Home ଓଡ଼ିଶା ନିଡାମ୍ବର ଭାବେ ଇଦ୍ ପର୍ବ ପାଳିତ

ନିଡାମ୍ବର ଭାବେ ଇଦ୍ ପର୍ବ ପାଳିତ

139

ପୁରୀ, ୨୫/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ପବିତ୍ର ଇଦ୍ ପର୍ବ ମୁସଲିମ୍ ଭାଇଭଉଣୀ ମାନେ ନିଜନିଜ ଘରେ ନିଡାମ୍ବର ଭାବେ ପାଳନ କରିଛନ୍ତି। ଦେଶରେ ଲକଡାଉନ ଚାଲିଥିବା ଯୋଗୁଁ ମସଜିଦ୍ ଗୁଡିକରେ ଏକତ୍ରୀତ ହୋଇ ନମାଜ ପାଠ ହୋଇପାରିନଥିଲା। ଆଜି ମୁସଲିମ୍ ଭାଇ ଭଉଣୀ ମାନେ ପରସ୍ପର କୁ ଇଦ୍ ମୁବାରକ ଜଣାଇଥିଲେ। ପ୍ରତ୍ୟେକ ନିଜନିଜ ଘରେ ଏହି ପର୍ବକୁ ପାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.