Home Coronavirus Outbreak ମହାରାଷ୍ଟ୍ରରେ ପ୍ରଥମ ପୋଲିସ ଅଧିକାରୀଙ୍କ କରୋନା ଭାଇରସରେ ମୃତ୍ୟୁ

ମହାରାଷ୍ଟ୍ରରେ ପ୍ରଥମ ପୋଲିସ ଅଧିକାରୀଙ୍କ କରୋନା ଭାଇରସରେ ମୃତ୍ୟୁ

572

ମୁମ୍ବାଇ ୨୬-୪ (ଓଡ଼ିଆ ପୁଅ) ମୁମ୍ବାଇର ୱାକୋଲା ପୋଲିସ ଷ୍ଟେସନର ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ଗଣପତ ପେଣ୍ଡୁରକର(୫୭)ଙ୍କ ଆଜି ମୃତ୍ୟୁ ଘଟିଛି। କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପ୍ରଥମ ମହାରାଷ୍ଟ୍ର ପୋଲିସ ଅଧିକାରୀ।

ପୋଲିସର ମହାନିର୍ଦ୍ଦେଶକ ତଥା ମହାରାଷ୍ଟ୍ର ପୋଲିସର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ତାଙ୍କର ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.