Bureau
ନବରାତ୍ରୀର ପ୍ରଥମ ଦିନରେ ୯ କନ୍ୟା ଜନ୍ମ ନେଲେ – ସୋସିଆଲ ମିଡ଼ିଆରେ “ନବଦୁର୍ଗା”...
କଲ୍ୟାଣ ୨୦-୧୦ (ଓଡ଼ିଆ ପୁଅ) : ଶନିବାର ଦିନ ୯ ଜଣ ଶିଶୁ ପୁତ୍ରୀ ଜନ୍ମ ହୋଇଥିବାରୁ କଲ୍ୟାଣର ବୈଷ୍ଣବୀ ହସ୍ପିଟାଲ ପାଇଁ ନବରାତ୍ରୀର ପ୍ରଥମ ଦିନ ବିଶେଷ ଥିଲା।
କଲ୍ୟାଣରରେ ଅବସ୍ଥିତ ବୈଷ୍ଣବୀ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬ ଟାରେ ଦେଶକୁ ସମ୍ବୋଧିତ କରିବେ
ନୂଆ ଦିଲ୍ଲୀ ୨୦ ୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬ ଟାରେ ଦେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।...
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପାଇଁ ନୋବେଲ ପୁରସ୍କାର – ଏହାକୁ ପରିଚାଳନା କରୁଥିବା ବିଶୋ...
ନୂଆ ଦିଲ୍ଲୀ ୨୦-୧୦ (ଓଡ଼ିଆ ପୁଅ) ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେର ନୋବେଲ କମିଟି ନିଷ୍ପତ୍ତି ନେଇଛନ୍ତି। ଭାରତ ଏବଂ ପଞ୍ଜାବ ପାଇଁ ଗର୍ବର ବିଷୟ।...
ଦୀପାବଳି ପୂର୍ବରୁ କନ୍ଦାଇବ ପିଆଜ ? କିଲୋ ଦର ୧୦୦ ଛୁଇଁପାରେ
ନୂଆ ଦିଲ୍ଲୀ ୨୦-୧୦ (ଓଡ଼ିଆ ପୁଅ) ପାର୍ବଣ ଋତୁରେ ପିଆଜର ମୂଲ୍ୟରେ ନିଆଁରେ0 ଲାଗିବାକୁ ଯାଉଛି। ଦୀପାବଳିରେ ପିଆଜର ମୂଲ୍ୟ କିଲୋଗ୍ରାମ ପିଛା ୫୦ ରୁ ୧୦୦ ଟଙ୍କାକୁ ବୃଦ୍ଧି ପାଇପାରେ। ଏହାର...
ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୧୬ ମୃତ – ଜାଣନ୍ତୁ...
ଭୁବନେଶ୍ୱର ୨୦-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟରେ ଆଜି କରୋନା ନେଲା ୧୬ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ...
ଭୁବନେଶ୍ୱର ୨୦-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୬ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୬୮ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...
ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି
ଭୁବନେଶ୍ୱର ୨୦-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୨୨୫୦କୁ ବୃଦ୍ଧି ପାଇଛି।
- ନୂଆ ଆକ୍ରାନ୍ତ : ୧୯୦୪- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୧୫- ସ୍ଥାନୀୟ...
କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରଷୋତ୍ତମ ରୂପାଲାଙ୍କ ଦ୍ୱାରା ୧୦ ହଜାର କୋଟି ଟଙ୍କାର...
- ଏହି ଅର୍ଥ ଦ୍ୱାରା ସମବାୟ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରାଯିବ- ସମବାୟ ସଂସ୍ଥା ଏହି ଯୋଜନାର ଉପଯୋଗ କରି ଗ୍ରାମୀଣ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେନୂଆ...
ଜାତୀୟ ଶିକ୍ଷା ନୀତି ଶିକ୍ଷା ସଂସ୍କାରକୁ ନୂଆ ଦିଗ୍ଦର୍ଶନ ଓ ନୂତନ ବଳ ଦେବ:...
ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ- ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରରେ ଭିତ୍ତିଭୂମି ସୃଷ୍ଟି ଏବଂ ଢାଞ୍ଚାଗତ ପରିବର୍ତ୍ତନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି: ପ୍ରଧାନମନ୍ତ୍ରୀ- ଦେଶରେ ଶିକ୍ଷାର ପ୍ରତ୍ୟେକ ସ୍ତରରେ...
ଆସାମରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ...
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ଆସାମରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର...
ସାଣ୍ଟ୍ ର ସଫଳ ପରୀକ୍ଷଣ
ବାଲେଶ୍ୱର ୨୦-୧୦ (ଓଡ଼ିଆ ପୁଅ) : ଗତକାଲି ଡିଆରଡିଓ ପକ୍ଷରୁ ଓଡ଼ିଶା ଉପକୂଳରୁ ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ଷ୍ଟାଣ୍ଡ ଅଫ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ (ସାଣ୍ଟ୍)ର ସଫଳ ପରୀକ୍ଷଣ କରାଯାଇଛି। ଇଣ୍ଟିଆନ...
ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ଜଣେ ଚୀନ ସୈନିକ ଭାରତୀୟ ସେନା ଦ୍ଵାରା ଅଟକ
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା...
ଭାରତରେ ଲଗାତର କମୁଛି ସକ୍ରିୟ କରୋନା ମାମଲା – ତୃତୀୟ ଦିନ ପାଇଁ ସକ୍ରିୟ...
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) କୋଭିଡ-୧୯ ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ପଜିଟିଭିଟି ହାର ୮% ତଳକୁ ହ୍ରାସ ପାଇଛି। ଲଗାତର ଚତୁର୍ଥ ଦିନ...
ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟସ୍ତରୀୟ ସାମାଜିକ ଗଣମାଧ୍ୟମ କମିଟି ଗଠିତ
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) – ଆସନ୍ତା ୩ ତାରିଖରେ ହେବାକୁ ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ହେବ। ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ଓ...
ମନରେ ନାହିଁ ଟିକେଟ୍ ନ ପାଇବାର ନିରାଶା-ବିଦ୍ୱେଷ : ବିଜେଡି ଜିଲ୍ଲା ସଭାପତି-ପୂର୍ବତନ ବିଧାୟକଙ୍କ...
ବାଲେଶ୍ୱର, ୧୯ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ଯେତେ ଲୁଚେଇଲେ ବି ଲୁଚୁନାହିଁ ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ। ଦଳରେ ଟିକେଟ୍ ପାଇବା ଜନିତ କନ୍ଦଳ ନାହିଁ ବୋଲି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବାରମ୍ବାର ମିଡିଆ...
ଆଜି ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) ଆଜି ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ - ୩୯୯ ଜଣ ଖୋର୍ଦ୍ଦା...
ଆଜି କଟକସହରରୁ ୬୪, ଭୁବନେଶ୍ୱରରୁ ୨୧୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୧୯।୧୦ (ଓଡ଼ିଆ ପୁଅ) - ଆଜି କଟକ ଜିଲ୍ଲାରୁ ୧୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକ ସହରରୁ ମୋଟ ୬୪ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ରାଜଧାନୀ...
‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଭୁବନେଶ୍ୱର ୧୯-୧୦ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍’ ମୋବାଇଲ୍ ଆପ୍ ର ଲୋକାର୍ପଣ କରିଛନ୍ତି। ଏହି ଆପ୍ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ...
୨୬ ବର୍ଷରୁ ଅଧିକ ବୟସ ହୋଇପାରିବେ ନାହିଁ IAS-IPS ଅଧିକାରୀ ! UPSC ଦ୍ୱାରା...
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) : ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଫେକ୍ ନ୍ୟୁଜ୍ ଭାଇରାଲ ହେଉଛି। ହ୍ୱାଟ୍ସଆପ ଏବଂ ଫେସବୁକ୍ ମାଧ୍ୟମରେ ଅନେକ ପ୍ରକାରର ମେସେଜ୍ ଯାହାକି ଫେକ୍...
ଆଇପିଏଲ 2020 – ଚେନ୍ନାଇ ସୁପରସକିଙ୍ଗ୍ସ – ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ – ସିଏସକେ...
ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) ଆଇପିଏଲର ୩୭ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପରସକିଙ୍ଗ୍ସ - ରାଜସ୍ଥାନ ରୟାଲ୍ସ। ଏବେ ସିଏସକେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି...














