Bureau
ଲସ ଆଞ୍ଜେଲ୍ସରେ ଦୋକାନ ଭିତରେ ଭାରତୀୟଙ୍କୁ ଗୁଳି କରି ହତ୍ୟା: ଶବ, ଭାରତ ପଠାଇବାକୁ...
ୱାସିଙ୍ଗଟନ ୨୪-୨ (ଓଡ଼ିଆ ପୁଅ) ଆମେରିକାର ଲସ ଆଞ୍ଜେଲ୍ସ (Los Angeles) ସ୍ଥିତ ଏକ ଦୋକାନରେ ଭାରତୀୟ ନାଗରିକଙ୍କର ହତ୍ୟା କରାଯାଇଛି। ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଁଚିଛି। ପୋଲିସ୍ ମୁତାବକ...
କୋରାପୁଟ ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ
କୋରାପୁଟ : ୨୪-୨ (ଓଡ଼ିଆ ପୁଅ/ଅଭିନାଶ ଜାନମ) କୋରାପୁଟ ପୋଲିସକୁ ଦୀର୍ଘ ଦିନ ପରେ ମିଳିଛି ବଡ଼ ସପଳତା। ଏସଓଜି ଓ ବିଏସେପ ଅପରେସନ ବେଳେ କୋରାପୁଟ ଜିଲ୍ଲାର ପଟାଙ୍ଗି ଥାନା ଅନ୍ତର୍ଗତ...
ଭାରତ ଆସିବା ପୂର୍ବରୁ ହିନ୍ଦୀରେ ଆସିଲା ଡୋନାଲ୍ଡ ଟ୍ରମ୍ପଙ୍କର ଟ୍ୱିଟ, କହିଲେ ରାସ୍ତାରେ ଅଛି,...
ନୂଆ ଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତ ପହଁଞ୍ଚୁଛନ୍ତି। ସେ କିଛି ଘଣ୍ଟାରେରେ ପତ୍ନୀ ମିଲେନିୟା ଟ୍ରମ୍ପଙ୍କ ସହିତ ଅହମ୍ମଦାବାଦ ପହଁଚିବେ।
ଏହା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କର...
ସନ୍ନି ହିନ୍ଦୁସ୍ତାନୀ ଜିତିଲେ ଇଣ୍ଡିଆନ୍ ଆଇଡଲ ୧୧, ମିଳିଲା ୨୫ ଲକ୍ଷ ଏବଂ ଟି-ସିରିଜ୍...
ମୁମ୍ବାଇ ୨୩-୨ (ଓଡ଼ିଆ ପୁଅ) ଇଣ୍ଡିଆନ୍ ଆଇଡଲ ୧୧ (Indian Idol 11) ର ବିଜେତା (Indian Idol 11 Winner) ସନ୍ନି ହିନ୍ଦୁସ୍ତାନୀ ହୋଇଛନ୍ତି। ସନ୍ନି ଭାଟିଣ୍ଡାର ବହୁତ ଗରୀବ ପରିବାରରୁ...
ଭୁବନେଶ୍ୱର ଏମ୍ସରେ ଓଡ଼ିଆ ଭାଷାକୁ ବ୍ୟବହାର ନକରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ : ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) - ସାରା ଭାରତ ବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ସ୍ୱତନ୍ତ୍ର ଭାବରେ ଭାଷାଭିତିକ ରାଜ୍ୟର ମାନ୍ୟତା ୧ ଏପ୍ରିଲ ୧୯୩୬ ମସିହାରେ ପାଇଥିଲା କିନ୍ତୁ...
ନୟାଗଡ କଙ୍ଗାରୁ କୋର୍ଟ ପ୍ରସଙ୍ଗ: ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କ ନିର୍ଦେଶକୁ ଚାପିବା ସହିତ ଗୃହରେ ବାରମ୍ବାର ମିଛ କହିଛନ୍ତି
ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) ନୟାଗଡ ଜିଲ୍ଲା ସରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ଆଜିକୁ...
ସାମାଜିକ ବାର୍ତ୍ତା ନେଇ କ୍ରିକେଟ୍ ଖେଳିଥିଲେ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ ନେତା, ଅଭିନେତା, ସାମ୍ବାଦିକ...
ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ "ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ' ଓ "କର ଫାଉଣ୍ଡେସନ୍' ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ "ସେଲିବ୍ରିଟି ଚାରିଟି କ୍ରିକେଟ୍' ଅନୁଷ୍ଠିତ...
ପୋଲସରାରେ ପୋଡିହୋଇ ପିଲାଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର, ଫେବୃୟାରୀ ୨୩ (ଓଡ଼ିଆ ପୁଅ) – ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଟାରେ ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗିଯିବାରୁ ଛୋଟ ଛୋଟ ପିଲାମାନେ ପୋଡିହୋଇ ମୃତ୍ୟୁବରଣ ଘଟଣାରେ ସାମାଜିକ...
ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ : ବିଜେପି
ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର, ୨୩/୦୨ (ଓଡ଼ିଆ ପୁଅ) : ଭାରତୀୟ ଜନତାପାର୍ଟିର ସମବାୟ ପ୍ରକୋଷ୍ଠ ତରଫରୁ ରାଜ୍ୟ ବିଜେପି କାର୍ଯ୍ୟାଳୟର କୁଷାଭାଇ ଠାକ୍ରେ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ...
ଭାଇରାଲ ହେଉଛି ଟ୍ରମ୍ପଙ୍କ ଏହି ବାହୁବଳୀ ଭିଡ଼ିଓ – ନିଜେ ରିଟ୍ୱିଟ କରିଛନ୍ତି ଟ୍ରମ୍ପ...
ନୂଆ ଦିଲ୍ଲୀ ୨୩-୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତ ଯାତ୍ରା ଆରମ୍ଭ ହେବାକୁ କିଛି ସମୟ ବାକିଅଛି। ଆମେରିକାର ପ୍ରଥମ ମହିଳା ମିଲେନିୟା ଟ୍ରମ୍ପ ଏବଂ ତାଙ୍କ ଝିଅ...
ବାଲିଗୁଡା : ପୁଇଗୁଡ଼ା ଘାଟିରେ ଓଲଟିଲା ଅଟୋ, ୮ ଆହତ…
ବାଲିଗୁଡା, ୨୨/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୁଇଗୁଡ଼ା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ...
ନିର୍ଭୟା ଦୋଷୀ ବିନୟର ଯାଚିକା ଖାରଜ
ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଦିଲ୍ଲୀ କୋର୍ଟ, ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପାଶୀ ଦଣ୍ଡ ପାଇଥିବା ଚାରି ଦୋଷୀମାନଙ୍କ ମଧ୍ୟରୁ ବିନୟ ଶର୍ମାର ଯାଚିକା ଖାରଜ କରିଛନ୍ତି। ଏହି...
ସୋନଭଦ୍ରରେ ୩୦୦୦ ଟନ ସୁନା ମିଳିବାର ଦୃଢ଼ୋକ୍ତି ଭୁଲ: ଜିଏସଆଇ କହିଲା ଏତିକି ମିଳିବ...
ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ସୋନଭଦ୍ର ବର୍ତ୍ତମାନ ସୁନାଖଣିକୁ ନେଇକରି ଚର୍ଚ୍ଚାରେ ଅଛି। ଜିଓଲୋଜିକାଲ ସର୍ବେ ଅଫ ଇଣ୍ଡିଆ (ଜିଏସ୍ଆଇ) ଶନିବାରଦିନ ଖଣିରେ ୩୦୦୦ ହଜାର ଟନ ନାହିଁ,...
ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଦ୍ୱାରା ଦେଶର ବିକାଶ ସମ୍ଭବ: ବିଜୟା ରାହଟକର
ଭୁବନେଶ୍ୱର, ୨୨/୦୨ (ଓଡ଼ିଆ ପୁଅ) : ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ। ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା...
ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ? :...
ଭୁବନେଶ୍ୱର, ୨୨/୦୨ (ଓଡ଼ିଆ ପୁଅ) : ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି। ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୬ ଗୁରୁତର
ସୁବର୍ଣ୍ଣପୁର ୨୧-୨ (ଓଡ଼ିଆ ପୁଅ) : ସୋନପୁର-ସମ୍ବଲପୁର ରାସ୍ତା ମାଟାକାନୀ ଛକ ନିକଟରେ ଟାଟା ପିକଅପ ଓ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏହି ଦୁର୍ଘଟଣାରେ...
ଫାଶୀ ପୂର୍ବରୁ ବିନୟର ନୂଆ ଚାଲ: ତାକୁ ସ୍କିଜୋଫ୍ରେନିଆ ହୋଇଛି ! କୋର୍ଟରେ ଦାଖଲ...
ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) ୩ ମାର୍ଚ୍ଚରେ ପାଶୀ ଦଣ୍ଡ ପାଇଁ ଚାରି ନିର୍ଭୟା ଦୋଷୀଙ୍କ ବିରୁଦ୍ଧରେ ବ୍ଲାକ ୱାରେଣ୍ଟ ଜାରୀ କରାଯାଇଛି। କିନ୍ତୁ ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇଥର...
ଆସନ୍ତା ମାସରେ କମିପାରେ LPG ର ଦର : ଧର୍ମେନ୍ଦ୍ର ପ୍ରଧାନ
ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) LPGର ଦାମ ବଢ଼ିବା ଉପରେ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିଯେ, ଅନ୍ତର୍ରାଷ୍ଟ୍ରୀୟ ବଜାରରେ ମୂଲ୍ୟ ବଢ଼ିବା କାରଣରୁ ଚଳିତ ମାସରେ LPG ର...
ପାଖେଇ ଆସୁଛି ଫାଶୀ ତାରିଖ : ଏବେ ତାକୁ ଭୟ ଲାଗୁଛି ! କାନ୍ଥରେ...
ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା(Nirbhaya Rape and murder case)ରେ ଜଣେ ଦୋଷୀ ବିନୟ ଶର୍ମା (Vinay Sharma) ତିହାଡ଼ ଜେଲ(Tihat Jail)ରେ...
ଭୟଙ୍କର ସଡ଼କ ଦୁର୍ଘଟଣା: ବସ-ଲରୀ ଧକ୍କା ୨୦ ମୃତ – ଅନେକ ଗୁରୁତର
ଚେନ୍ନାଇ ୨୦-୨ (ଓଡ଼ିଆ ପୁଅ) ତାମିଲନାଡୁର ତିରୁପୁର ଜିଲ୍ଲାରେ କେରଳ ରାଜ୍ୟ ପରିବହନ ବସ ଏବଂ ଲରୀ ମଧ୍ୟରେ ଧକ୍କା ହେବା ଫଳରେ ୨୦ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଗୁରୁବାରଦିନ ସକାଳେ...







