Home Coronavirus Outbreak ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୨୯୩୮୭ କୁ...

ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୨୯୩୮୭ କୁ ବୃଦ୍ଧି 

101

ଭୁବନେଶ୍ୱର ୩-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। – ମୋଟ ଆକ୍ରାନ୍ତ ୨୨୯୩୮୭ କୁ ବୃଦ୍ଧି  ପାଇଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚା ଦେଇଛି।

ନୂଆ ଆକ୍ରାନ୍ତ : ୩୦୫୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୦୪
– ସ୍ଥାନୀୟ ଅଞ୍ଚଳରୁ୧୨୪୯

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୬୪
୨- ବାଲେଶ୍ୱର ଜିଲ୍ଲାରୁ – ୮୫
୩- ବରଗଡ଼ ଜିଲ୍ଲାରୁ – ୯୮
୪- ଭଦ୍ରକ ଜିଲ୍ଲାରୁ – ୭୦
୫- ବଲାଙ୍ଗୀର ଜିଲ୍ଲାରୁ – ୯୫
୬- ବୌଦ୍ଦ ଜିଲ୍ଲାରୁ – ୨୮
୭- କଟକ ଜିଲ୍ଲାରୁ – ୨୫୬
୮- ଦେବଗଡ଼ ଜିଲ୍ଲାରୁ – ୧୬
୯- ଢେଙ୍କାନାଳ ଜିଲ୍ଲାରୁ – ୫୧
୧୦- ଗଜପତି ଜିଲ୍ଲାରୁ – ୧୮
୧୧- ଗଞ୍ଜାମ ଜିଲ୍ଲାରୁ – ୫୨
୧୨- ଜଗତସିଂହପୁର ଜିଲ୍ଲାରୁ – ୭୨
୧୩- ଯାଜପୁର ଜିଲ୍ଲାରୁ – ୧୧୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୪୬
୧୫- କଳାହାଣ୍ଡି ଜିଲ୍ଲାରୁ – ୪୧
୧୬- କନ୍ଧମାଳ ଜିଲ୍ଲାରୁ – ୩୨
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧୫
୧୮- କେନ୍ଦୁଝର ଜିଲ୍ଲାରୁ – ୧୩୩
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୬୧
୨୦- କୋରାପୁଟ ଜିଲ୍ଲାରୁ – ୪୪
୨୧- ମାଲକାନଗିରି : ୬୨
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୫୩
୨୩- ନବରଙ୍ଗପୁର ଜିଲ୍ଲାରେ: ୧୪
୨୪- ନୟାଗଡ଼ ଜିଲ୍ଲାରୁ – ୬୭
୨୫- ନୂଆପଡ଼ା ଜିଲ୍ଲାରୁ – ୫୬
୨୬- ପୁରୀ ଜିଲ୍ଲାରୁ – ୧୨୭
୨୭- ରାୟଗଡ଼ା ଜିଲ୍ଲାରୁ – ୩୬
୨୮- ସମ୍ବଲପୁର ଜିଲ୍ଲାରୁ – ୧୨୩
୨୯- ସୋନପୁର ଜିଲ୍ଲାରୁ – ୮୩
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୮
୩୧- State Pool: ୧୪୭
ଗତକାଲି ସୁସ୍ଥ ହୋଇଥିଲେ: ୪୦୪୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୩୯୫୨୬୫
– ମୋଟ ଆକ୍ରାନ୍ତ ୨୨୯୩୮୭
– ମୋଟ ସୁସ୍ଛ ହୋଲେଣି ୧୯୪୧୨୮
– ସକ୍ରୀୟ ଆକ୍ରାନ୍ତ – ୩୪୩୧୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.