Home ଓଡ଼ିଶା ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୁରୀ ପୌରସଂସ୍ଥାର ନିର୍ଦ୍ଦେଶ

ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୁରୀ ପୌରସଂସ୍ଥାର ନିର୍ଦ୍ଦେଶ

485

ପୁରୀ ୧୬-୬ (ଓଡ଼ିଆ ପୁଅ) : ଆଉ ସାତ ଦିନ ବାକି ରହିଲା ରଥଯାତ୍ରାକୁ। ଏ ନେଇ ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବାକୁ ପୁରୀ ପୌରସଂସ୍ଥାର ନିର୍ଦ୍ଦେଶ ଦେଇଛି। ୧୯ ସୁଦ୍ଧା ବଡ଼ଦାଣ୍ଡରୁ ଉଠାଦୋକାନୀଙ୍କ କ୍ୟାବିନ ହଟାଇବାକୁ ଦିଆଯାଇଛି ସମୟ। ରଥପାଇଁ ପ୍ରତିବର୍ଷ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରୁ ଉଠାଇବାକୁ ଏହିପରି ଉଠା ଦୋକାନୀମାନଙ୍କୁ ଓ କ୍ୟାବିନ୍ ଗୁଡ଼ିକୁ ଉଠାଇବା ନେଇ ପୁରୀ ମ୍ୟୁନିସିପାଲଟିର ନିର୍ଦ୍ଦେଶ ଦେଇଥାଏ। ଆଜି ଏ ନେଇ ମାଇକ୍ ଯୋଗେ ଘୋଷଣା କରି ସମସ୍ତ ବ୍ୟବସାୟୀଙ୍କୁ ସୂଚିତ କରାଇଛି ପୁରୀ ମ୍ୟୁନିସିପାଲଟି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.