Bureau
ମୁମ୍ବାଇରେ ଏକ ବହୁତଳ ପ୍ରାସାଦ ଭିଲେ ପାରଲେ ବିଲ୍ଡିଂରେ ଲାଗିଲା ନିଆଁ
ମୁମ୍ବାଇ ୨୨-୧୨ (ଓଡ଼ିଆ ପୁଅ) ମୁମ୍ବାଇରେ ଏକ ବହୁତଳ ପ୍ରାସାଦରେ ଲାଗିଲା ନିଆଁ ଲାଗିଛି। ଏହାର ସପ୍ତମ ଏବଂ ଅଷ୍ଟମ ତଳରେ ନିଆଁ ଲାଗିଛି। ୮ଟି ଦମକଳ ଗାଡ଼ି ନିଆଁ ଲିଭା କାମରେ...
କୁଟୀର ଶିଳ୍ପରେ ପରିଣତ ଦେଶୀ ମଦ ବିକ୍ରି : ୩ ମାସରେ ୨୭ ଜଣଙ୍କର...
ବଲାଙ୍ଗୀର ୨୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ ଡିଭିଜନ ଅଞ୍ଚଳରେ ଗତ ୩ ମାସ ରେ ୨୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସେହିପରି ଗତ ୧୫ଦିନ ମଧ୍ୟରେ...
ଏପି ଏକ୍ସପ୍ରେସରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) : ନୂଆ ଦିଲ୍ଲୀରୁ ବିଶାଖାପାଟନାମ ଯାଉଥିବା ଏପି ଏକ୍ସପ୍ରେସର B1 ବଗିରେ ନିଆଁ ଲାଗିଥିଲା। ନୂଆ ଦିଲ୍ଲୀରୁ ଟ୍ରେନ ଛାଡ଼ିବାର କେବଳ ଏକଘଣ୍ଟା ମଧ୍ୟରେ ଏହି...
ସମାଧି ସାଧନା : ମାଟି ତଳେ ଜୀଅନ୍ତା ସମାଧି, ପାଞ୍ଚ ଦିନ ପରେ କ’ଣ...
ରାୟପୁର ୨୨-୧୨ (ଓଡ଼ିଆ ପୁଅ) ପାଞ୍ଚ ବର୍ଷରେ ଚମନ ବିପଦପୂର୍ଣ୍ଣ ସମାଧି ନେଉଥିଲା। ପ୍ରଥମ ବର୍ଷ ୨୪ ଘଣ୍ଟା, ଦ୍ୱିତୀୟ ବର୍ଷ ୪୮ ଘଣ୍ଟା, ତୃତୀୟ ବର୍ଷ ୭୨ ଘଣ୍ଟା, ଚତୁର୍ଥ ବର୍ଷ...
ସୁନ୍ଦର ପିଛାଇଙ୍କର ଦରମା କେତେ ହେଲା ଜାଣନ୍ତି କି ?
ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) Google ର ପ୍ୟାରେଣ୍ଟ କମ୍ପାନୀ Alphabet Inc. ର ନୂଆ ସିଇଓଙ୍କୁ ଆସନ୍ତା ତିନି ବର୍ଷରେ ୨୪ କୋଟି ଡଲାରର ଷ୍ଟକ ଆୱାର୍ଡ ଦିଆଯିବାକୁ ଘୋଷଣା...
ଆଗକୁ ଘୁଞ୍ଚିଲା GSTR-3B ଦାଖଲ କରିବାର ତାରିଖ
ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) କେନ୍ଦ୍ରୀୟ ଅପ୍ରତ୍ୟେକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ ଚଳିତ ମାସ ଅର୍ଥାତ୍ ନଭେମ୍ବର ୨୦୧୯ ମାସପାଇଁ GSTR-3B ଦାଖଲ କରିବାର ତାରିଖ ୨୩ ଡିସେମ୍ବର,...
କଂଗ୍ରେସ ସାଂସଦ ଶଶି ଥରୂରଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରୀ : ଜାଣନ୍ତୁ କ’ଣ...
ନୂଆ ଦିଲ୍ଲୀ ୨୧-୧୨ (ଓଡ଼ିଆ ପୁଅ) ତିରୁବନନ୍ତପୁରମରୁ କଂଗ୍ରେସ ପାର୍ଟୀର ସାଂସଦ ଶଶି ଥରୂରଙ୍କ ବିରୁଦ୍ଧରେ ତ୍ରିବେନ୍ଦ୍ରମର କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରୀ କରିଛନ୍ତି। କୋର୍ଟ ଏହି ୱାରେଣ୍ଟ ଶଶି ଥରୂରଙ୍କର ନିଜର...
ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ
ଭୁବନେଶ୍ୱର ୨୧.୧୨ (ଓଡ଼ିଆ ପୁଅ) – ପୂର୍ବତନ ବିଜେପି ସଂଗଠିକା ଶ୍ରୀମତୀ ସୁଭଦ୍ରା ମିଶ୍ର ଏବଂ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ...
ଏରସମାର ଗଡ କୁଜଙ୍ଗ ଠାରେ ପରିବେଶୀୟ ମଞୁରି ନିମନ୍ତେ ସର୍ବସାଧାରଣ ଜନଶୁଣାଣି ସଭା ଅନୁଷ୍ଠିତ
ଜଗତସିଂହପୁର-ତା ୨୦.୧୨.୧୯ ରିଖ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) - ଆଜି ଏରସମା ତହସିଲ ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମ ପଂଚାୟତର ଗଡକୁଜଙ୍ଗ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପରିବେଶୀୟ ମଂଜୁରୀ ନିମନ୍ତେ ସର୍ବ ସାଧାରଣ...
ବେଦାନ୍ତ ପ୍ରକଳ୍ପର ସୁରକ୍ଷା ଅଭ୍ୟାସରେ ବୃହତ କମ୍ପାନୀର ଅଂଶ ଗ୍ରହଣ
ସମ୍ବଲପୁର ୨୧/୧୨ (ଓଡ଼ିଆ ପୁଅ) ଝାରସୁଗୁଡ଼ା ବେଦାନ୍ତ ପ୍ରକଳ୍ପ ର ସ୍ମେଲଟର-୧ ଠାରେ ଏହାର ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ନିରାପତା ଓ ନିର୍ବାପନ ସମ୍ପର୍କିତ ଏକ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।...
ମହାନଗର ଆନ୍ତଃ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା
ସମ୍ବଲପୁର ୨୧/୧୨ (ଓଡ଼ିଆ ପଉଅ) ସମ୍ବଲପୁର ମାଷ୍ଟର୍ସ ଏଥେଲେଟିକ୍ସ ଏସୋସିଏସନ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମ ଠାରେ ଆଜି ମହାନଗର ସ୍ତରୀୟ ପ୍ରଥମ ଆନ୍ତମଧ୍ୟଇଂରାଜୀ ବିଦ୍ୟାଳୟ କ୍ରୀଡ଼ା ପ୍ରତଯୋଗୀତା ଅନୁଷ୍ଟିତ ହୋଇଥିଲା।...
ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଖୋଲିଲା ମୋ ସରକାର ୟୁନିଟ
ସମ୍ବଲପୁର, ୨୦/୧୨ (ଓଡ଼ିଆ ପୁଅ) ସମ୍ବଲପୁର ମହାନଗର ନିଗମ ଦପ୍ତର ପରିସରରେ ମୋ ସରକାର କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଠାରେ ଲାଇସେନ୍ସ ଆବେଦନ, ଆବାସ, ଗୃହ ନିର୍ମାଣ ପାଇଁ ଆବଶ୍ୟକ ପ୍ଲାନ ମଞୁରୀ...
ଛାତ୍ର କଂଗ୍ରେସ ପକ୍ଷରୁ ନାଗରିକ ସଂଶୋଧନ ଆଇନକୁ ବିରୋଧ
ଭୁବନେଶ୍ୱର ୨୦.୧୨ (ଓଡ଼ିଆ ପୁଅ) - କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ ନାଗରିକ ସଂଶୋଧନ ଆଇନର ନିଷ୍ପତିକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା...
ହାଇଦ୍ରାବାଦ ଏନକାଉଣ୍ଟରରେ ବଢ଼ିଲା ସସପେନ୍ସ : ପୁଣି ହେବ ଅଭିଯୁକ୍ତମାନଙ୍କର ଶବର ପୋଷ୍ଟମାର୍ଟମ
ହାଇଦ୍ରାବାଦ ୨୧-୧୨ (ଓଡ଼ିଆ ପୁଅ) ହାଇଦ୍ରାବାଦରେ ମହିଳା ଭେଟନାରୀ ଡକ୍ଟରଙ୍କୁ ଗ୍ୟାଙ୍ଗରେପ କରିଥିବା ଅଭିଯୁକ୍ତମାନଙ୍କୁ ନ୍ୟାସନାଲ ହାଇୱେ ୪୪ ଉପରେ ହୋଇଥିବା ପୋଲିସ୍ ଏନକାଉଣ୍ଟରର ସସ୍ପେନ୍ସ ବଢ଼ିବାରେ ଲାଗିଛି।
ତେଲେଙ୍ଗାନା ହାଇକୋର୍ଟ ଏହି ଏନକାଉଣ୍ଟରର...
ହାଇଦ୍ରାବାଦ୍ ଡକ୍ଟରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା : ଦୁଷ୍କର୍ମ ପୀଡ଼ିତାଙ୍କର ପରିଚୟ ପ୍ରକାଶ...
ହାଇଦ୍ରାବାଦ୍/ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ହାଇଦ୍ରାବାଦ୍ ଡକ୍ଟରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୁଷ୍କର୍ମ ପୀଡ଼ିତାଙ୍କର ପରିଚୟ ପ୍ରକାଶ କରିବା ଉପରେ ଦିଲ୍ଲୀ ହାଇକୋର୍ଟ Facebook-Twitter କୁ ନୋଟିସ ଜାରୀ କରିଛନ୍ତି।
ଦିଲ୍ଲୀ ହାଇକୋର୍ଟରେ...
ଦେଶବାସୀଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ମୋଦି ସରକାରଙ୍କର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ
- ଭାରତରେ ୬ କୋଟି ମେଟ୍ରିକ ଟନ ବାୟୋମାସରୁ ଇନ୍ଧନ ପ୍ରସ୍ତୁତ କରିବାର ଯୋଜନା ରହିଛି
- ୨୦୨୦ରୁ ସାରା ଦେଶରେ ବିଏସ ୬ ଇନ୍ଧନ
ନୂଆଦିଲ୍ଲୀ, (୨୦ ଡିସେମ୍ବର ୨୦୧୯): ଭାରତରେ ୬ କୋଟି...
ଝାରଖଣ୍ଡ ପୋଲ ଅଫ ପୋଲ୍ସ : ବିଜେପିକୁ ଲାଗିପାରେ ଝଟକା : JMM-କଂଗ୍ରେସର ସରକାର...
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଝାରଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ଏବଂ ଶେଷ ପର୍ଯ୍ୟାୟର ଭୋଟିଙ୍ଗ ପରେ ଆସିଥିବା ସମସ୍ତ ଏଗ୍ଜିଟ ପୋଲରେ ବିଜେପି ପୁନଃ ଶାସନ କ୍ଷମତାକୁ ଆସିବା ଦୌଡ଼ରେ...
ଏକକାଳୀନ ଦୁଇଟି ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଭୁବନେଶ୍ୱର ୨୦-୧୨ (ଓଡ଼ିଆ ପୁଅ) ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାର ନିକ୍ଷେପ ପରୀକ୍ଷଣ ଶୃଙ୍ଖଳାର ଅଂଶବିଶେଷ ସ୍ୱରୂପ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏକକାଳୀନ ଦୁଇଟି ପରୀକ୍ଷାମୂଳକ ନିକ୍ଷେପ ସଫଳତାପୂର୍ବକ...
ଆସୋଚାମର ୧୦୦ ବର୍ଷ ପୂର୍ତି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲକ୍ଷ୍ୟ ହାସଲ ସମ୍ଭବ : ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ କହିଲେ, ଦେଶ ଏହି ଲକ୍ଷ୍ୟ ହାସଲ ପାଇଁ...
ଜିଲ୍ଲା ସଭାପତିଙ୍କ ନାମ ତାଲିକା ଘୋଷଣା କଲା ବିଜେପି
ଭୁବନେଶ୍ୱର, ୨୦/୧୨ (ଓଡ଼ିଆ ପୁଅ) : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ...






