Home Authors Posts by Bureau

Bureau

17676 POSTS 0 COMMENTS

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ...

0
ଭୁବନେଶ୍ୱର, ୨୭.୪ (ଓଡ଼ିଆ ପୁଅ) କରୋନା ଯୋଗୁ ସାରା ବିଶ୍ବରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି...

ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ଜିଲ୍ଲାରେ ୧୯,...

0
ଭୁବନେଶ୍ୱର ୨୭-୪ (ଓଡ଼ିଆ ପୁଅ) ଯାଜପୁରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ମିଶାଇ ଆଜି ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରର ବସୁଦେବପୁରରେ।...

ସାମାଜିକ ଦୂରତା ଏବଂ ଲକ୍ଡାଉନ୍ କଟକଣାକୁ ଗୁରୁତ୍ୱ ଦେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା...

0
- ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ମୁହଁରେ ମାସ୍କ ପିନ୍ଧି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଅକ୍ଷୀମୁଠି ଅନୁକୁଳ କରିଛନ୍ତିଭୁବନେଶ୍ୱର, ତା.୨୬/୦୪ (ଓଡ଼ିଆ ପୁଅ) : ପବିତ୍ର ଅକ୍ଷୟ ତୃତୀୟା ଓଡିଶାର...

ମନର କଥା ୨.୦ (ଏକାଦଶ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ

0
"ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର- ଏକ ମନ ଏକ ପ୍ରାଣ ହୋଇ କରୋନା ବିରୋଧୀ ଲଢେଇ ଲଢୁଛନ୍ତି ଦେଶବାସୀ : ନରେନ୍ଦ୍ର ମୋଦୀ- covidwarriors.gov.in ରେ କୋଭିଡ଼ ଯୋଦ୍ଧା ଭାବେ ପଞ୍ଜୀକରଣ...

ପ୍ରକୃତିର ତାଣ୍ଡବ ଲୀଳା

0
ଆଶୁତୋଷ ନାୟକ ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ। ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ।...

ଗଣମାଧ୍ୟମରେ କିଏ ?

0
- ପଙ୍କଜ ପାଣିଗ୍ରାହୀମଣିଷ ମସ୍ତିଷ୍କରେ ଭିନ୍ନ ଭିନ୍ନ ପ୍ରକୋଷ୍ଠ ସୃଷ୍ଟି ହୋଇ ବିଭିନ୍ନ ପ୍ରକ୍ରିୟା, ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ସ୍ମରଣ ଶକ୍ତି, ଜ୍ଞାନ, ବୁଦ୍ଧି, ବିବେକ, ଚତୁରତା, ଶିକ୍ଷା, ସଂସ୍କାର, ତୃପ୍ତି, ନୈରାଶ୍ୟ,...

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଇରଙ୍ଗପୁରରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥ...

0
ରାଇରଙ୍ଗପୁର ୨୬-୪ : (ଓଡ଼ିଆ ପୁଅ/ଏସକେ ସାଦ୍ଦାମ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଇରଙ୍ଗପୁରରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥ କାଠ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ଲକଡାଉନ...

ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

0
ଭୁବନେଶ୍ୱର ୨୬।୪ (ଓଡ଼ିଆ ପୁଅ) ଗତ ୨୪ଘଣ୍ଟା ମଧ୍ୟରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇ ଥିବାର ଖବର ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି...

ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କୁ ଗୁଜୁରାଟରୁ ଫେରାଇ ଆଣିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ...

0
ଭୁବନେଶ୍ୱର ୨୬-୪ (ଓଡ଼ିଆ ପୁଅ) ଗୁଜୁରାଟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ସହ ଭିଡିଓ କନଫରେନ୍ସିଂରେ...

୮୪ ନମ୍ବର ରୁ ୯୦ ନମ୍ବର କରୋନା ଆକ୍ରାନ୍ତଙ୍କ ବିବରଣୀ

0
ଭୁବନେଶ୍ବର ୨୬-୪ (ଓଡ଼ିଆ ପୁଅ) : ୮୪ ନମ୍ବରରୁ ୮୭ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜଣାଇଛନ୍ତି ରାଜ୍ୟ ସରକାର। ସେମାନେ ହେଉଛନ୍ତି ଯାଜପୁର ଜିଲ୍ଲାର। ୮୪ ନମ୍ବର ଆକ୍ରାନ୍ତ - ୭୦...

ଓଡ଼ିଶାରେ ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୩ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

0
ଭୁବନେଶ୍ବର ୨୬।୪ (ଓଡ଼ିଆ ପୁଅ) : ପୁଣି ଆଉ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

ବାହାର ରାଜ୍ୟ କିମ୍ବା ଦେଶରୁ ଓଡ଼ିଶା ଫେରିଲେ ପଞ୍ଜୀକରଣ କର : ଆଧାର ଓ...

0
ଭୁବନେଶ୍ବର ୨୬-୪ (ଓଡ଼ିଆ ପୁଅ) : ରାଜ୍ୟ ବାହାରେ ଫସିରହିଥିବା ଓଡିଆ ଏବେ ଓଡ଼ିଶା ମୁହାଁ, ଘର ମୁହାଁ। ଓଡିଶାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।...

ପୁଣି ବୋଟ କିଣି ସମୁଦ୍ର ପଥରେ ଫେରି ଆସିଲେ ମତ୍ସ୍ୟଜୀବୀ

0
ଗଞ୍ଜାମ, ୨୫ା୪ (ଓଡ଼ିଆ ପୁଅ) - ଆଉ ସମ୍ଭାଳି ହେଉନି। ଏବେ ଖାଲି ଘର ମୁହାଁ ଶ୍ରମିକ ଏବଂ ବାହାର ରାଜ୍ୟରେ ରୋଜଗାରପାଇଁ ଯାଇତିବା ଓଡ଼ିଆମାନେ। ପୁରା ଦେଶରେ ଲକ୍‌ଡାଉନ୍‌। ଚାଲୁନି ରେଳ...

ମୁଖ୍ୟ ଭିଜିଲାନ୍ସ କମିଶନର ଭାବେ ଶପଥ ଗ୍ରହଣ କଲେ ସଞ୍ଜୟ କୋଠାରୀ

0
ନୂଆଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସଞ୍ଜୟ କୋଠାରୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ମୁଖ୍ୟ ଭିଜିଲାନ୍ସ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି...

ଖୁସିର ଖବର : ସୁସ୍ଥ ହେଲେ ସୁନ୍ଦରଗଡ ଜିଲା କରୋନା ଆକ୍ରାନ୍ତ

0
ଭୁବନେଶ୍ୱର, ୨୫।୪ (ଓଡ଼ିଆ ପୁଅ) - ଭଲଖବର। ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ସେ ସୁସ୍ଥ ହେବା ପରେ ଗୋଟିଏ ଜିଲ୍ଲା କରୋନା ଭାଇରସ୍ ସଂକ୍ରମଣ ମୁକ୍ତ...

କରୋନା ସଙ୍କଟକୁ ନଜରରେ ରଖି ଅବସର ବୟସକୁ ୫୦ କୁ ହ୍ରାସ କରିବାକୁ କେନ୍ଦ୍ର...

0
ନୂଆଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : କରୋନାଭାଇରସ୍ ପ୍ରଭାବରେ ଅର୍ଥନୈତିକ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇପାରନ୍ତି। ଏହାର ପ୍ରଭାବ ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ...

୯୧ ରୁ ୯୪ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାଣନ୍ତୁ

0
ଭୁବନେଶ୍ୱର ୨୬-୪ (ଓଡ଼ିଆ ପୁଅ) : ଶୁକ୍ରବାରଦିନ ଭଦ୍ରକର ୪ ଜଣ ନୂଆ କରୋନା ପଜିଟିଭ୍ ଚିହିନଟ ହୋଇଥିଲେ। ଏହି ୪ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ରାଜ୍ୟ ସରକାର ଦେଇଛନ୍ତି। ସେମାନେ...

ଏପ୍ରିଲ ୩୦ ପରେ ଲକଡାଉନ୍ ବଢ଼ିବ କି ନାହିଁ, ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଦିଲ୍ଲୀ...

0
ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର କହିଛନ୍ତି ଯେ ଲକଡାଉନ୍‌ର ସମ୍ପ୍ରସାରଣକୁ ନେଇ ଆଲୋଚନା ଚାଲିଛି ଏବଂ ଯାହା ହେବ ତାହା ଏପ୍ରିଲ୍ ୩୦...

ମହାରାଷ୍ଟ୍ରରେ ପ୍ରଥମ ପୋଲିସ ଅଧିକାରୀଙ୍କ କରୋନା ଭାଇରସରେ ମୃତ୍ୟୁ

0
ମୁମ୍ବାଇ ୨୬-୪ (ଓଡ଼ିଆ ପୁଅ) ମୁମ୍ବାଇର ୱାକୋଲା ପୋଲିସ ଷ୍ଟେସନର ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ଗଣପତ ପେଣ୍ଡୁରକର(୫୭)ଙ୍କ ଆଜି ମୃତ୍ୟୁ ଘଟିଛି। କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରଥମ ମହାରାଷ୍ଟ୍ର...

ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଆଜି ପୁଣି ୬ ଆକ୍ରାନ୍ତ...

0
ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାରେ ପୁଣି ୬ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା...