Home Authors Posts by Bureau

Bureau

17653 POSTS 0 COMMENTS

ପାକିସ୍ଥାନ : ଇସଲାମାବାଦରେ ଦୁଇଜଣ ଭାରତୀୟ ଦୁତାବାସର ଅଧିକାରୀ ନିଖୋଜ

0
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ପାକିସ୍ତାନରୁ ଏକ ବଡ ଖବର ଆସିଛି। ଇସଲାମାବାଦରେ ଥିବା ଭାରତୀୟ ଦୁତାବାସର ଦୁଇଜଣ ଭାରତୀୟ ଅଧିକାରୀ ନିଖୋଜ ହୋଇଯାଇଛନ୍ତି। ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।...

ରାଜ୍ୟରେ ପୁଣି ୧୪୬ କରୋନା ଆକ୍ରାନ୍ତ‌ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ...

0
ଭୁବନେଶ୍ୱର ୧୪-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାରୁ...

ଜାମ୍ମୁ କାଶ୍ମୀରରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ

0
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) : ସୋମବାର ସକାଳ ୪.୩୬ ସମୟରେ ଜାମ୍ମୁ କାଶ୍ମୀରର ୩.୨ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ଭୂମିକମ୍ପର କେନ୍ଦ୍ରସ୍ଥଳ ପାଞ୍ଚ କିଲୋମିଟର...

ଆଜିଠୁ ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍‌ଡାଉନ୍ – ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ...

0
ଗଞ୍ଜାମ ୧୫-୬ (ଓଡ଼ିଆ ପୁଅ) :ଆଜିଠୁ ଗଞ୍ଜାମରେ ଆରମ୍ଭ ହୋଇଛି ୧୯ ଘଣ୍ଟିଆ ସଟ୍‌ଡାଉନ୍‌। - ଜୁନ୍‌ ୩୦ ତାରିଖ ଯାଏଁ ରହିବ ବଳବତ୍ତର। - ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା...

୨୪ ଘଣ୍ଟାରେ ୧୧, ୫୦୨ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୩.୩୨ ଲକ୍ଷ...

0
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ୟାସବୋର୍ଡ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧, ୫୦୨ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତରେ...

କ୍ରମାଗତ ନବମ ଦିନ ବଢ଼ିଲା ପେଟ୍ରୋଲ ଦର

0
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ। କ୍ରମାଗତଭାବେ ନବମ ଦିନ ବଢ଼ିଛି ତୈଳ ଦର। ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ସୋମବାରଦିନ ପେଟ୍ରୋଲ ଦର ଭୁବନେଶ୍ୱରରେ ୬୩...

କରୋନା ଚିକିତ୍ସା ପାଇଁ ରେମ୍ଡିସିଭିର

0
ନୂଆ ଦିଲ୍ଲୀ ୧୪- ୬ (ଓଡ଼ିଆ ପୁଅ) କୋଭିଡ-19 ଚିକିତ୍ସା ପାଇଁ ରେମ୍ଡିସିଭିର ଔଷଧର ପ୍ରୟୋଗ ଓ ଏହାର ଉପଲବ୍ଧତା ନେଇ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି। କୋଭିଡ-19 ଚିକିତ୍ସା ନିମନ୍ତେ ଗତକାଲି...

ସମୟୋପଯୋଗୀ ପଦକ୍ଷେପ ଆର୍ଥିକ ଅଭିବୃଦ୍ଧିରେ ହେବ ସହାୟକ – ପୂର୍ବାନୁମାନ ସମ୍ପର୍କରେ ମତ ରଖିଲେ...

0
ଭାରତ ସରକାରଙ୍କ ନୀତିଗତ ଓ ଆର୍ଥିକ ପଦକ୍ଷେପ ଅଭିବୃଦ୍ଧି ତ୍ୱରାନ୍ୱିତ କରିବଭାରତୀୟଙ୍କ କ୍ରୟଶକ୍ତି ଦେଶରେ ଆର୍ଥିକ ଗତିବିଧି ବଢ଼ାଇବ ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ବିଭିନ୍ନ ଦେଶର ଅର୍ଥବ୍ୟବସ୍ଥାକୁ ରେଟିଂ ପ୍ରଦାନ କରୁଥିବା...

ଦିଲ୍ଲୀର କରୋନା ପରିସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ

0
- ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ, ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଏମ୍ସ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଯୋଗଦାନ - ଦିଲ୍ଲୀରେ କରୋନା ସଂକ୍ରମଣ...

୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ଅପରାଧୀ ଈଶ୍ୱର – ହାତବୋମା-ପଥର ମାଡ଼ରେ ଆହତ...

0
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ଦୀର୍ଘ ସାଢ଼େ ୪ଘଣ୍ଟାର ଅପରେସନ ପରେ ବାଲେଶ୍ୱରର ଅନ୍ୟତମ କୁଖ୍ୟାତ ଅପରାଧୀ ତଥା ହାଇୱେ ଲୁଟେରା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗ୍ରାମର ଲକ୍ଷ୍ମଣ...

କ୍ୱାରେଣ୍ଟାଇନ୍ ସେଣ୍ଟର ପରିଚାଳନାରେ ପଞ୍ଜିବାଗ ଆଗରେ ‘ପ୍ରବାସୀ ଆମର ଭାଇ-ରହିବେ ଆମର ହୋଇ’ପ୍ରମାଣିତ

0
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) - କରୋନା ପାଇଁ ଦୀର୍ଘ ୧୪ ଦିନର ଏକାନ୍ତବାସ ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଅନ୍ତେବାସୀଙ୍କ ବିଦାୟ ବେଳର ଅବେଗଭରା ମୁହୂର୍ତ୍ତ ସରକାରଙ୍କ ‘ପ୍ରବାସୀ ଆମର ଭାଇ,...

ଜିଲ୍ଲାବାସୀଙ୍କ ସହଯୋଗରୁ ସଫଳ ଦୁଇଦିନିଆ ସଟ୍ ଡାଉନ ରଜ ମାହଲରେ ବି ସମସ୍ତେ ମାନିଲେ...

0
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) - ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ପରେ ଗତ ୧ ତାରିଖରୁ ଅନ୍‌ଲକ୍‌-୧ ଆରମ୍ଭ ହୋଇଥିଲେ...

ମହାମାରୀ କରୋନା ଯୋଗୁଁ ଫିକା ଗଣପର୍ବ ‘ରଜ’

0
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) - ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଉତ୍କଳୀୟ ସଂସ୍କୃତିର ଅନ୍ୟତମ ଗଣପର୍ବ ରଜ ମଉଜ ଫିକା ପଡ଼ିଯାଇଥିବା ଲକ୍ଷ୍ୟ କରାଯାଇଛି। ଆଷାଢ଼...

ଆସାମ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ...

0
- ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି- ଆସାମର ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ କଲେ ଅନୁଧ୍ୟାନ ଆସାମ, ଜୁନ ୧୪ (ଓଡ଼ିଆ ପୁଅ)...

ଗୁଜୁରାଟର ରାଜକୋଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

0
ନୂଆଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଦିଲ୍ଲା ଏବଂ ଏନ୍‌ସିଆର୍‌ରେ ସିରିଜ୍ ଭୂମିକମ୍ପ ପରେ ଆଜି ଗୁଜୁରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ସଂଧ୍ୟା ୮.୧୩ ମିନିଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଛି। ଏହି ଭୂକମ୍ପର...

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ସୂଚନା

0
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଟେଲିଭିଜନ ସିରିଏଲରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ସୂଚନା ମିଲିଛି। - ସେ ମୁମ୍ବାଇରେ ଥିବା ବାନ୍ଦ୍ରା ସ୍ଥିତ ବାସଭବନରେ...

ଅମିତ ଶାହା-କେଜ୍ରୀୱାଲଙ୍କ ବୈଠକ – ଦିଲ୍ଲୀରେ ୫୦୦ ରୋଲୱେ କୋଚ୍‌ରେ ବନିବ କରୋନା ୱାର୍ଡ

0
କେନ୍ଦ୍ର ଏବଂ ଜିଲ୍ଲୀ ସରକାର ମିଳିମିଶି ଲଢ଼ିବେ କରୋନା ବିରୁଦ୍ଧରେ ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଉପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ...

ଜୁନ୍‌ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲା ଲକ୍‌ଡାଉନ୍ ଘୋଷଣା

0
ଗଞ୍ଜାମ ୧୪-୬ (ଓଡ଼ିଆ ପୁଅ) : ଆଜିଠାରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗଞ୍ଜାମ ଜିଲ୍ଲାକୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି। - ଲକ୍‌ଡାଉନ୍‌ ସମୟରେ ସକାଳ ୭ରୁ...

ରାଜ୍ୟରେ ପୁଣି ୧୮୬ କରୋନା ଆକ୍ରାନ୍ତ‌ ଚିହ୍ନଟ : ଆଉ ଜଣେ ମୃତ, ଜାଣନ୍ତୁ...

0
ଭୁବନେଶ୍ୱର ୧୪-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦ ଜିଲ୍ଲାରୁ ଏହି ଆକ୍ରାନ୍ତ...

ଦେଶରେ କରୋନାଭାଇରସ୍ – ଗତ ୨୪ ଘଣ୍ଟାରେ ପାଖାପାଖି ୧୨ ହଜାର ନୂଆ ଆକ୍ରାନ୍ତ...

0
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଦେଶରେ କରୋନାଭାଇରସ୍ ଆତଙ୍କ ଖେଳାଇଛି। ହୁତୁ ହୁତୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଅବଶ୍ୟ ଦେଶରେ ଆରୋଗ୍ୟ ହାର ଏବେ ପ୍ରାୟ ୫୦ ପ୍ରତିଶତ। ଶନିବାର...