Home ଓଡ଼ିଶା ଆସନ୍ତା ଚାରିଦିନ ପ୍ରବଳ ବର୍ଷା : ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ ଆପଣଙ୍କ ଅଞ୍ଚଳର...

ଆସନ୍ତା ଚାରିଦିନ ପ୍ରବଳ ବର୍ଷା : ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ ଆପଣଙ୍କ ଅଞ୍ଚଳର ପାଣିପାଗ ଖବର

244

ଭୁବନେଶ୍ୱର ୩.୧୦ (ଓଡ଼ିଆ ପୁଅ) ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ଚାରିଦିନ ଯାଏଁ ବର୍ଷା ଲାଗି ରହିବ।

ତେବେ ଜାଣନ୍ତୁ ଆଜିର ପାଣିପାଗ ଖବର –

ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଏବଂ ଘଡ଼ଘଡ଼ି ମାରିବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ – କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଏବଂ ଅନୁଗୁଳ ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଗଜପତି, ରାୟଗଡ଼ା, ବୌଦ୍ଦ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଢେଙ୍କାନାଳ ଏବଂ ସୋନପୁର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା କାଲି, ୪ ତାରିଖ ପାଇଁ –

ଦକ୍ଷୀଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ପ୍ରାୟ ସବୁ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଏବଂ ଘଡ଼ଘଡ଼ି ମାରିବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ – ଗଞ୍ଜାମ, କୋରାପୁଟ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବୌଦ୍ଦ, ଅନୁଗୁଳ, କଟକ, ଦେବଗଡ଼, ଗଜପତି ଏବଂ ସୋନପୁର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୫ ତାରିଖ –

ମଧ୍ୟ ଏବଂ ଉପକୂଳ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଏବଂ ଘଡ଼ଘଡ଼ି ମାରିବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ – ନୂଆପଡ଼ା, ନବରଙ୍ଗପୁର ରେ, କଳାହାଣ୍ଡି, କନ୍ଧମାଳ, ବୌଦ୍ଦ, ବଲାଙ୍ଗୀର, ବରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ରାୟଗଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୬ ତାରିଖ –

ଦକ୍ଷୀଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର ପ୍ରାୟ ସବୁ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଏବଂ ଘଡ଼ଘଡ଼ି ମାରିବାର ସମ୍ଭାବନା ଅଛି।

ୟେଲୋ ୱାର୍ଣ୍ଣିଂ – କୋରାପୁଟ, ନବରଙ୍ଗପୁର ରେ, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଦ ଏବଂ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଭିନ୍ନ ପାଣିପାଗ କେନ୍ଦ୍ରରେ ରେକର୍ଡ଼ –

ବାଲେଶ୍ୱର ଜିଲ୍ଲାରେ ଅଧିକତମ ତାପମାତ୍ରା ୩୧.୬ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୫.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୮୪.୪ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଚାନ୍ଦବାଲିରେ ରେ ଅଧିକତମ ତାପମାତ୍ରା ୩୧.୭ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୪.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪୯ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

କଟକ ଜିଲ୍ଲାରେ ଅଧିକତମ ତାପମାତ୍ରା ୩୧.୬ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୩ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪୫.୨ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ପାରାଦୀପ ରେ ଅଧିକତମ ତାପମାତ୍ରା ୩୨.୭ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୭ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୮.୭ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଭୁବନେଶ୍ୱର ରେ ଅଧିକତମ ତାପମାତ୍ରା ୩୦.୭ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୪.୭ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨.୨ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଗୋପାଳପୁର ରେ ଅଧିକତମ ତାପମାତ୍ରା ୩୦ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୬.୪ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ପୁରୀ ଜିଲ୍ଲାରେ ଅଧିକତମ ତାପମାତ୍ରା ୩୨.୨ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୪ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨୩.୬ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଅନୁଗୁଳ ଜିଲ୍ଲାରେ ଅଧିକତମ ତାପମାତ୍ରା ୨୮.୭ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୧୯.୬ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯.୨ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ବାରିପଦା ରେ ଅଧିକତମ ତାପମାତ୍ରା ୨୮.୫ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୪ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୫.୬ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଝାରସୁଗୁଡ଼ା ଜିଲ୍ଲାରେ ଅଧିକତମ ତାପମାତ୍ରା ୩୪.୨ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୪.୬ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

କେନ୍ଦୁଝର ଗଡ଼ ରେ ଅଧିକତମ ତାପମାତ୍ରା ୨୮.୮ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୩ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ସମ୍ବଲପୁର ଜିଲ୍ଲାରେ ଅଧିକତମ ତାପମାତ୍ରା ୩୨.୯ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୫.୪ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାରେ ଅଧିକତମ ତାପମାତ୍ରା ୩୧ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୧ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ହୀରାକୁଦ ରେ ଅଧିକତମ ତାପମାତ୍ରା ୩୩.୧ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୫.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ତାଳଚେର ରେ ଅଧିକତମ ତାପମାତ୍ରା ୩୦ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୪.୪ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଭବାନୀପାଟଣା ରେ ଅଧିକତମ ତାପମାତ୍ରା ୩୦.୮ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୨.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩.୮ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ବଲାଙ୍ଗୀର ଜିଲ୍ଲାରେ ଅଧିକତମ ତାପମାତ୍ରା ୩୨ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୩.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

କୋରାପୁଟ ଜିଲ୍ଲାରେ ଅଧିକତମ ତାପମାତ୍ରା ୨୭ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୦.୨ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୮.୬ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଫୁଲବାଣୀ ରେ ଅଧିକତମ ତାପମାତ୍ରା ୨୯ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୦.୩ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଟିଟିଲାଗଡ଼ରେ ରେ ଅଧିକତମ ତାପମାତ୍ରା ୩୦ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ମାଲକାନଗିରି ରେ ଅଧିକତମ ତାପମାତ୍ରା ୩୧ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୪.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩.୪ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ସୋନପୁର ଜିଲ୍ଲାରେ ଅଧିକତମ ତାପମାତ୍ରା ୨୬.୬ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୧୬.୮ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଦାରିଙ୍ଗବାଡ଼ି ରେ ଅଧିକତମ ତାପମାତ୍ରା ୨୪ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୦.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ନୟାଗଡ଼ ଜିଲ୍ଲାରେ ଅଧିକତମ ତାପମାତ୍ରା ୩୪ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୬ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ବୌଦ୍ଦ ଜିଲ୍ଲାରେ ଅଧିକତମ ତାପମାତ୍ରା ୩୦ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୩ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ଛତ୍ରପୁରରେ ଅଧିକତମ ତାପମାତ୍ରା ୩୦ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୫.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୦ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ପାରଳାଖେମୁଣ୍ଡି ରେ ଅଧିକତମ ତାପମାତ୍ରା ୩୫.୫ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୭.୭ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪.୬ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

ରାୟଗଡ଼ା ଜିଲ୍ଲାରେ ଅଧିକତମ ତାପମାତ୍ରା ୩୩.୫ ଡଗ୍ରୀ ସେ, ଥିବା ବେଳେ ଥିବାବେଳେ ନ୍ୟୁନତମ ତାପମାତ୍ରା ୨୬.୫ ଡଗ୍ରୀ ସେ, ଥିଲା ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨ ମିମି ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.