Home Authors Posts by Biranchi Narayan Patri

Biranchi Narayan Patri

Biranchi Narayan Patri
869 POSTS 0 COMMENTS

ବିଶିଷ୍ଟସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ...

0
ଭୁୁବନେଶ୍ୱର ୧୩ା୫(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟର ବର୍ଷିଆନ୍ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ...

ପୁଣି ଭଲ ଖବର – ଯାଜପୁର ଜିଲ୍ଲାରୁ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

0
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) ପୁଣି ଯାଜପୁର ଜିଲ୍ଲାରୁ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କଥା ସ୍ୱାସ୍ଥ‌‌୍ୟ ବିଭାଗ ଟ୍ୱିଟ କରି ଜଣାଇଛି। ତେବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୧୫୮...

ଆଜି ବାଲେଶ୍ୱରରୁ ଚିହ୍ନଟ ୩୩ କରୋନା ଆକ୍ରାନ୍ତଙ୍କ ବିବରଣୀ ଦେଲେ ରାଜ୍ୟ ସରକାର

0
ଭୁବନେଶ୍ୱର ୧୩ା୫ (ଓଡିଆ ପୁଅ) ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୧ କରୋନା ପଜେଟିଭଙ୍କ ମଧ୍ୟରୁ ୩୩ ଜଣ ଆକ୍ରନ୍ତଙ୍କ ହେଲେ ବାଲେଶ୍ୱରରୁ। ସେମାନଙ୍କର ତଥ୍ୟ ସରକାର ପ୍ରଦାନ କରିଛ‌ନ୍ତି। ବାଲେଶ୍ୱରରୁ ୩୩...

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଷ

0
ଯାଜପୁର ୧୨ା୫ (ଓଡିଆ ପୁଅ/ବିରଞ୍ଚି ପତ୍ରୀ) ଆଜି ମଧ୍ୟାହ୍ନ ସମୟରେ ଗୋଟିଏ ପରିବାରର ୫ ଟି ବଖରାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଗୃହ ଉପକରଣ ସାମଗ୍ରୀ ପୋଡି ପାଉଁଷ ହୋଇଥିବା ଅଗ୍ନିଶ୍ରମ...

ଭଦ୍ରକର ଚରମ୍ପାରେ ଲାଗିଲା ୨୪ ଘଣ୍ଟିଆ କର୍ଫ୍ୟୁ

0
ଭଦ୍ରକ ୧୨-୫ (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ) COVID-19ର ସଂକ୍ରମଣକୁ ଆଖିଆଗରେ ରଖି ସାମାଜିକ ଦୂରତାକୁ ଏକ ପ୍ରଭାବଶାଳୀ ଉପାୟରେ ପାଳନ କରିବାକୁ ହେବ। ଜନସ୍ୱାସ୍ଥ୍ୟର ବୃହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଭଦ୍ରକ ରେଳ ଷ୍ଟେସନ...

ନିଜ ଭାଇର ଘରେ ନିଆଁ ଲଗାଇଲା ଭାଇ

0
କଟକ ୧୨ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ରେ ଏକ ପାରିବାରିକ ଦ୍ୱନ୍ଦକୁ ନେଇ ଦୁଇ ଭାଇଙ୍କ କଳହ ଲାଗିଥିଲା। ଶେଷରେ ଘରପୋଡି ଭଳି ଅଭାବନୀୟ କାଣ୍ଡ ଘଟିବା ଦେଖିବାକୁ ମିଳିଛି।...

ଅଗ୍ନିକାଣ୍ଡରେ ୨୦ ପରିବାରର ସମ୍ପତ୍ତି ପୋଡି ପାଉଁଷ

0
ଭଦ୍ରକ ୧୧ା୫ (ଓଡିଆ ପୁଅ) ଭଦ୍ରକ ଗ୍ରାମାଞ୍ଚଳ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଆମାଳ ପଞ୍ଚାୟତ ନୂଆ ଶାସନ ଗାଁର ୬ଟି ପରିବାରର ୧୮ ବଖରା ଘର...

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨

0
ଭୁବନେଶ୍ଵର ୧୦-୫ (ଓଡ଼ିଆ ପୁଅ) : ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି। ଏବେ ଚିହ୍ନଟ ହୋଇଥିବା...

କେନ୍ଦ୍ରୀୟ ସୁରକ୍ଷା ବଳ (ସି.ଆର.ପି.ଏଫ) ରେ ୬୨ ଜଣ ନୂଆ କରୋନା ପଜେଟିଭ ଚିହ୍ନଟ

0
ନୂଆ ଦିଲ୍ଲୀ ୯ା୫ (ଓଡିଆ ପୁଅ) କରୋନା ସଂକ୍ରମଣ ସମଗ୍ର ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶର କେନ୍ଦ୍ରୀୟ ସୁରକ୍ଷା ବଳର ଆଜି ୬୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ ହୋଇଛନ୍ତି।...

ପୂର୍ବତନ ନାଏବ ସରପଞ୍ଚଙ୍କ ପରଲୋକ

0
ଯାଜପୁର ୮ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ମୁକୁନ୍ଦ ପୁରର ପଞ୍ଚାୟତର ସମାଜ ସେବୀକା ତଥା ଉକ୍ତ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଶୈଳଜା ଦାଶଙ୍କ ପରଲୋକ ହୋଇଛି।...

ଆଜି ଚିହ୍ନଟ ୨୬ ଜଣ କରୋନା ପଜେଟିଭଙ୍କ ସୂଚନା ଜାରି କଲେ ସରକାର

0
ଭୁବନେଶ୍ୱର ୮ା୫(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ପୁଣି ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ‌ଙ୍କ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ...

ବାଲେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ...

0
ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲାରୁ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି...

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ତଥ୍ୟ  ଦେଲେ ସରକାର

0
ଭୁୁବନେଶର ୫ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ ତାଙ୍କର ବୟସ ୧୮ ବର୍ଷ। ସେ ଜଣେ ସୁରତ ଫେରନ୍ତା...

ବାହାରୁ ଆସୁଥିବା ପ୍ରତିଟି ବ୍ୟକ୍ତି ପଞ୍ଜିକରଣ ସହ କ୍ୱାରେନଟାଇନରେ ରହିବା ଜରୁରୀ – ପ୍ରମୁଖ...

0
ଯାଜପୁର ୩ା୫ (ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ) ଯେକୌଣସି ବ୍ୟକ୍ତି ବାହାର ରାଜ୍ୟ ବା ଜିଲ୍ଲାରୁ ଆସୁଥିଲେ ସେମାନେ ନିଶ୍ଚିତ ଭାବେ ନାମ ପଞ୍ଜିକରଣ କରାଇ କ୍ୱାରେନଟାଇନରେ ରହନ୍ତୁ। ଏହାର ଉଲଘଂନ କ୍ଷେତ୍ରରେ ଦୃଢ଼...

ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ; ରାଜ୍ୟରେ ଆକ୍ରନ୍ତ ସଂଖ୍ୟା ୧୪୯ରେ ପହଞ୍ଚିଲା

0
ଭୁୁବନେଶର୧ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଆକ୍ରାନ୍ତ ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜଣେ ୩୫ ବର୍ଷୀୟ ଯୁବତୀ ବୋଲି ରାଜ୍ୟ ସରକାରଙ୍କ ସୂଚନା...

ପୁଣି ରାଜ୍ୟରେ ଜଣେ କରୋନା ପଜେଟିଭ ଚିହ୍ନଟ – ସଂଖ୍ୟା ୧୪୩ କୁ ବୃଦ୍ଧି

0
ଭୁବନେଶର୧ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ହୋଇଥିବା ସଂକ୍ରମିତ ବାଲେଶ୍ୱର ଜିଲ୍ଲାର।...

ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ ଆତଙ୍କିତ ନହେବାକୁ ରଜ୍ୟ ସରକାର ଦେଲେ ପରାମର୍ଶ

0
ଭୁବନେଶର ୩୦-୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଗୋଟିଏ ଦିନରେ ଯାଜପୁର ଜିଲ୍ଲାରୁ ୧୭ ଜଣ କରୋନା ଚିହ୍ନଟ ହୋଇଛନ୍ତି। ଏହା ପରେ ଜିଲ୍ଲାବାସୀ ଆତଙ୍କିତ ନହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ...

ରାଜ୍ୟରେ ପୁଣି ୧୪ କରୋନା ପଜେଟିଭ୍ ଚିହ୍ନଟ; ସମସ୍ତେ ଯାଜପୁର ଜିଲ୍ଲାର

0
ଭୁବନେଶ୍ୱର; ୩୦ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ରାଜ୍ୟରେ ଆଉ ୧୪ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସମସ୍ତ ପଜିଟିଭ୍ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ...

କରୋନା ତାଲା ବନ୍ଦ ସମୟରେ ବାନରଙ୍କୁ ଖାଦ୍ୟ ଯୋଗାଇଲା ପୁଲିସ

0
ଭୁବନେଶ୍ୱର/ଯାଜପୁର ୨୮ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ କରୋନା ଲକ୍‌ଡାଉନ୍ ଓ ସଟଡାଉନ୍ ନୟମକୁ ଜନସାଧାରଣ ପାଳନକୁ ତଦାରଖ କରିବାକୁ ଯାଉଥିବା ପୁଲିସ ବାବୁ ବାନରଙ୍କ ହାବୁଡରେ ପଡିଥିବା ଦେଖିବାକୁ ମିଳିଛି।...

୪ଜଣ କରୋନା ଆକ୍ରନ୍ତଙ୍କ କେସ ହିଷ୍ଟ୍ରି ପ୍ରକାଶ କଲେ ସରକାର  

0
ଭୁୁବନେଶ୍ୱର୨୭ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ କରୋନାରେ ଆକ୍ରାନ୍ତ ୪ଜଣ ଙ୍କ କେସ ହିଷ୍ଟ୍ରି ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ୧୦୪, ୧୦୫, ୧୦୬ଓ ୧୦୭...