Home ଓଡ଼ିଶା ଆସନ୍ତା ମାସରେ କମିପାରେ LPG ର ଦର : ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତା ମାସରେ କମିପାରେ LPG ର ଦର : ଧର୍ମେନ୍ଦ୍ର ପ୍ରଧାନ

764

ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) LPGର ଦାମ ବଢ଼ିବା ଉପରେ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିଯେ, ଅନ୍ତର୍ରାଷ୍ଟ୍ରୀୟ ବଜାରରେ ମୂଲ୍ୟ ବଢ଼ିବା କାରଣରୁ ଚଳିତ ମାସରେ LPG ର ଦର ବଢ଼ିଛି।

ଆସନ୍ତା ମାସରେ ଦର କମିବାର ମଧ୍ୟ ସମ୍ଭାବନା ଅଛି। ଥଣ୍ଡାଦିନରେ LPG ର ଚାହିଦା ବଢ଼ିବା କାରଣରୁ ସୂଲ୍ୟ ବୃଦ୍ଧି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.