Home Authors Posts by Bureau

Bureau

17674 POSTS 0 COMMENTS

ଅଶୀରେ ବସନ୍ତ ଉତ୍ସବ ଘୁଂଚିଲା

0
ଭୁବନେଶ୍ୱର ୦୭.୦୧ (ଓଡ଼ିଆ ପୁଅ) – ଆସନ୍ତା ୮ ତାରିଖ ଦିନ ଦେଶର ପ୍ରମୁଖ ୧୦ଟି ଟ୍ରେଡ୍ ୟୁନିୟନ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ଦୃଷ୍ଟିରୁ ସ୍ୱାଭାବିକ ଜନଜୀବନ ବ୍ୟାହତ ହେବାର...

ମାଓ ପ୍ରଭାବିତ ବ୍ଲକ ରାୟଗଡ଼ରେ ଦୁଇଟି ଟିଫିନ ବୋମା ଡିଫ୍ୟୁଜ କରାଗଲା

0
ନବରଙ୍ଗପୁର ୬-୧ (ଓଡ଼ିଆ ପୁଅ/ବସନ୍ତ ରଥ) : ରବିବାର ଦିନ ସଂଧ୍ୟାରେ ଓଡିଶାର ନବରଙ୍ଗପୁର ଜିଲ୍ଲାର ରାୟଗଡ଼ ବ୍ଲକ ମାଓ ପ୍ରଭାବିତ ସରଗୁଲୀ ଅଞ୍ଚଳରୁ ଦୁଇଟି ଟିଫିନ ବୋମା ଜବତ କରାଯାଇ ଜିଫ୍ୟୁଜ...

ଜେଏନ୍‌ୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ଏଓବିଏସଓ ଛାତ୍ରସଂଘ ଦୃଢ ନିନ୍ଦା କରିବା...

0
ଭୁବନେଶ୍ୱର ୬-୧ (ଓଡ଼ିଆ ପୁଅ) ଆଜି ତା୦୬.୦୧.୨୦୨୦ରିଖ ସନ୍ଧ୍ୟାରେ ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ୍ସ ଅର୍ଗାନାଇଜେସନ୍ (ଏଓବିଏସ୍‌ଓ) ଛାତ୍ରସଂଘ ତରଫରୁ ଜେଏନ୍‌ୟୁ ଛାତ୍ରଛାତ୍ରୀ ଓ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ଦୃଢନିନ୍ଦା କରିବା ସହ...

ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ

0
- ଆରମ୍ଭ ହେବ ଏକ ରାଜ୍ୟ ଏକ କ୍ରୀଡ଼ା ଯୋଜନା : କିରେନ ରିଜିଜୁ - ପ୍ରତିବର୍ଷ ଆୟୋଜିତ ହେବ ୪ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତା ରାଜ୍ୟର ଗ୍ରାମୀଣ ଓ ଆଦିବାସୀ କ୍ରୀଡ଼ା ପ୍ରତିଭାଙ୍କୁ ଭିତିଭୂମି...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ DHH Complex ହେବ...

0
‘ମୋ ସରକାର’ ଟିମ୍ ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ DHH Complex ହେବ ସାତ ମହଲା, ୩୦୦ ଶଯ୍ୟା ବିଶିଷ୍ଟ - ବର୍ତ୍ତମାନର...

ନାଗରିକତା ସଂଶୋଧନ ଅଧିନିୟମ ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

0
ନୟାଗଡ଼, ୫ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନାଗରିକତା ସଂଶୋଧନ ଅଧିନିୟମ ଆଇନ -୨୦୧୯ କୁ ସମର୍ଥନ ନେଇ ନୟାଗଡ଼ ଜିଲା ବିଜେପିର ସଚେତନତା କାର୍ଯ୍ୟକ୍ରମ ଓ ଏହାର ମହତ୍ୱପୂଣ୍ଣ ଆବଶ୍ୟକତା ଉପରେ...

ତ୍ରୀସ୍ତରୀୟ ପଂଚାୟତ ବ୍ୟବସ୍ଥାର ସୁଦୃଢ଼ ଦ୍ୱାରା ରାଜ୍ୟ ଓ ଦେଶର ପ୍ରଗତୀ ସମ୍ଭବ

0
ଭୁବନେଶ୍ୱର ୬.୧ (ଓଡ଼ିଆ ପୁଅ) - ଦେଶର ବିକାଶ ପ୍ରକ୍ରିୟାରେ କେନ୍ଦ୍ରବିନ୍ଦୁ ହେଉଛି ପଂଚାୟତ ବ୍ୟବସ୍ଥା। ପଂଚାୟତ ବ୍ୟବସ୍ଥା ସୁଦୃଢ଼ ନହେଲେ କ୍ଷମତାର ବିକେନ୍ଦ୍ରି କରଣ ସମ୍ଭବ ନୁହେଁ। କ୍ଷମତା ବିକେନ୍ଦ୍ରିତ ନହେଲେ...

ରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ ପକାଇବ ଖେଲୋ ଇଣ୍ଡିଆ – ଧର୍ମେନ୍ଦ୍ର ପ୍ରଧାନ

0
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଲୋଗୋ ଏବଂ ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମ: ଭୁବନେଶ୍ୱର, ଜାନୁଆରୀ ୦୬ (ଓଡ଼ିଆ ପୁଅ) – ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା...

ଦିଲ୍ଲୀରେ ପୁଣି କେଜ୍ରିୱାଲ୍ ସରକାର ! ଜାଣନ୍ତୁ କ’ଣ କହୁଛି ସର୍ଭେ ରିପୋର୍ଟ

0
ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଗତ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ୍ ଙ୍କର ଆମ ଆଦମୀ ପାର୍ଟୀ ବିଜୟଲାଭ କରିଥିଲା। ଆମ ଆଦମୀ ପାର୍ଟୀ ଦିଲ୍ଲୀର ସର୍ବମୋଟ ୭୦ ରୁ ୬୭...

ଦିଲ୍ଲୀ ବିଧାନସଭା ନିର୍ବାଚନ : ୮ ଫେବୃଆରିରେ ଭୋଟ ଗ୍ରହଣ, ୧୧ ରେ ଫଳାଫଳ

0
ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ପାଇଁ ୮ ଫେବୃଆରିରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ୧୧ ରେ ଆସିବ ଫଳାଫଳ। ନିର୍ବାଚନ ଆୟୋଗ ଏ ନେଇ ଆଜି...

ଧାର୍ମିକ ନୁହେଁ ମାନବିକତା ଆଧାରରେ ନାଗରିକତା ଦେବାର ଆଇନ୍‌ ସିଏଏ – ଧର୍ମେନ୍ଦ୍ର ପ୍ରଧାନ

0
ବାରଣାସୀରେ ବିଜେପିର ସିଏଏ ଜନଜାଗରଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ବାରଣାସୀ, ଜାନୁଆରୀ ୦୫ (ଓଡ଼ିଆ ପୁଅ) – ନାଗରିକତା ସଂଶୋଧନ ଆଇନ(ସିଏଏ) ନାଗରିକତା ନେବାର ଆଇନ ନୁହେଁ ନାଗରିକତା ପ୍ରଦାନ କରିବାର ଆଇନ୍।...

ତେଲକୋଇ ଖୁଟାଂପଡା ଗାଁରେ ହାତୀ ଆତଙ୍କ, ଲୋକେ ଭୟଭିତ

0
ତେଲକୋଇ, ୬ ଜାନୁୟାରୀ(ଓଡିଆ ପୁଅ/ଅକ୍ଷୟ ପ୍ରଧାନ)ତେଲକୋଇ ବନାଚଂଳ ଅଧିନସ୍ଥ ଖୁଟାଂପଡା ଗାଁରେ ହାତୀ ପଲଙ୍କ ଉପଦ୍‌୍ରବରେ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି।ଗାଁରେ ପଶି ହାତୀପଲ ଖଳାରୁ ଧାନ ବସ୍ତାକୁ ଖାଇବା ସହ ଧାନ...

ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବା ସିଏଏର ମୁଖ୍ୟ ଲକ୍ଷ୍ୟ : ବିଜେପି

0
ମହାକାଳପଡା ସମାବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ ଭୁବନେଶ୍ୱର, ତା.୦୫/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର...

ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ

0
ଭୁବନେଶ୍ୱର, ୦୫.୦୧.୨୦୨୦ : (ଓଡ଼ିଆ ପୁଅ) ନୂଆ ବର୍ଷ ୨୦୨୦ ଅବସରରେ ସମଗ୍ର ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ଉତ୍ସବ, ଭୁବନେଶ୍ୱର ବୁଦ୍ଧବିହାରଠାରେ ଶ୍ରୀ ବନ୍ଧୁ...

୧୩ କୋଟିର ମାଛ! ଜାଣନ୍ତୁ ଏହାର କ’ଣ ବିଶେଷତ୍ତ୍ୱ …

0
ଟୋକିଓ/ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଜାପାନର ଜଣେ ବ୍ୟାପାରୀ କିୟୋଶୀ କିମୁରା ଟୁନା ମାଛକୁ ୧୮ ଲକ୍ଷ ଡଲାରରେ କିଣିଛନ୍ତି। ଏହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ ୧୩ କୋଟି! 'ଟୁନା...

ବର୍ଷା କାରଣରୁ ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରଦ୍ଦ

0
ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ବର୍ଷା କାରଣରୁ ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରଦ୍ଦ ହୋଇଛି। ଗୌହାଟୀରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୩ଟି...

ପୁଣି JNU କ୍ୟାମ୍ପସ୍ ରେ ଗଣ୍ଡଗୋଳ : ଛାତ୍ରସଂଘ ଅଧ୍ୟକ୍ଷ ଆଇଶି ଘୋଷ ଆହତ:...

0
ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଜବାହରଲାଲ ନେହରୁ ୟୁନିଭର୍ସିଟିରେ ପୁଣି ଥରେ ଦୁଇ ଗୋଷ୍ଠୀର ଛାତ୍ରମାନଙ୍କର ମଧ୍ୟରେ ମାରପିଟର ଘଟଣା ସାମନାକୁ ଆସିଛି। JNU ଛାତ୍ରସଂଘର ଅଧ୍ୟକ୍ଷ ଆଇଶୀ ଘୋଷଙ୍କୁ ଚୋଟ...

ଏହି ଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ନ୍ୟାୟାଧୀଶଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ, ଜାଣନ୍ତୁ କ’ଣ...

0
ଢାକା ୫-୧ (ଓଡ଼ିଆ ପୁଅ) ବାଂଗ୍ଲାଦେଶର ପ୍ରଥମ ହିନ୍ଦୁ ମୁଖ୍ୟ ନ୍ୟାୟାଧୀଶ ସୁରେନ୍ଦ୍ର କୁମାର ସିହ୍ନାଙ୍କ ବିରୁଦ୍ଧରେ ଭ୍ରଷ୍ଟାଚାର ଅଭିଯୋଗରେ ଗିରଫଦାରୀ ୱାରେଣ୍ଟ ଜାରୀ କରାଯାଇଛି। ବର୍ତ୍ତମାନ ଆମେରିକାରେ ରହୁଥିବା ସିହ୍ନା (୬୮)...

ଭାରତ-ଶ୍ରୀଲଙ୍କା ଟି-୨୦: ଭାରତ ଜୀତିଲା ଟସ୍, ବର୍ଷା ଆରମ୍ଭ – ଜାଣନ୍ତୁ କିଏ କେତେ...

0
ନୂଆଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଗୌହାଟୀରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ୩ଟି ମ୍ୟାଚର ଟି-୨୦ ସିରିଜ୍। ପ୍ରଥମ ମ୍ୟାଚ୍ ରେ ବର୍ଷା ଆରମ୍ଭ ହୋଇଛି। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ...

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ : ଟସ ଜୀତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି

0
ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହୋଇଛି। ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ରେ ଭାରତ ନୂଆ ବର୍ଷର ପ୍ରାରମ୍ଭ କରୁଛି। ଅଷ୍ଟ୍ରେଲିୟାରେ...