Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩୭...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩୭ ମୃତ

40

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୬୯,୮୪୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୯% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୪,୪୮,୭୫୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୬,୮୩୦ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୫୦,୬୭୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୨,୧୦୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୨,୦୭୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୯%

ଆରୋଗ୍ୟ ହୋଇଛନ୍ତି ୯୭.୪୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୫,୪୭,୩୦,୬୦୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୮୮,୧୩,୯୧୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୯, ୬୬, ୨୯, ୫୨୪ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୬୩, ୯୮୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୯ ୧୨୯
ଆନ୍ଧ୍ରପ୍ରଦେଶ ୧୭୨୧୮ ୧୯୬୩୭୨୮ ୧୫୪୩ ୧୩୬୬୦ ୧୩
ଅରୁଣାଚଳ ପ୍ରଦେଶ ୧୮୩୬ ୪୯୪୨୫ ୨୪୯ ୨୫୨
ଆସାମ ୯୦୫୪ ୫୬୬୧୦୧ ୧୦୧୪ ୫୫୦୨ ୧୦
ବିହାର ୨୧୩ ୭୧୫୬୩୫ ୪୨ ୯୬୪୯
ଚଣ୍ଡିଗଡ଼ ୪୩ ୬୧୧୭୭ ୮୧୧
ଛତିଶଗଡ ୧୧୩୮ ୯୮୯୧୨୮ ୨୨୪ ୧୩୫୪୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୮
ଦିଲ୍ଲୀ ୪୬୭ ୧୪୧୧୫୮୨ ୭୩ ୨୫୦୬୯
୧୦ ଗୋଆ ୮୭୩ ୧୬୮୫୧୯ ୯୬ ୩୧୭୬
୧୧ ଗୁଜୁରାଟ ୧୮୪ ୮୧୪୯୩୪ ୧୩ ୧୦୦୭୮
୧୨ ହରିୟାଣା ୬୬୬ ୭୫୯୯୦୪ ୧୮ ୯୬୬୦
୧୩ ହିମାଚଳ ପ୍ରଦେଶ ୨୬୯୫ ୨୦୪୧୭୩ ୩୩୪ ୩୫୫୧
୧୪ ଜାମ୍ମୁ କାଶ୍ମୀର ୧୨୨୯ ୩୧୭୮୭୨ ୧୩୫ ୪୩୯୮
୧୫ ଝାଡଖଣ୍ଡ ୨୩୬ ୩୪୨୨୫୩ ୧୩ ୫୧୩୧
୧୬ କର୍ଣ୍ଣାଟକ ୨୨୦୭୪ ୨୮୭୧୪୪୮ ୧୪୮୬ ୩୭୦୦୭ ୨୮
୧୭ କେରଳ ୧୭୨୭୬୫ ୩୫୧୦୯୦୯ ୧୮୫୪୨ ୧୮୭୪୩ ୧୪୨
୧୮ ଲଦାଖ ୭୭ ୨୦୧୭୧ ୨୦୭
୧୯ ଲକ୍ଷଦୀପ ୩୯ ୧୦୨୦୪ ୫୧
୨୦ ମଧ୍ୟପ୍ରଦେଶ ୯୪ ୭୮୧୪୩୪ ୧୬ ୧୦୫୧୫
୨୧ ମହାରାଷ୍ଟ୍ର ୬୫୯୨୨ ୬୧୯୫୭୪୪ ୫୮୧୧ ୧୩୫୧୩୯ ୧୦୦
୨୨ ମଣିପୁର ୬୨୭୦ ୧୦୦୫୫୯ ୫୪୬ ୧୭୧୬
୨୩ ମେଘାଳୟ ୩୭୬୧ ୬୭୧୬୪ ୬୪୯ ୧୨୩୫
୨୪ ମିଜୋରାମ ୯୫୧୦ ୩୯୬୫୬ ୯୬୩ ୧୮୪
୨୫ ନାଗାଲାଣ୍ଡ ୧୧୫୩ ୨୭୪୩୭ ୧୧୧ ୬୦୫
୨୬ ଓଡ଼ିଶା ୯୦୭୩ ୯୭୯୪୦୭ ୧୧୬୭ ୬୯୫୩ ୬୬
୨୭ ପୁଡୁଚେରୀ ୮୯୨ ୧୧୯୬୩୪ ୮୬ ୧୮୦୫
୨୮ ପଞ୍ଜାବ ୫୫୭ ୫୮୩୦୭୧ ୪୮ ୧୬୩୪୪
୨୯ ରାଜସ୍ଥାନ ୧୮୦ ୯୪୪୮୨୦ ୪୪ ୮୯୫୪
୩୦ ସିକ୍କିମ୍ ୨୦୬୮ ୨୬୨୯୭ ୧୪୭ ୩୬୧
୩୧ ତାମିଲନାଡୁ ୨୦୩୭୦ ୨୫୩୫୭୧୫ ୧୯୧୧ ୩୪୫୪୭ ୨୮
୩୨ ତେଲେଙ୍ଗାନା ୭୦୯୩ ୬୪୧୮୪୭ ୫୭୭ ୩୮୪୫
୩୩ ତ୍ରିପୁରା ୧୪୯୭ ୭୯୧୬୪ ୧୭୨ ୭୮୨
୩୪ ଉତ୍ତରାଖଣ୍ଡ ୩୪୨ ୩୩୪୮୯୩ ୫୫ ୭୩୭୧
୩୫ ଉତ୍ତରପ୍ରଦେଶ ୪୧୯ ୧୬୮୫୭୬୧ ୩୬ ୨୨୭୮୫
୩୬ ପଶ୍ଚିମବଙ୍ଗ ୯୮୩୨ ୧୫୧୦୯୨୧ ୬୯୧ ୧୮୩୧୨
ମୋଟ ୩୬୯୮୪୬ ୩୧୪୪୮୭୫୪ ୩୬୮୩୦ ୪୩୨୦୭୯ ୪୩୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.