Bureau
ଭାନୁଆଟୁ ଦ୍ୱୀପ ନିକଟରେ ୬.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ପରେ ସୁନାମି ଚେତାବନୀ
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କହିଛି ଯେ, ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ଭାନୁଆଟୁ ଦ୍ୱୀପପୁଞ୍ଜ ମଧ୍ୟରୁ ପୋର୍ଟ ଅର୍ଲିର ଅଞ୍ଚଳ ୬.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ...
ଦୋଷା କରିବାର ଅନନ୍ୟ କୌଷଳ – ବୋଧ ହୁଏ ରୋବର୍ଟ ଫେଲ ମାରିବ, ଆନନ୍ଦ୍ର...
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ ଟ୍ୱିଟରରେ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଦୋଷା ଏତେ ସ୍ପିଡ୍ରେ ବନାଉଛନ୍ତିଯେ, ତାକୁ ଦେଖି ଲୋକେ ଅନେଇ...
ପଞ୍ଚାୟତ ନିର୍ବାଚନ, ସରକାର ପ୍ରସ୍ତୁତ ବୋଲି ଘୋଷଣା କରିବା ପରେ ଗ୍ରାମରେ ରାଜନୈତିକ ବାତାବରଣ...
ଲକ୍ଷ୍ମୀପୁର ୧୭।୮ (ଓଡ଼ିଆ ପୁଅ/ଶରତ ନାୟକ) - ଆଉ ମାତ୍ର ୬ ମାସ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ବୋଲି ସରକାର ଘୋଷଣା କରିବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ବାତାବରଣ ସରଗରମ...
ଦେଶରେ ଆଜି କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ନୂଆ...
ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୫,୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୭,୪୧୫ କୁ ହ୍ରାସ ପାଇଛି।
ସକ୍ରିୟ...
ଦେଶକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି – ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ୍...
ନୂଆ ଦିଲ୍ଲୀ ୧୮ ଅଗଷ୍ଟ (ଓଡ଼ିଆ ପୁଅ) ଦେଶକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ୍ ୯ଟି ନାମର ସୁପାରିଶ ପଠାଇଛନ୍ତି। କଲେଜିୟମର ବୈଠକ ପରେ ୯...
ରାଜ୍ୟରେ ଆଜି କରୋନା କାରଣରୁ ୬୫ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୭,...
ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୫ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ରାଜ୍ୟରେ ଆଜି ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୦-୧୮ ବର୍ଷ : ୧୩୮, ରାଜ୍ୟରେ...
ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୯୯୩
୦-୧୮ ବର୍ଷ...
କଲ୍ୟାଣ ମଣ୍ଡପ ନିର୍ମାଣରେ ଅନିୟମିତତାକୁ ନେଇ ଅଭିଯୋଗ; ଉଚ୍ଚ ସ୍ତରୀୟ ତଦନ୍ତଦାବି
ତିର୍ତ୍ତୋଲ ୧୭/୮ ତିର୍ତ୍ତୋଲ ୧୪ ଅଗଷ୍ଟ (ଓଡ଼ିଆ ପୁଅ/ଟୁକନ ସେଠୀ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ସାନସାରୋଳ ଗ୍ରାମର ପ୍ଲଟ ନଂ ୩୬୮ରେ ଚତୁର୍ଥ ରାଜ୍ୟ ଅର୍ଥ ଆୟୋଗ ଅନିଦାନ...
ନାରାୟଣପାଟଣା ଅଚଂଳରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଦୁଇ ଜଣଙ୍କୁ ଅଦାଲତ ଚାଲଣ
ଲକ୍ଷ୍ମୀପୁର, ୧୮-୮ (ଓଡ଼ିଆ ପୁଅ/ଶରତ ନାୟକ) କୋରାପୁଟ ଜିଲା ନାରାୟଣପାଟଣା ବ୍ଲବକ ସଦରରୁ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଦଳ ଓ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଦେଶୀ ମଦ...
ଅବିଭକ୍ତ କଟକ ଜିଲ୍ଲାର ଜନସାଧାରଣଙ୍କ ଦୀର୍ଘଦିନର ଚାହିଦା ପୁରାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି...
କଟକ/ସାଲେପୁର, ୧୮.୦୮ (ଓଡିଆ ପୁଅ/ଅଭୟ ଜେନା) : କଟକ ସହର ହଜାର ବର୍ଷରୁ ଅଧିକ ପୁରୁଣା ସହର ଅଟେ। ଯାହା ଆମ ପରମ୍ପରା ଓ ସଂସ୍କୃତିକୁ ପ୍ରତିଫଳିତ କରେ। ଏହା ଆମର ପୁରୁଣା...
୧୮ ଅଗଷ୍ଟ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ଆର୍ଥିକ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଭଲ ଦିନଅଟେ। ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଏବଂ ତାଜା ଅନୁଭବ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ତରଫରୁ ଉପହାର...
ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିଯିବାରୁ ଡ୍ରାଏ ଫ୍ରୁଟ୍ସ ଆମଦାନୀ ପ୍ରଭାବିତ : ମୂଲ୍ୟ ବୃଦ୍ଧି
ନୂଆ ଦିଲ୍ଲୀ ୧୭ ଅଗଷ୍ଟ (ଓଡ଼ିଆ ପୁଅ) ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିଯିବାରୁ ଡ୍ରାଏ ଫ୍ରୁଟ୍ସ ଆମଦାନୀ ପ୍ରଭାବିତ ହୋଇଛି। ଏହା ଫଳରେ ଡ୍ରାଏ ଫ୍ରୁଟ୍ସର ମୂଲ୍ୟ ବୃଦ୍ଧି ହୋଇଥିବା ଜଣାପଡ଼ିଛି।
ଜାମ୍ମୁରେ ଜଣେ ବ୍ୟକ୍ତି...
ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୯,୮୪୬ କୁ ହ୍ରାସ ପାଇଛି।
ସକ୍ରିୟ...
ରାଜ୍ୟରେ ଆଜି କରୋନା କାରଣରୁ ୬୮ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୮ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର...
ରାଜ୍ୟରେ ଆଜି ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ, ୦-୧୮ ବର୍ଷର : ୯୬...
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କମିଲା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଂଟାରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ନୂଆ ଆକ୍ରାନ୍ତ: ୭୨୦
୦-୧୮ ବର୍ଷର :...
ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ
ସାଲେପୁର, ୧୬/୦୮ (ଓଡିଆ ପୁଅ /ଅଭୟ ଜେନା) ସାଲେପୁର ବ୍ଲକ ଉଦୟ ପୁର ତୋଟାପଡା ଠାରେ ଥିବା ସୁରେନ୍ଦ୍ର ନାଥ ବିଦ୍ୟାପୀଠ ପରିସରରେ ସିଦ୍ଧେସ୍ୱର ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ୱାଧୀନତା...
ସାଲେପୁରରେ ୭୫ତମ ସ୍ବାଧୀନତା ଦିବସ ପାଳିତ
ସାଲେପୁର : ୧୬/୮ (ଓଡ଼ିଆ ପୁଅ/ ଅଭୟ ଜେନା )ସାଲେପୁର ରେ ସଦର ମହକୁମା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ବିକାଶ...
ଏସ୍.ୟୁ.ସି.ଆଇ. ରାଜ୍ୟ ନେତା ଉଦ୍ଧବ ଜେନାଙ୍କ ବିୟୋଗରେ ‘ଫରୱାର୍ଡ଼ ବ୍ଲକ୍’ ର ଶୋକ
ଭୁବନେଶ୍ୱର, ୧୬.୦୮ ) : ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ) ପାର୍ଟିର ଓଡ଼ିଶା ରାଜ୍ୟ ସଂପାଦକ ମଣ୍ଡଳି ସଭ୍ୟ ତଥା ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସଭାପତି କମ୍ରେଡ଼ ଉଦ୍ଧବ ଜେନା ଗତ...
ଏନ୍.ଟି.ପି.ସି ତାଳଚେର ଥର୍ମାଲ ତାଲାବନ୍ଦ ଆଦେଶକୁ ଓଡ଼ିଶା ହାଇକୋର୍ଟ ସ୍ଥଗିତ କଲେ
ଭୁବନେଶ୍ୱର ୧୭-୮ (ଓଡ଼ିଆ ପୁଅ) ଜାତୀୟ ଥର୍ମାଲ ଉର୍ଜା ନିଗମ ଏନ୍.ଟି.ପି.ସି. ତରଫରୁ ଏକତରଫା ଭାବେ ତାଲାବନ୍ଦ ତଥା କେନ୍ଦ୍ର ଶ୍ରମ ବିଭାଗ ଏହାକୁ ଏକତରଫା ଭାବେ ଅନୁମୋଦନ ବିରୁଦ୍ଧରେ ଏନ୍.ଟି.ପି.ସି. ମେନ୍ସ୍...
୧୭ ଅଗଷ୍ଟ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ...




















