Bureau
ଏହି ମେଟ୍ରୋ ଷ୍ଟେସନ ଗୁଡ଼ିକ ବନ୍ଦ କଲା ବନ୍ଦ କଲା ଦିଲ୍ଲୀ ମେଟ୍ରୋ
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଦିଲ୍ଲୀର ୨୮୫ ଷ୍ଟେସନ ମଧ୍ୟରୁ ଚାଉଡ଼ି ବାଜାର, ଲାଲ କିଲ୍ଲା, ଜାମା ମସ୍ଜିଦ ଏବଂ ଦିଲ୍ଲୀ ଗେଟ (ଭାଓଲେଟ୍ ଲାଇନ୍), ଜାଫରାବାଦ ଏବଂ ମୌଜପୁର-ବାବରପୁର (ପିଙ୍କ...
ଉନ୍ନାବ ରେପ କେସରେ ଦୋଷୀ ବିଧାୟକ କୁଲଦୀପ ସେଙ୍ଗରକୁ ଆଜୀବନ କାରଦଣ୍ଡ
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଉନ୍ନାବ ରେପ କେସରେ ଦୋଷୀ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ତିସ ହଜାରୀ କୋର୍ଟ। କୋର୍ଟ ନିଜର ରାୟରେ ଦୋଷୀ...
ନାଗରିକତା (ସଂଶୋଧନ) ଆଇନ, ୨୦୧୯ ବିଷୟରେ ବିସ୍ତୃତ ସୂଚନା
୧. ନାଗରିକତା ଆଇନ, ୧୯୫୫ରେ ଭାରତୀୟ ନାଗରିକତ୍ୱ ଗ୍ରହଣ, ବିବେଚନା ଓ ସମାପ୍ତି ପାଇଁ ବ୍ୟବସ୍ଥା ରହିଛି। ଭାରତୀୟ ନାଗରିକତ୍ୱ ଜନ୍ମ ଆଧାରରେ (ଧାରା-୩), ବଂଶ ଆଧାରରେ (ଧାରା ୪), ପଞ୍ଜିକରଣ ଆଧାରରେ...
ଡିଆରଡିଓ ଦ୍ୱାରା ଓଡ଼ିଶା ଉପକୂଳରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଗୁରୁବାର, ଡିସେମ୍ବର ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି।...
ବହୁ ଚର୍ଚିତ ସୂଚନା ଅଧିକାରୀ କର୍ମୀ:ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା: ବାଲିଗୁଡାରେ...
ବାଲିଗୁଡା, ୧୯/୧୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ପାତ୍ର ସାହି ରେ ଚଳିତ ମାସ ୧୦ ତାରିଖ ଦିନ ସକାଳୁ ଅଭିମନ୍ୟୁ ପଣ୍ଡା ଙ୍କୁ ଦୁଇ ଦୁର୍ବୁତ୍ତ ଗୁଳି କରି...
ପ୍ରମୁଖ ସଚିବ ଆହାର କେନ୍ଦ୍ରରେ ଟିକେଟ କାଟି କଲେ ଭୋଜନ
ସମ୍ବଲପୁର, ୧୯/୧୨ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ଦାୟୀତ୍ୱରେ ଥିବା ବରିଷ୍ଟ ପ୍ରଶାସକ ତଥା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି ଶ୍ରୀନିବାସନ ଆଜି ଜିଲ୍ଲା ଗସ୍ତରେ ଆସି...
କେନ୍ଦୁଝର ଜିଲ୍ଲାରେ ଫାଶୀ ପାଇବା ଅପେକ୍ଷାରେ ୬ ଜଣ – ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ...
କେନ୍ଦୁଝର, ୧୯ ଡିସେମ୍ବର ୧୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଜଣେ ଯୁବକକୁ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲା ସେସେନ ଜଜ୍ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି।...
ନୂଆଦିଲ୍ଲୀରେ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟିମ୍ କୁ ସକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
- ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ଏହି ଝିଅମାନେ ପ୍ରମାଣିତ କରିଛନ୍ତି
ଭୁବନେଶ୍ୱର, ଡିସେମ୍ବର ୧୯ (ଓଡ଼ିଆ ପୁଅ) - ଜାତୀୟ ମହିଳା ଦୃଷ୍ଟିହୀନ...
ଟିମ ଇଣ୍ଡିଆକୁ ବଡ଼ ଝଟକା – ଦୀପକ ଚହର ତୃତୀୟ ୱାନଡେରୁ ବାହାର, ଏବେ...
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ୱେଷ୍ଟ ଇଣ୍ଡିଜ୍ ବିରୁଦ୍ଧରେ ତିନୋଟି ମ୍ୟାଚର ୱାନଡେ ସିରିଜ୍ ର ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ପାଇଁ ଖରାପ ଖବର ଆସିଛି। କଟକର...
ବନବିଭାଗର ବିଚିତ୍ର ନୀତି, କାଠ ମାଫିଆଙ୍କୁ ମାଫ ଆଉ ଗରିବଙ୍କୁ ନାଲି ଆଖି
ତେଲକୋଇ, ୨୦ ଡିସେମ୍ବର(ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ବନାଞ୍ଚଳ ଅଧିନସ୍ଥ ବିମଳା ପରେଷ୍ଟ ବିଟ ଅଞ୍ଚଳର ଟାଙ୍ଗିରି ଗାଁରେ ୨୦୧୭ ମସିହାରେ ଟିକରଲ୍ୟାଣ୍ଡ ଠିକାଦାର ଜଙ୍ଗଲଜମିକୁ ବ୍ୟକ୍ତିଗତ ପଟ୍ଟା ଦର୍ଶାଇ ୧୧ଟି ଶାଳ...
ସବୁଠାରୁ ବୁଡ଼ା ଖେଳାଳି ପ୍ରବୀଣ ତାମ୍ବେ, IPL ରେ ବିକ୍ରୀ ହେଲେ – ତାଙ୍କୁ...
କୋଲକାତା ୧୯-୧୨ (ଓଡ଼ିଆ ପୁଅ) : ମୁମ୍ବାଇର କ୍ରିକେଟିୟର ପ୍ରବୀଣ ତାମ୍ବେଙ୍କୁ ଆଇପିଏଲ ୨୦୨୦ ନିଲାମରେ କୋଲକାତା ନାଇଟରାଇଡର୍ସ (Kolkata Knight Riders) ୨୦ ଲକ୍ଷ ଟଙ୍କାର ବେସ ପ୍ରାଇସ୍ ରେ କିଣିଛି।
ତାମ୍ବେ...
କେ ଏଲ ରାହୁଲ IPL ୨୦୨୦ ପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ନିଯୁକ୍ତ
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଆଗାମୀ ଆଇପିଏଲ ପାଇଁ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ଏବେ ରାହୁଲଙ୍କୁ କେବଳ ଏକ ବ୍ୟାଟ୍ସମ୍ୟାନ୍ ଭାବେ ନୁହେଁ ଜଣେ...
ପୁଣି ତୁର୍କୀରୁ ଆସିବ ୧୨,୫୦୦ ମେଟ୍ରିକ ଟନ ପିଆଜ
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ତୁର୍କୀରୁ ପୁଣି ୧୨,୫୦୦ ମେଟ୍ରିକ ଟନ ପିଆଜ ଆମଦାନୀ କରିବୀ ପାଇଁ ଅତିରିକ୍ତ କଣ୍ଟ୍ରାକ୍ଟ କରିଛନ୍ତି। ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଅନୁବନ୍ଧିତ ସର୍ବମୋଟ...
ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ : ଉତ୍ତର ପ୍ରଦେଶର ସମ୍ଭଲରେ ବସରେ ନିଆଁ...
ନୂଆ ଦିଲ୍ଲୀ/ସମ୍ଭଲ ୧୯-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶର ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି। କେତେକ ସ୍ଥାନରେ ୧୪୪ ଧାରା ଜାରୀ ହେବା ସହିତ କେତେକ ସ୍ଥାନରେ...
ଦିଲ୍ଲୀରେ ଆରମ୍ଭ ହେଲା ମାଗଣା ୱାଇଫାଇ ସେବା
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଦିଲ୍ଲୀରେ ଆରମ୍ଭ ହୋଇଛି ମାଗଣା ୱାଇ ଫାଇ ସେବା। ଏ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଚ୍ୱିଟ କରି ସୂଚନା ଦେଇଛନ୍ତି। ଏହି ସେବାର...
ଦିଲ୍ଲୀର କେତେକ ସ୍ଥାନରେ ଇଣ୍ଟରନେଟ, ମୋବାଇଲ୍ ଭଏସ୍ କଲ ଏବଂ ଏସଏମଏସ ସେବା ନିଳମ୍ବିତ
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି। ତେଣୁ ଦିଲ୍ଲୀର କେତେକ ସ୍ଥାନରେ ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ, ଭଏସ୍ କଲ,...
ତେଲକୋଇ ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ
ତେଲକୋଇ, ୧୮ ଡିସେମ୍ବର (ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ଲକ୍ଷ୍ମୀନାରାୟଣ ବଣିକ ସଂଘ ପକ୍ଷରୁ ଲକ୍ଷ୍ମୀ ଓ ନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଛି। ଆର୍କଷଣିୟ ତୋରଣ ସହିତ ଆଲୋକ ସାଜସଜ୍ଜା ଲୋକଙ୍କୁ ବିମୋହିତ...
ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗର ପ୍ରସ୍ତାବ ପାସ୍, ଏବେ ସିନେଟରେ ହେବ...
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗର ପ୍ରସ୍ତାବ ପାସ୍ ହୋଇଛି। ଏବେ ସିନେଟରେ ଭୋଟିଙ୍ଗ ହେବ। ଆମେରୀକାର ଇତିହାସରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ତୃତୀୟ...
ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ନୋଟିସ୍ ଜାରୀ କଲା ତିହାଡ଼ ଜେଲ...
ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ତିହାଡ଼ ଜେଲ ପ୍ରଶାସନ ବୁଧବାରଦିନ ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ସାତ ଦିନ ଭୀତରେ ଦୟା ଯାଚିକା ଦାୟର କରିବା ପାଇଁ ନୋଟିସ...
ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଶୁଭାରମ୍ଭ
ଡାକ୍ତରଖାନା, ବିଦ୍ୟାଳୟ ଓ କୃଷି ବଜାର ସହିତ ଗାଁକୁ ଯୋଡ଼ିବା ଲକ୍ଷ୍ୟ୮୦, ୨୫୦ କୋଟି ଟଙ୍କା ବ୍ୟୟରେ ୧, ୨୫, ୦୦୦ କିମି ଗ୍ରାମ ସଡ଼କ ନିର୍ମାଣ ହେବ
ନୂଆଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ)...




