Bureau
ଦେଶରେ ୫୨, ୦୫୦ ନୂଆ କରୋନା ଆକ୍ରାନ୍ତ, ୮୦୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୮୯୩୮...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୨, ୦୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୦୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁଇରପ୍ପାଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧରମୈୟାଙ୍କୁ କରୋନା
ବାଙ୍ଗାଲୁରୁ ୪-୮ (ଓଡ଼ିଆ ପୁଅ) କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସିଦ୍ଧରମୈୟାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ସେ ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେ ଟ୍ୱିଟ...
ସ୍କିମ୍ ୱାର୍କରଙ୍କ ସର୍ବନିମ୍ନ ଦାବି ନେଇ ଅଗଷ୍ଟ ୭, ୮ ଦେଶବ୍ୟାପୀ ଧର୍ମଘଟର ସଫଳତା...
ଭୁବନେଶ୍ୱର ୩/୮ (ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ସ୍କିମ୍ ୱାର୍କର ବିରୋଧୀ ପଦକ୍ଷେପ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଯଥା - ଆଇ-ଏନ୍-ଟି-ୟୁ-ସି-, ଏ-ଆଇ-ଟି-ୟୁ-ସି-, ଏଚ୍-ଏମ୍-ଏସ୍-, ସି-ଆଇ-ଟି-ୟୁ-, ଏ-ଆଇ-ୟୁ-ଟି-ୟୁ-ସି-, ଏ-ଆଇ-ସି-ସି-ଟି-ୟୁ- ଓ ଅନ୍ୟାନ୍ୟ...
ସୌଭାଗିନୀ ଚେରିଟେବୁଲ ଟ୍ରଷ୍ଟର ନିଆରା ରକ୍ଷାବନ୍ଧନ ଗଛରେ ରାଖୀ ବାନ୍ଧି ପ୍ରକୃତି-ମାନବ ସମ୍ପର୍କକୁ କଲେ...
ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଅନ୍ୟାନ୍ୟ ପର୍ବପର୍ବାଣୀ ଫିକା ପଡ଼ି ଯାଇଥଲେ ବି ଚଳିତ ବର୍ଷ ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ଲୋକେ ଘରେ ଘରେ ରହି ପାଳନ...
ରେମୁଣାଗୋଲେଇ ଫାଣ୍ଡିରେ କୁବେର ହୋମଗାର୍ଡ଼
ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବାଲେଶ୍ୱର ଜିଲ୍ଲା ପୁଲିସରେ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ପାର୍ଶ୍ୱ ଥାନାକୁ ବଦଳି ହୋଇଯିବା ପାଇଁ ଅଧିକ ଆଗ୍ରହୀ ହୋଇପଡ଼ୁଛନ୍ତି। ଏହି ସବୁ...
ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦିନିକିଆ ଜିଲ୍ଲା ଗସ୍ତ ବାଲେଶ୍ୱର ସହରକୁ ଯୋଜନା ବର୍ଷା
ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ବିୟୋଗ ପରେ ଏହି ଆସନର ଉପ-ନିର୍ବାଚନ ପାଇଁ ଏବେ ପ୍ରକିୟା ଆରମ୍ଭ ହୋଇଥିବା ବେଳେ ଆଜି ଦିନିକିଆ ଗସ୍ତରେ ଆସିଥିବା...
ଦିନକରେ ୭୯ ସ୍ଥାନୀୟ ସଂକ୍ରମଣ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୧ ଛୁଇଁଲା
ବାଲେଶ୍ୱର, ୩ା୮(ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅଦ୍ୟାବଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮...
ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି – ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ...
ଭୁବନେଶ୍ୱର-୩/୮ (ଓଡ଼ିଆ ପୁଅ) ଆଜି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଭିଡ଼ିଓ ବାର୍ତ୍ତାଳାପ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସଭାରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା...
କୋଭିଡ ଟେଷ୍ଟରେ ଭାରତର ଉଲ୍ଲେଖନୀୟ ସଫଳତା; ଦୁଇ କୋଟିରୁ ଅଧିକ କରାଯାଇଛି କୋଭିଡ ଟେଷ୍ଟ...
ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) କୋଭିଡ ନମୁନା ପରୀକ୍ଷାରେ ଭାରତ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଇତିମଧ୍ୟରେ ୨, ୦୨, ୦୨, ୮୫୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ବ୍ୟାପକଭାବେ...
ଭାରତରେ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ
ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ଯ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ...
‘ଇଭିନ୍’ ବ୍ୟବସ୍ଥା କୋଭିଡ୍ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ସୁନିଶ୍ଚିତ କରିଛି
ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଇଲେକ୍ଟ୍ରୋନିକ ଭ୍ୟାକ୍ସିନ ଇଣ୍ଟେଲିଜେନସ୍ ନେଟୱର୍କ (ଇଭିନ୍) କୋଭିଡ୍ ମହାମାରୀ ସମୟରେ ଅତ୍ୟାବଶ୍ୟକ ଟିକାକରଣ ସେବାକୁ ଦେଶରେ ନିଶ୍ଚିତ କରିଛି। ଇଭିନ୍ ଏକ ଅଭିନବ ବୈଷୟିକ ସମାଧାନ...
ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା...
- ଭାରତର ମୃତ୍ୟୁହାର (ସିଏଫ୍ଆର) ୨.୧୧ ପ୍ରତିଶତକୁ ଖସିଲା
- ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧.୮ ଲକ୍ଷରୁ ଅଧିକ
ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ...
ଗଞ୍ଜାମ କରୋନା ପରିସ୍ଥିତି ବର୍ତ୍ତମାନ ଭୟାନକ ଅବସ୍ଥାରେ – ନିରଞ୍ଜନ
ଭୁବନେଶ୍ୱର-୩/୮ (ଓଡ଼ିଆ ପୁଅ) -ସରକାର ଯେଉଁ ସବୁ ଯୋଜନା କରୁଛନ୍ତି, ସେ ସବୁ କୁ ଠିକ ରେ ପାଳନ କରୁନାହାନ୍ତି ଯାହାଦ୍ୱାରା ଆମ ରାଜ୍ୟରେ କରୋନା ଅତି ଭୟଙ୍କର ପରିସ୍ଥିତିରେ ପହଞ୍ଚିଲାଣି।ବିଶେଷ କରି...
ମହିଳା ମୋର୍ଚ୍ଚା ତରଫରୁ ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୦୩/୦୮ (ଓଡ଼ିଆ ପୁଅ) : ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍-୧୯ ଜନିତ କଟକଣା କାରଣରୁ ଏହି କାର୍ଯ୍ୟକ୍ରମଟି ଭିଡିଓ...
କୋଭିଡ୍ ଚିକିତ୍ସା ପାଇଁ ନିମ୍ନମାନର ଔଷଧ, ପିପିଇ କିଟ୍ ଯୋଗାଇ ଦିଆଯାଉଛି : ଭୃଗୁ...
ଭୁବନେଶ୍ୱର, ୦୩/୦୮ (ଓଡ଼ିଆ ପୁଅ) : କୋଭିଡ୍୧୯ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମୟରେ ଔଷଧ, ପିପିଇ କିଟ୍ ଆଦି ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାହିଁକି ବିଡିଓଙ୍କୁ ଅନୁରୋଧ କରିବେ। ଏଭଳି...
ଓଡିଶାର ୧୨ରୁ ଅଧିକ ସହରକୁ ସଂପ୍ରସାରିତ ହେଲା ଜିଓ ଫାଇବର ହାଇ-ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ ସେବା
ଭୁବନେଶ୍ୱର ୩-୮ (ଓଡ଼ିଆ ପୁଅ) : ସାଂପ୍ରତିକ ପରିସ୍ଥିତିରେ ଘରେ ରହି କାର୍ଯ୍ୟ ସଂପାଦନ କରିବା ଏବଂ ଅନଲାଇନ୍ କ୍ଲାସ୍ କରିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରକାର ନିୟମ ହୋଇପଡ଼ିଛି।...
ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର – ରୁପା ରେଟ୍ ବି ବଢ଼ିଲା ଜାଣନ୍ତୁ...
ନୂଆଦିଲ୍ଲୀ ୩-୮ (ଓଡିଆ ପୁଆ) ସୋମବାର ଦିନ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ମୂଲ୍ୟରେ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ସୋମବାର ଦିନ...
ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା : ୪୪ ଲକ୍ଷ ଶ୍ରମିକ ପ୍ରତି ମାସରେ ୩୦୦୦...
ନୂଆଦିଲ୍ଲୀ ୩-୮ (ଓଡିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଣସଂଗଠିତ କ୍ଷେତ୍ର ପାଇଁ ତିନୋଟି ପେନ୍ସନ୍ ଯୋଜନା ଆରମ୍ଭ କରିଛନ୍ତି। ଏହି ପେନ୍ସନ୍ ଯୋଜନା କୃଷକ, ବ୍ୟବସାୟୀ ଏବଂ ଶ୍ରମିକମାନଙ୍କ ପାଇଁ ଅଟେ।...
୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେବାକୁ ଯାଉଛନ୍ତି ଏକ ବଡ ଉପହାର...
ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ୧୫ ଅଗଷ୍ଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଦେବାକୁ ଯାଉଛନ୍ତି ଏକ ବଡ ଉପହାର। ପ୍ରଧାନମନ୍ତ୍ରୀ ମୋଦୀ, ଅଗଷ୍ଟ ୧୫ ରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୩-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬ ଜିଲ୍ଲାରୁ ୧୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୬୨୯୭ କୁ ବୃଦ୍ଧି ପାଇଛି। ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ...















