Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ IAS ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଦାନ

ଅବସରପ୍ରାପ୍ତ IAS ଅଧିକାରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଦାନ

95

ପୁରୀ ୧୬-୬ (ଓଡ଼ିଆ ପୁଅ) ଅବସରପ୍ରାପ୍ତ IAS ଅଧିକାରୀ ଶ୍ରୀ ବିଜୟ କୁମାର ନନ୍ଦ ଆଜି ବ୍ୟକ୍ତିଗତ ସ୍ତରରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ୬୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଆଜି ଅପରାହ୍ନରେ ଶ୍ରୀ ନନ୍ଦ ୬୫ ହଜାର ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂଙ୍କୁ ତାଙ୍କ କାର୍ଯ୍ୟାଳୟ କକ୍ଷରେ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.