Bureau
ପ୍ରବାସୀ ଶ୍ରମିକ
ସୁଚରୀତା ପାତ୍ର
ରୀମା ସବୁବେଳେ ସକାଳୁ ଶୀଘ୍ର ଉଠେ। ସେଇଦିନ ସେ ସକାଳୁ ସକାଳୁ ଉଠିବା ମାତ୍ରେ ଦେଖିଲା ମାଆ ସବୁ ପୋଷାକ ପତ୍ର ସଜାଡି ଦସ୍ତା ବାକ୍ସରେ ରଖୁଛନ୍ତି। ରୀମାକୁ ଉଠିବା ଦେଖି...
ସରକାରୀ ସଂସ୍ଥା ଦ୍ଵାରା ଗତ ବର୍ଷ ତୁଳନାରେ ଏବର୍ଷ ଅଧିକ ଗହମ ସଂଗ୍ରହ ...
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ସରକାରୀ ସଂସ୍ଥା ଦ୍ଵାରା ଚଳିତ ବର୍ଷ ଦେଶରେ ୨୫ ହଜାର ଟନ ଅଧିକ ଗହମ ସଂଗ୍ରହ ହୋଇଛି। ଗତ ୨୪ ତାରିଖ ସୁଦ୍ଧା ଏହା ୩୪୧.୫୬...
କୋଭିଡ-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା – ୧ – ଆରୋଗ୍ୟଲାଭ ହାର ୪୧.୫୭%କୁ ବୃଦ୍ଧି
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ଭାରତ ସରକାର କୋଭିଡ-୧୯ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ମିଶି ଅନେକ ପଦକ୍ଷେପ ନେଉଛନ୍ତି। ଏଗୁଡିକ ନିୟମିତ...
ଆମଦାନିକାରୀଙ୍କ ଦ୍ଵାରା ଏନ-୯୫ ମାସ୍କର ମୂଲ୍ୟ ହ୍ରାସ – ମାସ୍କର ଉତ୍ପାଦନକାରୀ ଓ ଯୋଗାଣକାରୀଙ୍କ...
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଜରିଆରେ ଏନ-୯୫ ମାସ୍କକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି। ସେ ଦୃଷ୍ଟିରୁ ଏହାର ବେଆଇନ...
ଅମ୍ଫନ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଶକ୍ତି ମନ୍ତ୍ରୀ
- ଭିଡିଓ କନଫରେନ୍ସ ଜରିଆରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଶକ୍ତି ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା- ଆଜିସୁଦ୍ଧା ଓଡ଼ିଶାରେ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ : ଶ୍ରୀ...
ରାଜ୍ୟରେ ପୁଣି ୭୯ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ପୁଣି ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି। ଏନେଇ ରାଜ୍ୟ...
କଡା ନିର୍ଦ୍ଦେଶ ବଳରେ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଗୁଣାତ୍ମକ ମାନ ରକ୍ଷା – ସ୍ଵଦେଶୀ...
ନୂଆ ଦିଲ୍ଲୀ ୨୬-୫ (ଓଡ଼ିଆ ପୁଅ) କୋଭିଡ-୧୯ ମୁକାବିଲାରେ ନିଯୁକ୍ତ କର୍ମଚାରୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଗୁଣାତ୍ମକ ମାନ ନେଇ କେତେକ ଗଣମାଧ୍ୟମରେ ସଂଶୟ ପ୍ରକାଶ ପାଇଛି। ତେବେ ଯେଉଁ ଯେଉଁ...
ପଡୋଶୀ ରାଷ୍ଟ୍ର ଆକ୍ରମଣର କାରଣ : ସାଧାରଣ ଲୋକଙ୍କ ଆର୍ଥିକ ଦୁର୍ବଳତା
- ପଙ୍କଜ କୁମାର ପାଣିଗ୍ରାହୀ
ଆଦି କାଳରୁ ରାଜାରାଜୁଡାଙ୍କ ସାମ୍ରାଜ୍ୟ ବିସ୍ତାର ନୀତି ଏବଂ ପରାକ୍ରମୀ ରାଜାଙ୍କ ଦୁର୍ବଳ ରାଷ୍ଟ୍ର ଗୁଡିକ ଉପରେ ଆକ୍ରମଣ କରି କବଳିତ କରିବାର ଅନେକ ଅଧ୍ୟାୟ ବିଶ୍ୱ ଇତିହାସରେ...
କନ୍ଧମାଳ ପୁଲିସ ହେପାଜତରେ ଥିବା ମହିଳା ମାଓବାଦୀଙ୍କ ଆତ୍ମହତ୍ୟା – ବର୍ଷେ ତଳେ କରିଥିଲେ...
କନ୍ଧମାଳ, ୨୫/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ମାଓବାଦୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ମହିଳା ମାଓବାଦୀ ସିଜୁ କହଁର। ବର୍ଷେ ହେଲା ସେ ପୁଲିସ ହେପାଜତରେ ଥିଲେ। କେଇସପ୍ତାହ...
ନିଡାମ୍ବର ଭାବେ ଇଦ୍ ପର୍ବ ପାଳିତ
ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଆଜି ପବିତ୍ର ଇଦ୍ ପର୍ବ ମୁସଲିମ୍ ଭାଇଭଉଣୀ ମାନେ ନିଜନିଜ ଘରେ ନିଡାମ୍ବର ଭାବେ ପାଳନ କରିଛନ୍ତି। ଦେଶରେ ଲକଡାଉନ ଚାଲିଥିବା ଯୋଗୁଁ ମସଜିଦ୍...
କେନ୍ଦୁଝର : କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ମଦ୍ୟପାନର ଭିଡିଓ ଭାଇରାଲ : ଜଣେ ଗିରଫ
କେନ୍ଦୁଝର, ୨୫ ମେ ୨୦୨୦ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ରାମଚନ୍ଦ୍ର ପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତ ର କ୍ୱାରେଣ୍ଟାଇନ୍ କେନ୍ଦ୍ର ତଥା ସଙ୍ଗରୋଧ ଗୃହରେ ଅନ୍ତେବାସୀମାନେ ମଦ୍ୟପାନ...
କରୋନା ମୁକାବିଲା ନେଇ ସରକାର ହାତ ଟେକିଦେଲେ – ବର୍ତ୍ତମାନ ଜଗନ୍ନାଥ ହିଁ ଭରସା...
ଭୁବନେଶ୍ୱର ୨୫-୫ (ଓଡ଼ିଆ ପୁଅ) – ବର୍ତ୍ତମାନ ଓଡିଶାର ସ୍ଥିତିକୁ ଦେଖି ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି। ସରକାର କିଭଳି ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ମୁଁ କିଛି ବୁଝି...
କରୋନା ଯୋଦ୍ଧାଙ୍କୁ ପିସିସି ସଭାପତି ସମ୍ବର୍ଦ୍ଧିତ କଲେ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ
ଭୁବନେଶ୍ୱର ୨୪/୫ (ଓଡ଼ିଆ ପୁଅ) -ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କାର୍ୟଳୟ ପରିସରରେ କରୋନା ଯୋଦ୍ଧା ଭାବେ ଯୁବ କଂଗ୍ରେସ ଭୁବନେଶ୍ୱର ମଧ୍ୟମ...
ମାନେଶ୍ଵର ବ୍ଲକ ରୁକ୍ମଣୀ ଲାଠ ବାଳ ନିକେତନରେ ଷ୍ଟ୍ରୀଟ ଲାଇଟର ଶୁଭ ଭିତ୍ତି ପ୍ରସ୍ଥର...
ସମ୍ବଲପୁର ୨୫-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ବରଗାଁ ପଞ୍ଚାୟତ ରୁକ୍ମଣୀ ଲାଠ ବାଳ ନିକେତନରେ ଷ୍ଟ୍ରୀଟ ଲାଇଟ ର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଛି। ଏହି...
ନିରାଡମ୍ବରରେ ସମ୍ପନ୍ନ ହେଲା ବାଲୁଙ୍କେଶ୍ୱର ବାବାଙ୍କ ପତରପେଡିଁ ଉତ୍ସବ
ସମ୍ବଲପୁର, (ଓଡ଼ିଆ ପୁଅ/ସରୋଜ ସାହୁ): ସାମାଜିକ ଦୁରତା ଆଉ ସରକାରୀ ନିୟମ ଅନୁସରଣ ପୂର୍ବକ ଆଜି ପ୍ରସିଦ୍ଧ ନନ୍ଦପଡା ବାଲୁଙ୍କେଶ୍ୱର ବାବାଙ୍କର ପତର ପେଣ୍ଡି (ନିର୍ବନ୍ଧ) ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିସହ ସମ୍ବଲପୁର...
ବିଜେଡି ତରଫରୁ କୋରୋନା ସଚେତନତା ଓ ସହାୟତା କାର୍ଯ୍ୟକ୍ରମ
ସମ୍ବଲପୁର ୨୫-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ତରଫ ରୁ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୧୯ ଓ ୱାର୍ଡ ନମ୍ବର ୧୬ ରେ...
ଦିବଂଗତ ଯୁବ କଂଗ୍ରେସ ନେତା ମନୋଜ ଜେନାଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ପାଳିତ
ଭୁବନେଶ୍ୱର ୨୪/୫ (ଓଡ଼ିଆ ପୁଅ) -ଆସ୍କା ଲୋକସଭା ଯୁବ କଂଗ୍ରେସ ସଭାପତି ତଥା ଆସ୍କା ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥି ସ୍ବର୍ଗତ ମନୋଜ ଜେନାଙ୍କର ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ...
କେନ୍ଦୁଝରରେ ପାରାଦ୍ୱୀପ, କେନ୍ଦ୍ରାପଡା ଓ ଜଗଗସିଂପୁର ଅଞ୍ଚଳର ହଜାର ହଜାର ଟ୍ରକ ଅଟକ
- ସେଠାକାର ଟ୍ରକ ମାଲିକଙ୍କର ବେନିୟମ ତଥା ଆଇନ ବିରୋଧୀ କାମ ଏବଂ କେନ୍ଦୁଝର ଜିଲ୍ଲା ଟ୍ରକକୁ ହଇରାଣ ଓ ଉପେକ୍ଷା କରିବା ପ୍ରତିବାଦରେ ଅଟକ
କେନ୍ଦୁଝର ୨୫ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ...
ରାଜ୍ୟରେ ପୁଣି ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ସଂଖ୍ୟା ୧୪୩୮ କୁ...
ଭୁବନେଶ୍ବର ୨୫।୦୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ପୁଣି ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୩୮ କୁ ବୃଦ୍ଧି...
କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା
ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ଏକ ସୁଦୂର ପ୍ରସାରୀ ଚିନ୍ତାଧାରା ନେଇ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କରୋନା ମୁକାବିଲା ଦିଗରେ ଲାଗିପଡିଛନ୍ତି। ଉଚ୍ଚସ୍ତରରେ ଏହା ଉପରେ ତୀକ୍ଷ୍ଣ...








