Bureau
ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ସେବା ଯୋଗାଉଛି ସୁନ୍ଦରଗଡ଼ର ଏଆରସି – ୨୪...
ସୁନ୍ଦରଗଡ଼, ୫ ଅକ୍ଟୋବର (ଓଡ଼ିଆ ପୁଅ) : ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ...
ପାଠପଢ଼ା ପାଇଁ ଦୃଷ୍ଟିହୀନ ପିଲାଙ୍କୁ ମୋବାଇଲ ବାଣ୍ଟିଲା ୟୁସିସିଆଇ ଲେଡିଜ ଫୋରମ୍
ଭୁବନେଶ୍ୱର ଅକ୍ଟୋବର ୫ (ଓଡ଼ିଆ ପୁଅ) ଶିକ୍ଷା ହେଉଛି ସଫଳତାର ଚାବିକାଠି। ସୁସ୍ଥ ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କରୋନା ମହାମାରୀରେ କବଳିତ ସାରା ବିଶ୍ୱ ଅବ୍ୟବସ୍ଥିତ ହୋଇପଡ଼ିଥିବାବେଳେ...
କରୋନା ଯୋଗୁଁ ବେସରକାରୀ ବିଦ୍ୟାଳୟର ଫି’ ଛାଡ଼ ପ୍ରସଙ୍ଗ ସରକାର ଦ୍ୱାରା ନ୍ୟାୟାଳୟରେ...
ଭୁବନେଶ୍ୱର, ୫-୧୦-(ଓଡ଼ିଆ ପୁଅ): ଅର୍ଗାନାଇଜେସନ୍ ଅଫ୍ ପ୍ୟାରେଣ୍ଟସ୍ ଆସୋସିଏସନନ୍ ଫୋରମ୍ "ଓପାପ' ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନ "ଓସା' ମିଳିତ ଆନୁକୂଲ୍ୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଜଣାଇଛନ୍ତି ଯେ, ଗତ...
ଅବସରପ୍ରାପ୍ତ ଶିକ୍ଷକ ପଦ୍ମନାଭ ଦାଶଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡା, ୫-୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ ଦାଶଙ୍କ ଦ୍ୱାଦଶାହରେ ତାଙ୍କ ଗ୍ରାମ କୁଆଁରପାଳସ୍ଥିତ କଳ୍ପତରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରାତନଛାତ୍ର ଓ ତାଙ୍କ ସହଯୋଗୀ ଶିକ୍ଷକମାନଙ୍କ ପକ୍ଷରୁ...
ଦୁବାଇରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ-ଏ-ଇ ର ସହାୟତା
ଦୁବାଇ ୦୪-୧୦ (ଓଡ଼ିଆ ପୁଅ) -: ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ-ସ-ୟୁ-ଏ- ଇ ) ଦ୍ୱାରା ଉଦ୍ଧାର...
ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ଅଗ୍ରଣୀ ନିବେଶ ସଂସ୍ଥା ଜିଆଇସି ୫, ୫୧୨.୫ କୋଟି ଟଙ୍କା...
ଏହି ନିବେଶ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଖୁଚୁରା କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ
ମୁମ୍ବାଇ / ଭୁବନେଶ୍ୱର (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ...
ରାଜ୍ୟରେ ଆଜି ୩୩୨୬ ନୂଆ ଆକ୍ରାନ୍ତ, ୧୫ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...
ଭୁବନେଶ୍ୱର ୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ୩୩୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୩୨୭୧୩ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ସାବଧାନ ! COVID-19 ରୋଗୀମାନେ ସୁସ୍ଥ ହେବାପରେ ୯୦ ଦିନ ପର୍ଯ୍ୟନ୍ତ ଭୂତାଣୁ ବିସ୍ତାର...
ନୂଆଦିଲ୍ଲୀ ୪-୧୦ (ଓଡିଆ ପୁଅ) ଆପଣଙ୍କର କୌଣସି ବନ୍ଧୁ, ସମ୍ପର୍କୀୟ କିମ୍ବା ପରିବାର ସଦସ୍ୟ ଆଇସୋଲେସନ କିମ୍ବା କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତିକି, ଯଦି ହୋଇଛନ୍ତି, ତେବେ ଆପଣଙ୍କୁ ସତର୍କତା ଅବଲମ୍ବନ...
ଆଜି ରାଜ୍ୟରେ କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତକ ୯୦୭
ଭୁବନେଶ୍ୱର ୪-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୫ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୯୦୭ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବ୍ଭାଗ ସୂଚନା ଦେଇଛି।ଜାଣନ୍ତୁ କେଉଁ...
ରାଜ୍ୟରେ ୩୩୨୬ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୩୨୭୧୩
ଭୁବନେଶ୍ୱର ୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ୩୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୩୨୭୧୩ କୁ ବୃଦ୍ଧି ପାଇଛି।
- ନୂଆ ଆକ୍ରାନ୍ତ ୩୩୨୬
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୪୫
- ସ୍ଥାନୀୟ ଅଞ୍ଚଳରୁ...
୫୦ ଟଙ୍କାରେ MRI ସ୍କାନ : ଡିସେମ୍ବରରୁ ଆରମ୍ଭ ହେବ, ‘ଶସ୍ତା’ ଡାଇଗ୍ନୋଷ୍ଟିକ୍ ସୁବିଧା
ନୂଆ ଦିଲ୍ଲୀ ୪-୧୦ (ଓଡ଼ିଆ ପୁଅ) ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଙ୍ଗ୍ (MRI) ସେବା ଅଭାବୀ ଲୋକଙ୍କ ପାଇଁ ମାତ୍ର ୫୦ ଟଙ୍କା ଉପଲବ୍ଧ ହେବ। ଅନ୍ୟମାନଙ୍କ ପାଇଁ, ଏମଆରଆଇ ସ୍କାନର ମୂଲ୍ୟ ୮୦୦...
ସିବିଆଇ କରିବ ହାତରସ୍ କାଣ୍ଡର ତଦନ୍ତ – ମୁଖ୍ୟମନ୍ତ୍ରୀ ଯୋଗୀ ଦେଲେ ସିବିଆଇକୁ ତଦନ୍ତ...
ନୂଆଦିଲ୍ଲୀ, ୦୩ ଅକ୍ଟୋବର (ଓଡ଼ିଆ ପୁଅ) ସିବିଆଇ ହାତରସ୍ ଘଟଣାର ତଦନ୍ତ କରିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛି। ସିଏମ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ...
ଆସନ୍ତା ଚାରିଦିନ ପ୍ରବଳ ବର୍ଷା : ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୩.୧୦ (ଓଡ଼ିଆ ପୁଅ) ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ଚାରିଦିନ ଯାଏଁ...
ବିହାର ନିର୍ବାଚନ ବିଜେପି-ଜେଡ଼ିୟୁ ଆସନ ବୁଝାମଣା: ୪ ଘଣ୍ଟାର ବୈଠକ ପରେ ବି ହୋଇପାରିଲାନାହିଁ...
ପାଟନା/ନୂଆ ଦିଲ୍ଲୀ ୩-୧୦ (ଓଡ଼ିଆ ପୁଅ) : ବିହାର ବିଧାନସଭା ନିର୍ବାଚନରେ ବିଜେପି-ଜେଡ଼ିୟୁ ଆସନ ବାଗବଣ୍ଟାକୁ ନେଇ ପାଟନାରେ ବିଜେପି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ଚାରି ଘଣ୍ଟିଆ ବୈଠକ ଶେଷ ହୋଇଛି।...
ବିହାର ନିର୍ବାଚନ : ମହାଗଠବନ୍ଧନରେ ଆସନ ବୁଝାମଣା, ଜାଣନ୍ତୁ କାହାର କେତେ
ପାଟନା, ୦୩ ଅକ୍ଟୋବର ୩-୧୦ (ଓଡ଼ିଆ ପୁଅ) ବିହାର ବିଧାନସଭା ନିର୍ବାଚନ ପାଇଁ ମହାଗଠବନ୍ଧନରେ ଆସନ ବୁଝାମଣା ହୋଇଛି।
ଆରଜେଡି ୧୪୪, କଂଗ୍ରେସ ୭୦ ଏବଂ ବାମ ୨୯ ଟି ଆସନରେ ନିର୍ବାଚନ ଲଢ଼ିବେ।...
ଆଜି ୩୦୫୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର...
ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୨୯୩୮୭ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ...
ଆଜି ରାଜ୍ୟରେ କରୋନା ନେଲା ୧୭ ମୁଣ୍ଡ – ମୋଟ ମୃତ୍ୟୁ ୮୯୨ କୁ...
ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୭ ମୁଣ୍ଡ - ମୋଟ ମୃତ୍ୟୁ ୮୯୨ କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...
ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୨୯୩୮୭...
ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। - ମୋଟ ଆକ୍ରାନ୍ତ ୨୨୯୩୮୭ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ...
କରୋନା ସଂକ୍ରମଣ ଭୟରେ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ବିଚାରପତି
ନୂଆ ଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) ଆନ୍ଧ୍ରପ୍ରଦେଶର ମିଆପୁର ଥାନା ଅଞ୍ଚଳରୁ ଏକ ଦୁଃଖ ଖବର ଆସିଛି। ଜଣେ ଅବସରପ୍ରାପ୍ତ ବିଚାରପତି କରୋନା ସଂକ୍ରମଣ ହୋଇଥିବା ଆଶଶଙ୍କା କରି ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ,...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହସ୍ପିଟାଲରେ ଭର୍ତ୍ତି
ନୂଆ ଦିଲ୍ଲୀ ୩-୧୦ (ଓଡ଼ିଆ ପୁଅ) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ପିଟାସରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏ ନେଇ ସେ ଏକ ଭିଡ଼ିଓ ସେୟାର କରିଛନ୍ତି। ସେ ସୁସ୍ଥ ଅଛନ୍ତି। ଫାଷ୍ଟ...











