Home Coronavirus Outbreak ରାଜ୍ୟରେ ୩୩୨୬ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୩୨୭୧୩

ରାଜ୍ୟରେ ୩୩୨୬ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୩୨୭୧୩

132

ଭୁବନେଶ୍ୱର ୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ୩୩୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୩୨୭୧୩ କୁ ବୃଦ୍ଧି ପାଇଛି।
– ନୂଆ ଆକ୍ରାନ୍ତ ୩୩୨୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୯୪୫
– ସ୍ଥାନୀୟ ଅଞ୍ଚଳରୁ ୧୩୮୧
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୧୯
୨- ବାଲେଶ୍ୱର ଜିଲ୍ଲାରୁ – ୧୨୨
୩- ବରଗଡ଼ ଜିଲ୍ଲାରୁ – ୯୪
୪- ଭଦ୍ରକ ଜିଲ୍ଲାରୁ – ୩୬
୫- ବଲାଙ୍ଗୀର ଜିଲ୍ଲାରୁ – ୧୦୩
୬- ବୌଦ୍ଦ ଜିଲ୍ଲାରୁ – ୫୪
୭- କଟକ ଜିଲ୍ଲାରୁ – ୨୬୮
୮- ଦେବଗଡ଼ ଜିଲ୍ଲାରୁ – ୨୧
୯- ଢେଙ୍କାନାଳ ଜିଲ୍ଲାରୁ – ୮୫
୧୦- ଗଜପତି ଜିଲ୍ଲାରୁ – ୨୨
୧୧- ଗଞ୍ଜାମ ଜିଲ୍ଲାରୁ – ୫୭
୧୨- ଜଗତସିଂହପୁର ଜିଲ୍ଲାରୁ – ୮୦
୧୩- ଯାଜପୁର ଜିଲ୍ଲାରୁ – ୧୪୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୦୭
୧୫- କଳାହାଣ୍ଡି ଜିଲ୍ଲାରୁ – ୭୭
୧୬- କନ୍ଧମାଳ ଜିଲ୍ଲାରୁ – ୬୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୩
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୧
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୬୩୮
୨୦- କୋରାପୁଟ ଜିଲ୍ଲାରୁ – ୪୫
୨୧- ମାଲକାନଗିରି : ୧୯
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୩୧
୨୩- ନବରଙ୍ଗପୁର ଜିଲ୍ଲାରେ: ୬୧
୨୪- ନୟାଗଡ଼ ଜିଲ୍ଲାରୁ – ୬୧
୨୫- ନୂଆପଡ଼ା ଜିଲ୍ଲାରୁ – ୧୪୭
୨୬- ପୁରୀ ଜିଲ୍ଲାରୁ – ୧୪୦
୨୭- ରାୟଗଡ଼ା ଜିଲ୍ଲାରୁ – ୫୩
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୭
୨୯- ସୋନପୁର ଜିଲ୍ଲାରୁ – ୨୫
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୩
୩୧- State Pool: ୧୪୯
ଗତକାଲି ସୁସ୍ଥ ହୋଇଥିଲେ : ୪୦୬୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୪୪୦୮୩୫
– ମୋଟ ଆକ୍ରାନ୍ତ ୨୩୨୭୧୩
– ମୋଟ ସୁସ୍ଥ ହେଲେଣି ୧୯୮୧୯୪
– ସକ୍ରୀୟ ଆକ୍ରାନ୍ତ – ୩୩୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.