Home Authors Posts by Bureau

Bureau

17676 POSTS 0 COMMENTS

ଲେବାନନର ରାଜଧାନୀରେ ଶକ୍ତିଶାଳୀ ବିଷ୍ପୋରଣ ୭୮ ମୃତ, ୪ ହଜାରରୁ ଅଧିକ ଆହତ

0
ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଲେବାନନର ରାଜଧାନୀ ବିରୁଟରେ ଶକ୍ତିଶାଳୀ ବିଷ୍ପୋରଣ ହେବା ଫଳରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ସହିତ ଶତାଧିକ ଗୁରୁତର ହୋଇଥିବା ବେଳେ ୪ ହଜାରରୁ ଅଧିକ ଲୋକ...

ଭାରତୀୟ ସେନାରେ ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ; ଆବେଦନପତ୍ର ଦାଖଲ କରିବା ପାଇଁ...

0
ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଭାରତୀୟ ସେନାରେ ମହିଳା ଅଧିକାରିଣୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କଠାରୁ ଅନୁମୋଦନ ପତ୍ର ପାଇବା ପରେ ସେନା ମୁଖ୍ୟାଳୟ ପକ୍ଷରୁ ଏଥି ନିମନ୍ତେ ମହିଳା...

ଆଜି ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାରେ ଯୋଗଦେବେ...

0
ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ 'ଶ୍ରୀ ରାମ ଜନ୍ମଭୂମି ମନ୍ଦିର' ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ।କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା...

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନାରେ ଦୀପଦାନ

0
ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ଦିବଂଗତ ବାଲେଶ୍ୱର ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତ ରକ୍ଷା ବନ୍ଧନ ପରିପେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଉ ଥିବାବେଳେ ତାଙ୍କ ଅବର୍ତ୍ତମାନରେ ବିଜେପି,...

ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଆସନ୍ତା କାଲି – ଘରେ ଘରେ...

0
ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ଅଯୋଧ୍ୟାରେ ରାମ ଜନ୍ମଭୂମିରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ନେଇ ଶ୍ରଦ୍ଧାଳୁଙ୍କ ସମେତ...

ଦିନକରେ ୩୭ ଜଣ ନୂଆ ପଜିଟିଭ୍ ଚିହ୍ନଟ – ୧୧୨୮ରେ ପହଞ୍ଚିଲା ଜିଲ୍ଲାର ସଂକ୍ରମିତଙ୍କ...

0
ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ଦିନକୁ ଦିନ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅଦ୍ୟାବଧି ଦେଶରେ କରୋନା ଆକ୍ରାନ୍ତଙ୍କ...

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଅସନ୍ତୋଷ ‘ନେସ୍କୋ’ଏସଡିଓଙ୍କୁ ଉପଭୋକ୍ତାଙ୍କ ଆନ୍ଦୋଳନ ଚେତାବନୀ

0
ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ବାଲେଶ୍ୱର ସହର ସମେତ ଜିଲ୍ଲାରେ ଗତ କିଛିଦିନ ଧରି ହେଉଥିବା ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ କ୍ରମଶଃ ଦାନା ବାନ୍ଧିବାରେ...

ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ – ୧ ମୃତ, ଜଣେ ଗୁରୁତର

0
ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ପୂର୍ବ ଶତ୍ରୁତାରୁ ଗତକାଲି ରାତିରେ ବୁଆଁଳ ପଞ୍ଚାୟତରେ ସଂଘବଦ୍ଧ ଆକ୍ରମଣ ଯୋଗୁଁ ଜନୈକ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର...

ଭୂଷଣ ଷ୍ଟିଲ୍ ଦେବାଳିଆ ପ୍ରସଙ୍ଗ – ମିଳିମିଶି ଖାଇଗଲେ ୧୪୦ କୋଟି – କଂଗ୍ରେସ

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) – ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ପ୍ରବେଶ କର ଆଇନ୍‌ର ବୈଧତା ସଂପର୍କିତ ମାମଲାରେ ରାଜ୍ୟ ସରକାର ଜିତିବା ଏବଂ ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର କମ୍ପାନୀ...

କୋଭିଡ ମୁକାବିଲା ଶହୀଦ କୋଭିଡ ଯୋଦ୍ଧା ମାନଙ୍କ ପ୍ରାପ୍ୟ ପ୍ରଦାନରେ ସାମାନ୍ୟତମ ଅବହେଳା ବରଦାସ୍ତ...

0
- ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମରଣରେ ଆସନ୍ତାକାଲି ହେବ ନୀରବ ପ୍ରାର୍ଥନା ଓ ଶପଥ ପାଠ ଭୁବନେଶ୍ବର, ୪-୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ...

ୟୁପିଏସସି ପରୀକ୍ଷାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ଦୁଇ ଓଡିଆ, ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

0
- ପ୍ରତ୍ୟେକ ଛାତ୍ରଛାତ୍ରୀ ଉନ୍ନତ ଏବଂ ଶକ୍ତିଶାଳୀ ଭାରତ ଗଢ଼ିବାରେ ସଫଳତା ହାସଲ କରନ୍ତୁ ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୦୪ (ଓଡ଼ିଆ ପୁଅ) – ୨୦୧୯ ବର୍ଷ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି)ର ପ୍ରଶାସନିକ...

ସିଭିଲ ସର୍ଭିସେ୍ର‌ କୃତି ଛାତ୍ରଛାତ୍ରୀଙ୍କୁ ପିସିସି ସଭାପତିଙ୍କ ଶୁଭେଚ୍ଛା ବାର୍ତ୍ତା

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) – ଦେଶର ଜନସଂଖ୍ୟା ଅନୁପାତରେ ଓଡିଶାର ଜନସଂଖ୍ୟା ମାତ୍ର ୪ ପ୍ରତିଶତ। ତା ସତ୍ୱେ ସର୍ବଭାରତୀୟ ଚାକିରୀ କ୍ଷେତ୍ରରେ ୧୫ ବର୍ଷ ପୂର୍ବେ ଓଡିଶାର ପିଲା ୧୦...

ମହାମାରୀ ସମୟରେ ଦାଦନ ଖଟୁଥିବା ଓଡିଆଙ୍କ କ୍ଷତରେ ଲୁଣଛିଟା ନମାରନ୍ତୁ ଅମର ବାବୁ :ଗୋଲକ...

0
ବିଜେଡି ସାଂସଦ ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟରେ ଚାକିରୀ ଦେବା ଅଭିଯାନ ଆରମ୍ଭ କରିବା ପ୍ରସଙ୍ଗ ଭୁବନେଶ୍ୱର, ୦୪/୮ (ଓଡ଼ିଆ ପୁଅ) : ପ୍ରବାସୀ ଶ୍ରମିକଙ୍କ ପାଇଁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଚାକିରୀ...

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍, ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି

0
ନୂଆଦିଲ୍ଲୀ ୪-୮ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଖବର ଅନୁଯାୟୀ, ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ତାଙ୍କର କିଛି କର୍ମଚାରୀଙ୍କ...

ପ୍ରଦୀପ ସିଂଙ୍କ ବାପା ପେଟ୍ରୋଲ ପମ୍ପରେ କାମକରନ୍ତି, ଘର ବିକ୍ରି କରି ପୁଅକୁ ପଢ଼ାଇଥିଲେ,...

0
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) UPSC ସିଭିଲ ସର୍ଭିସେସ୍ ପରୀକ୍ଷା ରେଜଲ୍ଟ ପ୍ରକାଶିତ ହୋଇଛି। ଏହି ତାଲିକାରେ ପ୍ରଦୀପ ସିଂ ୨୬ ତମ ସ୍ଥାନରେ ଅଛନ୍ତି। ଆଇଆରଏସ ଅଧିକାରୀ ଭାବରେ କାର୍ଯ୍ୟ...

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ହୋମକ୍ୱାରେଣ୍ଟିନରେ, ରିପୋର୍ଟ ନେଗେଟିଭ୍

0
ନୂଆଦିଲ୍ଲୀ ୦୪।୦୮ (ଓଡ଼ିଆ ପୁଅ) : ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବେ ହୋମ କ୍ୱାରେଣ୍ଟିନରେ ଏବଂ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଆସନ୍ତା ୭ଦିନ ପାଇଁ ସେ ହୋମ କ୍ୱାରେଣ୍ଟିନରେ ରହିବେ...

UPSC ସିଭିଲ ସର୍ଭିସେସ୍ ୨୦୧୯ ଅନ୍ତିମ ପରୀକ୍ଷା ଫଳ ପ୍ରକାଶିତ – ପ୍ରଦୀପ ସିଂ...

0
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC) ଏହାର ସରକାରୀ ୱେବସାଇଟରେ ସିଭିଲ ସର୍ଭିସ ପରୀକ୍ଷା ୨୦୧୯ ର ଫଳାଫଳ ଘୋଷଣା କରିଛି।ପରୀକ୍ଷାର୍ଥୀମାନେ UPSC ଅସ୍ଥାୟୀ ନିଯୁକ୍ତି...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୮୯ ଜଣ...

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୭୬୮୧ କୁ ବୃଦ୍ଧି ପାଇଛି। – ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ – ଗଞ୍ଜାମ...

ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୧୬ କୁ ବୃଦ୍ଧି

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୨୧୬ କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଯାଜପୁର, ଖୋର୍ଦ୍ଧା ଏବଂ ପୁରୀ...