ସପ୍ରେସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.