Home Authors Posts by Bureau

Bureau

17655 POSTS 0 COMMENTS

ଲାଦାଖ ସହିଦ ହାଭିଲଦାର ପାଲାନି ୨୨ ବର୍ଷ ଦେଶ ସେବା କଲାପରେ, ଆସନ୍ତା ବର୍ଷ...

0
ନୂଆ ଦିଲ୍ଲୀ ୧୭-୬ (ଓଡ଼ିଆ ପୁଅ) : ଦାରିଦ୍ର୍ୟତା ମଧ୍ୟରେ ବାଲ୍ୟାବସ୍ଥାରୁ ବଢ଼ିଥିବା, ହାଭିଲଦାର ପାଲାନି, ୧୮ ବର୍ଷ ବୟସରେ ସଶସ୍ତ୍ର ବାହିନୀରେ ଯୋଗଦେଇଥିଲେ। ରାମନାଥପୁରମ୍ ଜିଲ୍ଲାର କାଦୁକକାଲୁର ଗାଁରୁ ସହିଦ ୪୦...

ସଦର ହସପିଟାଲରେ ନବଜାତ ଯୋଡ଼ାମୁଣ୍ଡ ଶିଶୁକନ୍ୟା

0
ବାଲେଶ୍ୱର, ୧୬ା୬ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଯେ।।ଡ଼ାମୁଣ୍ଡ ଶିଶୁକନ୍ୟାର ଚିକିତ୍ସା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ସଦର ବ୍ଲକ ଅନ୍ତର୍ଗତ ନିଧିପଣ୍ଡା...

ଅବସରପ୍ରାପ୍ତ IAS ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଦାନ

0
ପୁରୀ ୧୬-୬ (ଓଡ଼ିଆ ପୁଅ) ଅବସରପ୍ରାପ୍ତ IAS ଅଧିକାରୀ ଶ୍ରୀ ବିଜୟ କୁମାର ନନ୍ଦ ଆଜି ବ୍ୟକ୍ତିଗତ ସ୍ତରରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ୬୫ ହଜାର ଟଙ୍କା ପ୍ରଦାନ...

ଲଦାଖରେ ଭାରତ ଚୀନ ସେନା ମଧ୍ୟରେ ସଂଘର୍ଷ – ୨୦ ସୈନିକ ଶହୀଦ –...

0
ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ପୂର୍ବ ଲଦାଖର ଗାଲଭାନ୍ ଭ୍ୟାଲିରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ୨୦ ଜଣ...

ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୁରୀ ପୌରସଂସ୍ଥାର ନିର୍ଦ୍ଦେଶ

0
ପୁରୀ ୧୬-୬ (ଓଡ଼ିଆ ପୁଅ) : ଆଉ ସାତ ଦିନ ବାକି ରହିଲା ରଥଯାତ୍ରାକୁ। ଏ ନେଇ ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୁରୀ ପୌରସଂସ୍ଥାର ନିର୍ଦ୍ଦେଶ ଦେଇଛି। ୧୯ ସୁଦ୍ଧା ବଡ଼ଦାଣ୍ଡରୁ...

ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ଉତ୍ସବ ପାଳନ ନ କରିବାକୁ ନିଷ୍ପତି

0
କଟକ ୧୫.୦୬ (ଓଡ଼ିଆ ପୁଅ) - ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ରଥାଯାତ୍ରା ଉତ୍ସବ ପାଳନ ନ କରିବାକୁ ରଥଯାତ୍ରା ପରିଚାଳନା ସମିତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ପରିଚାଳନା ସମିତିର ରଥଯାତ୍ରା...

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

0
କଂଗ୍ରେସର ଅନୀତି ଓ ଭଷ୍ଟ୍ରାଚାରରେ ଅସହ୍ୟ ହୋଇ ଦଳ ଛାଡି ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା ଓ କର୍ମୀ ଭୁବନେଶ୍ୱର ୧୬/୦୬ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ...

ଜନ୍ମମାଟି ବଙ୍ଗୁଆରୀରେ ସାମ୍ୟବାଦୀ ନେତା ରାମକୃଷ୍ଣ ପତିଙ୍କୁ ଶ୍ରଦ୍ଧାଞ୍ଜଳି

0
ଭୁବନେଶ୍ୱର ୧୫ା୬ (ଓଡ଼ିଆ ପୁଅ) : ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନର ପ୍ରମୁଖ ସାରଥୀ, ପଟିଆ ବନ୍ଧର ବିଶ୍ୱକର୍ମା, ପୂର୍ବତନ ବିଧାୟକ ସ୍ୱର୍ଗତ ରାମକୃଷ୍ଣ ପତିଙ୍କ ୩୪ତମ ଶ୍ରାଦ୍ଧୋତ୍ସବ ତାଙ୍କ ଜନ୍ମମାଟି ଭୁବନେଶ୍ୱର ମହାନଗର...

ଦିବଂଗତ ଡା. ରବୀନ୍ଦ୍ରନାଥ ସାହୁଙ୍କୁ ନିଜ ଜନ୍ମମାଟି ବାଲିଅନ୍ତାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0
ଭୁବନେଶ୍ୱର ୧୬ା୬ (ଓଡ଼ିଆ ପୁଅ) : ଓଡ଼ିଶାର ଲବ୍ଧପ୍ରତିଷ୍ଠ ନେଫ୍ରୋଲୋଜି ପ୍ରଫେସର ଡା. ରବୀନ୍ଦ୍ରନାଥ ସାହୁଙ୍କର ଶ୍ରଦ୍ଧାଞ୍ଜଳିସଭା ତାଙ୍କ ଜନ୍ମମାଟି ବାଲିଅନ୍ତାରେ ସାମାଜିକ ଦୂରତା ରକ୍ଷା କରାଯାଇ ପତିତପାବନ ଯୁବକସଂଘ ଆନୁକୂଲ୍ୟରେ ଆଜି...

ନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟସରକାର...

0
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପ୍ରସଙ୍ଗ - କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ...

ମୁଖ୍ୟମନ୍ତ୍ରୀ କହିଥିଲେ ଦିନକୁ ୧୫ହଜାରୁ ଉର୍ଦ୍ଧ କରୋନା ନମୁନା ପରୀକ୍ଷା ହେବ ବୋଲି ସରକାର...

0
ଭୁବନେଶ୍ୱର ୧୬.୬ (ଓଡ଼ିଆ ପୁଅ) - ଦିନକୁ ଦିନ ଦେଶରେ ଏବଂ ରାଜ୍ୟରେ କରେନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତମାନ ବିଶ୍ୱରେ ଆମ ଦେଶ ଭାରତ କରେନା ସଂକ୍ରମିତ ଭାବେ ଚତୁର୍ଥ...

ଓଡ଼ିଶା ଔଷଧ ନିଗମର ଦୁର୍ନୀତି : ଆଉ ଏକ କେଳେଙ୍କାରୀର ଅଭିଯୋଗ ଆଣିଲା କଂଗ୍ରେସ

0
ଭୁବନେଶ୍ୱର ୧୬.୬ (ଓଡ଼ିଆ ପୁଅ) - ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କରୋନା ସମୟରେ ଔଷଧ ନିଗମ ଦ୍ୱାରା ଜିନିଷପତ୍ର କିଣାରେ ୬ଟି ଅଭିଯୋଗ ଆଣିଥିଲା। ସେ ସବୁ ଅଭିଯୋଗର ସ୍ପଷ୍ଟିକରଣ...

ମୋଦିଜୀଙ୍କ ମନରେ ମହିଳାଙ୍କ ପ୍ରତି ଦାୟୀତ୍ୱ ରହିଛି: ଧର୍ମେନ୍ଦ୍ର ପ୍ରଧାନ

0
ମହିଳା ଜନସମ୍ବାଦ ଭର୍ଚୁଆଲ ର‌୍ୟାଲିକୁ ସମ୍ଭୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ପୂର୍ବ ଭାରତର ବିକାଶ ନହେବା ପର୍ଯ୍ୟନ୍ତ ଦେଶରେ ସନ୍ତୁଳିତ ବିକାଶ ହେବା ଅସମ୍ଭବ - ଓଡିଶାରେ ୧୦୦ରୁ ୯୬ ଜଣ ଲୋକଙ୍କ...

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

0
ଭୁବନେଶ୍ୱର ୧୬-୬ (ଓଡ଼ିଆ ପୁଅ) ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅତିରିକ୍ତ ଡି.ଜି ରେଳବାଇ, ପୋଲିସ କମିଶନର ଭୁବନେଶ୍ୱର-କଟକ, ଅତିରିକ୍ତ ଡି.ଜି ଗୁଇନ୍ଦା, ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି, ଡି.ସି.ପି...

ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର...

0
ଇସ୍ପାତ ମନ୍ତ୍ରଣାଳୟର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ - ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଆବଶ୍ୟକତା ପୂରଣ କରିବା ଉପରେ ଗୁରୁତ୍ୱ - ଆତ୍ମନିର୍ଭର ଭାରତ...

କରୋନା ଆତଙ୍କ – ଦେଶରେ ଗତ ୨୪ ଘଣ୍ଟାରେ ୩୮୦ ମୃତ – ମୋଟ...

0
ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ଦେଶରେ କରୋନା ଆତଙ୍କ ଖେଳାଇଛି। ହୁତୁହୁତୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୦, ୬୬୭ ନୂତନ ଆକ୍ରାନ୍ତ ସାମନାକୁ ଆସିଥିବା...

ଏମିତି ବାପା! ଭାତରେ ମିଶାଇଲା ବିଷ! ପରିବାରର ୫ ଖାଇ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

0
ମାଲକାନଗିରି ୧୬-୬ (ଓଡ଼ିଆ ପୁଅ) : ଭାତରେ ବିଷ ମିଶାଇ ଦେଲା ବାପା। ଏହି ଭାତ ଖାଇ ପରିବାର ୩ ସନ୍ତାନଙ୍କ ସମେତ ୫ ଜଣ ଗୁରୁତର ହୋଇଥିବା ପରି ଦୁଖଃଦ ଘଟଣା...

ରାଜ୍ୟରେ ପୁଣି ୧୦୮ କରୋନା ଆକ୍ରାନ୍ତ‌ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ...

0
ଭୁବନେଶ୍ୱର ୧୪-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାରୁ...

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜ୍ୱର ଏବଂ ଅକ୍ସିଜେନ କମ କାରଣରୁ ହସ୍ପିଟାଲରେ ଭର୍ତ୍ତି

0
ନୂଆ ଦିଲ୍ଲୀ -୧୬-୬ (ଓଡ଼ିଆ ପୁଅ) ହଠାତ୍ ଜ୍ୱର ଏବଂ ଅମ୍ଳଜାନ ସ୍ତର ହ୍ରାସ ହେତୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଟ୍ୱିଟ କରି...

କ୍ରମାଗତ ଭାବେ ଦଶମ ଦିନରେ ପୁଣି ବଢ଼ିଲା ତୈଳ ଦର -ଜାଣନ୍ତୁ ଆପଣଙ୍କ ସହରର...

0
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ। କ୍ରମାଗତଭାବେ ଦଶମ ଦିନ ବଢ଼ିଛି ତୈଳ ଦର। ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ମଙ୍ଗଳବାର ଦିନ ପେଟ୍ରୋଲ ଦର କେଉଁ...