Home ଜିଲ୍ଲା ପରିକ୍ରମା ପୂର୍ବତନ ନାଏବ ସରପଞ୍ଚଙ୍କ ପରଲୋକ

ପୂର୍ବତନ ନାଏବ ସରପଞ୍ଚଙ୍କ ପରଲୋକ

240

ଯାଜପୁର ୮ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ମୁକୁନ୍ଦ ପୁରର ପଞ୍ଚାୟତର ସମାଜ ସେବୀକା ତଥା ଉକ୍ତ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଶୈଳଜା ଦାଶଙ୍କ ପରଲୋକ ହୋଇଛି। ସ୍ୱର୍ଗତ ଶ୍ରୀମତୀ ଦାଶଙ୍କ ୫୮ ବର୍ଷରେ ନିଜ ବାସ ଭବନ ସୁକୁନ୍ଦ ପୁରରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ହେଲା କିଡନୀ ରୋଗରେ ପିଡିତ ହୋଇ କଟକ ବଡ ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅକାଳ ବିୟୋଗରେ ମୁକୁନ୍ଦପୁର ପୂର୍ବତନ ସରପଞ୍ଚ ନିରାକାର ସାହୁ, ସୁକାନ୍ତି ଜେନା, ସମିତି ସଭ୍ୟ ବଟକୃଷ୍ଣ ମଳିକ ପ୍ରମୁଖ ଶୋକ ବ୍ୟକ୍ତ କରିବାସହ ପରିବର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.