Home Coronavirus Outbreak ପୁଣି ରାଜ୍ୟରେ ଜଣେ କରୋନା ପଜେଟିଭ ଚିହ୍ନଟ – ସଂଖ୍ୟା ୧୪୩ କୁ ବୃଦ୍ଧି

ପୁଣି ରାଜ୍ୟରେ ଜଣେ କରୋନା ପଜେଟିଭ ଚିହ୍ନଟ – ସଂଖ୍ୟା ୧୪୩ କୁ ବୃଦ୍ଧି

361

ଭୁବନେଶର୧ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ହୋଇଥିବା ସଂକ୍ରମିତ ବାଲେଶ୍ୱର ଜିଲ୍ଲାର। ଏହା ଫଳରେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କସଂଖ୍ୟା ୧୪୩ରେ ପହଞ୍ଚିଛି। ଆକ୍ରାନ୍ତଜଣକ ୫୮ ବର୍ଷୀୟ ପୁରୁଷ ଏବଂ ସେ କୋଲକତା ଫେରନ୍ତା। ତାଙ୍କର କୌଣସି କରୋନା ଲକ୍ଷଣ ନଥିଲା। ରାଜ୍ୟରେ ୧୪୩ଟି ପଜିଟିଭ୍ କେସ୍‌ ଆସିଥିବା ବେଳେ ୧୦୧ ଜଣଙ୍କ ଚିକିତ୍ସା ଚାଲିଛି ଓ ୪୧ ଜଣ ସୁସ୍ଥ ହୋଇସାରିଲେଣି। ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.