Bureau
ଓଡ଼ିଶାରେ ଆଉ ନୂଆ ୫ କରୋନା ଆକ୍ରାନ୍ତ ଚିହ୍ନଟ – ସମସ୍ତେ ଯାଜପୁରର
ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାରେ ପୁଣି ୫ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା...
ଲକ୍ଡାଉନ୍ ପ୍ରଭାବରେ ରାଜ୍ୟରେ ରକ୍ତର ଘୋର ଅଭାବ ପରିଲକ୍ଷିତ – ରାଜ୍ୟରେ ରକ୍ତ ଅଭାବ...
ଭୁବନେଶ୍ୱର, ତା.୨୫/୦୪ (ଓଡ଼ିଆ ପୁଅ) : ଅନ୍ୟ ପଟେ ବୈଶ୍ୱିକ ମହାମାରୀ କରୋନା ଭୂତାଣୁଜନିତ ଲକ୍ଡାଉନ୍ କାରଣରୁ ଜୀବନଯାପନ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। କଟକଣା ଲାଗୁ ହୋଇଥିବା କାରଣରୁ ସାଧାରଣ ଲୋକଟି...
ଲକ୍ଡାଉନ୍ ଅବଧି ସରିବା ପରେ ଓଡିଶାକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଉଦ୍ଦିଷ୍ଟ ପୋର୍ଟାଲରେ...
ବାହାର ରାଜ୍ୟରେ ଅଟକି ରହିଥିବା ଓଡିଆଙ୍କୁ ରାଜ୍ୟ ସଭାପତିଙ୍କ ଅନୁରୋଧ- ପରିବାର ସ୍ୱଜନ ମାନଙ୍କ ଦ୍ୱାରା ନିଜ ଗାଁ ଓ ପଂଚାୟତରେ ମଧ୍ୟ ପଞ୍ଜିକରଣ କରିବାକୁ ଅନୁରୋଧ- କରୋନା ମୁକାବିଲା ପାଇଁ ସାମାଜିକ...
ସର୍ବଭାରତୀୟ ପରିବହନ ସଂଘର ପ୍ରତିନିଧି ମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ – ପେଟ୍ରୋଲିୟମ...
ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୫ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସର୍ବଭାରତୀୟ ପରିବହନ ସଂଘର ପ୍ରତିନିଧି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ଅବସରରେ ଦେଶରେ ପେଟ୍ରୋଲିୟମ...
ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଓ ଲରି ଚାଳକମାନଙ୍କ ପାଇଁ କରଣୀୟ ଓ...
- ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ପରିବହନ କରୁଥିବା ଟ୍ରକ ଓ ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କେନ୍ଦ୍ର...
ପିଆଇବି ସହଯୋଗରେ ଦିଲ୍ଲୀ ହେରିଟେଜ ରୋଟାରୀ କ୍ଲବ ଯୋଗାଇଲା ୫୦ ହଜାର ପୁନଃବ୍ୟବହାରକ୍ଷମ ମାସ୍କ
- ଲକଡାଉନ କାଳରେ ଘରେ ବସି ମହିଳା ଦର୍ଜିମାନେ ପ୍ରସ୍ତୁତ କରିଛନ୍ତି ଏହି ମାସ୍କ
- ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକଙ୍କ ଦ୍ଵାରା ବଣ୍ଟା ହେଲା ମାସ୍କ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କୋଭିଡ-୧୯ କାଳରେ...
ଲକଡାଉନ ସତ୍ୱେ ନିରବଚ୍ଛିନ୍ନ ଭାବେ ଶକ୍ତି ଯୋଗାଇ ଦେଉଛି ଏନଟିପିସି – ସବୁ ପ୍ଲାଣ୍ଟରେ...
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ରାଷ୍ଟ୍ରାୟତ୍ତ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି) କରୋନା ମୁକାବିଲା ଜନିତ ଲକଡାଉନ କାଳରେ ନିରବଚ୍ଛିନ୍ନ ଭାବେ ଦେଶକୁ ବିଜୁଳି ଯୋଗାଇ...
ନିର୍ଦ୍ଦିଷ୍ଟ କେତେକ ଶ୍ରେଣୀର ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ
- ସିଙ୍ଗଲ ଓ ମଲ୍ଟିବ୍ରାଣ୍ଡ ମଲ ପାଇଁ ଏହି ନିୟମ ଲାଗୁ ହେବ ନାହିଁ
- ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କୋହଳ ହେବନାହିଁ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଲକଡାଉନ ଜାରି...
କୋଭିଡ-୧୯ ପରିଚାଳନା ଓ ସାମ୍ପ୍ରତିକ ସ୍ଥିତି ନେଇ ମନ୍ତ୍ରୀମଣ୍ଡଳୀୟ ସମୀକ୍ଷା – କୋଭିଡ-୧୯ର ମୁକାବିଲାରେ...
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ତ୍ରୟୋଦଶ ଉଚ୍ଚସ୍ତରୀୟ ମନ୍ତ୍ରୀମଣ୍ଡଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ନିର୍ମାଣଭବନଠାରେ...
ଦୋକାନ ଖୋଲିବାନେଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ
ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଦୋକାନ ଖୋଲିବାକୁ ଅନୁମତି ଦେବା ଲାଗି ଲକଡାଉନ ଅବଧିର ମାର୍ଗଦର୍ଶିକାକୁ ସଂଶୋଧନ କରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଗତକାଲି ଏକ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି...
ଦେଶରେ ସର୍ବବୃହତ ଡାଲି ବିତରଣ ଅଭିଯାନ ଜାରି – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା...
- ଚାରି ସପ୍ତାହ ପାଇଁ ଲୋଡିଂ ଓ ଅନଲୋଡିଂରେ ନିୟୋଜିତ ରହିବେ ଦୁଇ ଲକ୍ଷ ଟ୍ରକ
ଦେଶର ୨୦ କୋଟି ପରିବାରକୁ ତିନି ମାସ ପାଇଁ ଗୋଟିଏ କେଜି ଲେଖାଏଁ ଡାଲି ବିତରଣ କରାଯିବ।...
କେନ୍ଦ୍ରାପଡା କରୋନା ଅପଡେଟ୍ – କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ
କେନ୍ଦ୍ରାପଡା ୨୫.୦୪ (ଓଡ଼ିଆ ପୁଅ) :- କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଆଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...
ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଓ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ...
ଭୁବନେଶ୍ବର, ଏପ୍ରିଲ ୨୫ (ଓଡ଼ିଆ ପୁଅ) – ଲକଡ଼ାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ବାଗତ କରିବା ସହ ତାଙ୍କର ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଏବଂ ସାଢେ ୪...
ଦେବଗଡ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ...
ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ସରକାରଙ୍କ ନିଷ୍ପତିକ୍ରମେ ଲକ୍ଡାଉନ ବେଳେ ଦେବଗଡ ଜିଲ୍ଲାରେ ଅପ୍ରେଲ ମାସ ୨୩ତାରିଖ ସୁଦ୍ଧା ୭୫, ୩୦୬ପରିବାରଙ୍କୁ ଅଗ୍ରୀମ ୩ ମାସର ପି.ଡି.ଏସ. ସାମଗ୍ରୀ ବଣ୍ଟନ କରାଯାଇଛି।...
ଦେବଗଡ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା
ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ଲକଡାଉନ ସମୟରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଟ.୧, ୫୦୦/-ଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଜିଲ୍ଲା ଶ୍ରମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ...
ଦେବଗଡ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଜିସୁଦ୍ଧା ୫୭, ୯୭୭ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା
ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ଆଜି ଜିଲ୍ଲାରେ ତିନୋଟି ବ୍ଲକର ୫୦ଟି ପଂଚାୟତରେ ୧୭୩୬ ଏବଂ ପୌରାଂଚଳରେ ୩୮୫ ଜଣ ଅସହାୟ, ନିରାଶୟ ଏବଂ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ବିଭିନ୍ନ...
ଦେବଗଡ ଜିଲ୍ଲା କରୋନା ଅପଡେଟ୍
ଦେବଗଡ, ୨୪.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାରୁ ଗତକାଲି ୧୯ଟି ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି ଏବଂ ଆଜି ଆଉ ୨୦ଟି...
ପିଏମ କିଷାନ ଯୋଜନାରେ ଦେଶର ୮ କୋଟିରୁ ଊର୍ଦ୍ଧ୍ୱ କୃଷକ ଉପକୃତ
ରାଜ୍ୟର ୩୬.୨୮ ଲକ୍ଷ କୃଷକଙ୍କୁ ମୋଟ ୭୨୫.୬ କୋଟି ଟଙ୍କାର ସହାୟତାସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ପ୍ରତିହତ କରିବା...
ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର ସ୍ୱାଗତ
ଭୁବନେଶ୍ୱର, ୨୫/୦୪ (ଓଡ଼ିଆ ପୁଅ) : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତ୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ଟ୍ୱିଟ...
କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା
ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ବରୂପ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ...























