Bureau
କ୍ରମାଗତ ଭାବେ ଦଶମ ଦିନରେ ପୁଣି ବଢ଼ିଲା ତୈଳ ଦର -ଜାଣନ୍ତୁ ଆପଣଙ୍କ ସହରର...
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ। କ୍ରମାଗତଭାବେ ଦଶମ ଦିନ ବଢ଼ିଛି ତୈଳ ଦର।
ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ମଙ୍ଗଳବାର ଦିନ ପେଟ୍ରୋଲ ଦର କେଉଁ...
ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ – ଦେଶର ପ୍ରଥମ ଅନଲାଇନ ବିତରଣ...
- ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ
- ଏହି ଇଲେକ୍ଟ୍ରୋନିକ୍ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଆଡକୁ ଆଗେଇ ନେବ
- ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ ଭୂମିକା...
ଜାମ୍ମୁ କାଶ୍ମୀରର ସୋପିଆନ୍ରେ ଏନକାଉଣ୍ଟର – ୩ ଆତଙ୍କବାଦୀ ନିପାତ୍
ନୂଆ ଦିଲ୍ଲୀ ୧୬-୬ (ଓଡ଼ିଆ ପୁଅ) ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ତୁର୍କୱାଗାନ୍ ଗ୍ରାମରେ ପୋଲିସ ଏବଂ ସେନା ମିଳିତ ଅପରେସନ୍ରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ସେନା ତରଫରୁ...
ପାକିସ୍ଥାନ : ଇସଲାମାବାଦରେ ଦୁଇଜଣ ଭାରତୀୟ ଦୁତାବାସର ଅଧିକାରୀ ନିଖୋଜ
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ପାକିସ୍ତାନରୁ ଏକ ବଡ ଖବର ଆସିଛି। ଇସଲାମାବାଦରେ ଥିବା ଭାରତୀୟ ଦୁତାବାସର ଦୁଇଜଣ ଭାରତୀୟ ଅଧିକାରୀ ନିଖୋଜ ହୋଇଯାଇଛନ୍ତି। ତାଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।...
ରାଜ୍ୟରେ ପୁଣି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ...
ଭୁବନେଶ୍ୱର ୧୪-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୫ ଜିଲ୍ଲାରୁ...
ଜାମ୍ମୁ କାଶ୍ମୀରରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) : ସୋମବାର ସକାଳ ୪.୩୬ ସମୟରେ ଜାମ୍ମୁ କାଶ୍ମୀରର ୩.୨ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଭୂମିକମ୍ପର କେନ୍ଦ୍ରସ୍ଥଳ ପାଞ୍ଚ କିଲୋମିଟର...
ଆଜିଠୁ ଗଞ୍ଜାମରେ ୧୯ ଘଣ୍ଟିଆ ସଟ୍ଡାଉନ୍ – ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ...
ଗଞ୍ଜାମ ୧୫-୬ (ଓଡ଼ିଆ ପୁଅ) :ଆଜିଠୁ ଗଞ୍ଜାମରେ ଆରମ୍ଭ ହୋଇଛି ୧୯ ଘଣ୍ଟିଆ ସଟ୍ଡାଉନ୍।
- ଜୁନ୍ ୩୦ ତାରିଖ ଯାଏଁ ରହିବ ବଳବତ୍ତର।
- ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା...
୨୪ ଘଣ୍ଟାରେ ୧୧, ୫୦୨ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୩.୩୨ ଲକ୍ଷ...
ନୂଆ ଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ୟାସବୋର୍ଡ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧, ୫୦୨ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତରେ...
କ୍ରମାଗତ ନବମ ଦିନ ବଢ଼ିଲା ପେଟ୍ରୋଲ ଦର
ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ। କ୍ରମାଗତଭାବେ ନବମ ଦିନ ବଢ଼ିଛି ତୈଳ ଦର।
ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ସୋମବାରଦିନ ପେଟ୍ରୋଲ ଦର ଭୁବନେଶ୍ୱରରେ ୬୩...
କରୋନା ଚିକିତ୍ସା ପାଇଁ ରେମ୍ଡିସିଭିର
ନୂଆ ଦିଲ୍ଲୀ ୧୪- ୬ (ଓଡ଼ିଆ ପୁଅ) କୋଭିଡ-19 ଚିକିତ୍ସା ପାଇଁ ରେମ୍ଡିସିଭିର ଔଷଧର ପ୍ରୟୋଗ ଓ ଏହାର ଉପଲବ୍ଧତା ନେଇ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି।
କୋଭିଡ-19 ଚିକିତ୍ସା ନିମନ୍ତେ ଗତକାଲି...
ସମୟୋପଯୋଗୀ ପଦକ୍ଷେପ ଆର୍ଥିକ ଅଭିବୃଦ୍ଧିରେ ହେବ ସହାୟକ – ପୂର୍ବାନୁମାନ ସମ୍ପର୍କରେ ମତ ରଖିଲେ...
ଭାରତ ସରକାରଙ୍କ ନୀତିଗତ ଓ ଆର୍ଥିକ ପଦକ୍ଷେପ ଅଭିବୃଦ୍ଧି ତ୍ୱରାନ୍ୱିତ କରିବଭାରତୀୟଙ୍କ କ୍ରୟଶକ୍ତି ଦେଶରେ ଆର୍ଥିକ ଗତିବିଧି ବଢ଼ାଇବ
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ବିଭିନ୍ନ ଦେଶର ଅର୍ଥବ୍ୟବସ୍ଥାକୁ ରେଟିଂ ପ୍ରଦାନ କରୁଥିବା...
ଦିଲ୍ଲୀର କରୋନା ପରିସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
- ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ, ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଏମ୍ସ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଯୋଗଦାନ
- ଦିଲ୍ଲୀରେ କରୋନା ସଂକ୍ରମଣ...
୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ଅପରାଧୀ ଈଶ୍ୱର – ହାତବୋମା-ପଥର ମାଡ଼ରେ ଆହତ...
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) : ଦୀର୍ଘ ସାଢ଼େ ୪ଘଣ୍ଟାର ଅପରେସନ ପରେ ବାଲେଶ୍ୱରର ଅନ୍ୟତମ କୁଖ୍ୟାତ ଅପରାଧୀ ତଥା ହାଇୱେ ଲୁଟେରା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗ୍ରାମର ଲକ୍ଷ୍ମଣ...
କ୍ୱାରେଣ୍ଟାଇନ୍ ସେଣ୍ଟର ପରିଚାଳନାରେ ପଞ୍ଜିବାଗ ଆଗରେ ‘ପ୍ରବାସୀ ଆମର ଭାଇ-ରହିବେ ଆମର ହୋଇ’ପ୍ରମାଣିତ
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) - କରୋନା ପାଇଁ ଦୀର୍ଘ ୧୪ ଦିନର ଏକାନ୍ତବାସ ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଅନ୍ତେବାସୀଙ୍କ ବିଦାୟ ବେଳର ଅବେଗଭରା ମୁହୂର୍ତ୍ତ ସରକାରଙ୍କ ‘ପ୍ରବାସୀ ଆମର ଭାଇ,...
ଜିଲ୍ଲାବାସୀଙ୍କ ସହଯୋଗରୁ ସଫଳ ଦୁଇଦିନିଆ ସଟ୍ ଡାଉନ ରଜ ମାହଲରେ ବି ସମସ୍ତେ ମାନିଲେ...
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) - ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ପରେ ଗତ ୧ ତାରିଖରୁ ଅନ୍ଲକ୍-୧ ଆରମ୍ଭ ହୋଇଥିଲେ...
ମହାମାରୀ କରୋନା ଯୋଗୁଁ ଫିକା ଗଣପର୍ବ ‘ରଜ’
ବାଲେଶ୍ୱର, ୧୪ା୬ (ଓଡ଼ିଆ ପୁଅ/ଅଭୟ ଦାସ) - ଅନ୍ୟବର୍ଷ ତୁଳନାରେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଉତ୍କଳୀୟ ସଂସ୍କୃତିର ଅନ୍ୟତମ ଗଣପର୍ବ ରଜ ମଉଜ ଫିକା ପଡ଼ିଯାଇଥିବା ଲକ୍ଷ୍ୟ କରାଯାଇଛି। ଆଷାଢ଼...
ଆସାମ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ...
- ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି- ଆସାମର ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ କଲେ ଅନୁଧ୍ୟାନ
ଆସାମ, ଜୁନ ୧୪ (ଓଡ଼ିଆ ପୁଅ)...
ଗୁଜୁରାଟର ରାଜକୋଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ
ନୂଆଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଦିଲ୍ଲା ଏବଂ ଏନ୍ସିଆର୍ରେ ସିରିଜ୍ ଭୂମିକମ୍ପ ପରେ ଆଜି ଗୁଜୁରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ସଂଧ୍ୟା ୮.୧୩ ମିନିଟରେ ୫.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଛି। ଏହି ଭୂକମ୍ପର...
ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ସୂଚନା
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଟେଲିଭିଜନ ସିରିଏଲରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ସୂଚନା ମିଲିଛି।
- ସେ ମୁମ୍ବାଇରେ ଥିବା ବାନ୍ଦ୍ରା ସ୍ଥିତ ବାସଭବନରେ...
ଅମିତ ଶାହା-କେଜ୍ରୀୱାଲଙ୍କ ବୈଠକ – ଦିଲ୍ଲୀରେ ୫୦୦ ରୋଲୱେ କୋଚ୍ରେ ବନିବ କରୋନା ୱାର୍ଡ
କେନ୍ଦ୍ର ଏବଂ ଜିଲ୍ଲୀ ସରକାର ମିଳିମିଶି ଲଢ଼ିବେ କରୋନା ବିରୁଦ୍ଧରେ
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଉପରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ...













