Home ଓଡ଼ିଶା ପୁଣି ତୁର୍କୀରୁ ଆସିବ ୧୨,୫୦୦ ମେଟ୍ରିକ ଟନ ପିଆଜ

ପୁଣି ତୁର୍କୀରୁ ଆସିବ ୧୨,୫୦୦ ମେଟ୍ରିକ ଟନ ପିଆଜ

577

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ତୁର୍କୀରୁ ପୁଣି ୧୨,୫୦୦ ମେଟ୍ରିକ ଟନ ପିଆଜ ଆମଦାନୀ କରିବୀ ପାଇଁ ଅତିରିକ୍ତ କଣ୍ଟ୍ରାକ୍ଟ କରିଛନ୍ତି। ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଅନୁବନ୍ଧିତ ସର୍ବମୋଟ ଆମଦାନୀ ୪୨,୫୦୦ ମେଟ୍ରିକ ଟନ ହେବ। ଏହା ମଧ୍ୟରୁ ୧୨,୦୦୦ ମେଟ୍ରିକ ଟନ ୩୧ ଡିସେମ୍ବର, ୨୦୧୯ ପୂର୍ବରୁ ଭାରତରେ ପହଁଚିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟଯେ, ପୂର୍ବରୁ ଏମଏମଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରିକ ଟନ ପିଆଜ ଇଜିପ୍ଟରୁ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.