Home Authors Posts by Ajit Behera

Ajit Behera

277 POSTS 0 COMMENTS

ଗୋପାଳପ୍ରସାଦ ପଂଚାୟତକୁ ସଟ୍‌ଡାଉନ୍ ଘୋଷଣା କଲେ ସରପଂଚ

0
ତାଳଚେର,୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କୋରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ତାଳଚେର ବ୍ଲକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଇତିମଧ୍ୟରେ ତାଳଚେର ବ୍ଲକ ଗୋପାଳପ୍ରସାଦ...

ନୂଆ ଶିକ୍ଷାନୀତି ଉପରେ ଆସନ୍ତା ୪ତାରିଖରେ ଓ.ଡି.ୱାଇ.ଏ ପକ୍ଷରୁ ଆଲୋଚନା

0
ତାଳଚେର,୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡ଼ିଶା ଡେଭଲପମେଂଟ ଫର ୟୁଥ ଆସୋସିଏସନ (ଓ.ଡି.ୱାଇ.ଏ) ପକ୍ଷରୁ କେନ୍ଦ୍ର ସରକାରଙ୍କର ନୂତନ ଶିକ୍ଷାନୀତି ଉପରେ ବ୍ୟାପକ ଆଲୋଚନା କାର୍ଯ୍ୟକ୍ରମ ଆନ୍ତା ଅଗଷ୍ଟ ୪ତାରିଖ ମଙ୍ଗଳବାର ଦିନ...

ହାଟ ବ୍ୟବସାୟୀଙ୍କ ଆର୍ଥିକ ସଙ୍କଟ ଦୂର କରିବାକୁ ବିଜେପିର ପ୍ରୟାସ

0
ତାଳଚେର,୧/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ପରି ମହାବିପତି ସମୟରେ ସରକାର ଜିଲ୍ଲାପାଳଙ୍କ ଜରିଆରେ ଯେଉଁ ନୀତି ଓ ନିୟମ ନିର୍ଦ୍ଧାରଣ କରୁଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସମସ୍ତ କଟକଣା...

ନିଖୋଜ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
ପାଳଲହଡା,୩0/୭(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଟାଉନ ସାମନ୍ତ ସାହିର ଯୋଗେଶ୍ୱର ସେଠୀ(୬୫)ଙ୍କ ଝୁଲନ୍ତା ମୃତଦେହ ପୋଲିସ  ବାଙ୍କଦର ଜଙ୍ଗଲ ନିକଟ ଏକ ଗଛରୁ ଉଦ୍ଧାର କରିଛି।ଯୋଗେଶ୍ୱର ୩ ଦିନ...

ମାଟ୍ରିକ ପରୀକ୍ଷାରେ କଳମଛୁଇଁ ଶିଶୁମନ୍ଦିର ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା

0
ତାଳଚେର,୨୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ୨୦୧୯-୨୦ ଶିକ୍ଷା ବର୍ଷର ମାଟ୍ରିକ ବୋର୍ଡ ପରୀକ୍ଷାରେ ତାଳଚେର ବ୍ଲକସ୍ଥିତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତକଡା ଶହେ...

ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0
ତାଳଚେର,୨୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ସଂକ୍ରମଣର କ୍ରମାଗତ ବୃଦ୍ଧି ସମୟରେ ଦେଖା ଦେଇ ଥିବା ରକ୍ତ ସଙ୍କଟକୁ ଦୃଷ୍ଟିରେ ରଖି ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ଏକ...

ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ ଟ୍ରକ ମାଲିକ ସଂଘ,ହିଙ୍ଗୁଳା ସେକ୍ଟରର ଅର୍ଥଦାନ

0
ତାଳଚେର,୨୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରକ ମାଲିକ ସଂଘ,ହିଙ୍ଗୁଳା ଶାଖା ପକ୍ଷରୁ ଅର୍ଥଦାନ କରାଯାଇଛି । ଏହି...

ଗାଁ ପୋଖରୀରେ ବୁଡ଼ି ଯୁବକ ମୃତ

0
ପାଲଲହଡା(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ):  ଅନୁଗୋଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅଧିନସ୍ଥ ବଡ଼ସଡା ପଞ୍ଚାୟତ କୁରୁମୁଳା ଗାଁର ରୁଦ୍ର ନାଏକ (୫୦) ଗାଁ ପୋଖରୀରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି।ସୂଚନା ଅନୁଯାୟୀ...

ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ ଅର୍ଥଦାନ କଲେ ଶ୍ରଦ୍ଧାଳୁ

0
ତାଳଚେର,୨୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ତାରିଣୀ ଇଂଜିନିୟରିଂ ର ପ୍ରୋପାଇଟର ବିପ୍ର କୁମାର ବିଶ୍ୱାଳ ଓ ଟିକାୟତ...

ଜଗନ୍ନାଥ କ୍ଷେତ୍ର ପକ୍ଷରୁ ବନ ମହୋତ୍ସବ ପାଳନ

0
ତାଳଚେର,୨୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ରର ମହା ପ୍ରବନ୍ଧକ ଏ.କେ.ଧଳ ଆଂଚଳିକ ଷ୍ଟୋର ପରିସରରେ ୨୩ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିବା ବନ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି...

ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବନ ମହୋତ୍ସବ

0
ତାଳଚେର,୨୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସମ୍ବାଦ ସାହିତ୍ୟ ଘର,ସାଉଥବଲଣ୍ଡା ଶାଖା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ନତଡା ଗ୍ରାମସ୍ଥିତ ସନ୍ୟାସ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ବିଦ୍ୟୁତ ଆଘାତରୁ ଯୁବକଙ୍କ ମୃତ୍ୟୁ ହୋଇଥିବାର ପୋଲିସର ସୂଚନା

0
ତାଳଚେର,୨୪/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : କୋଲିୟରୀ ଥାନା ଅନ୍ତର୍ଗତ ୧୪ ନଂ ୱାର୍ଡ଼ର ତାଳଚେର ଦେଉଳବେଡ଼ା ରଗୁଡ଼ି ସାହିର ରାଜୁ ନାଏକଙ୍କ ପୁଅ ଅଜୟ ନାଏକ(୨୨)ଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିଛି...

ଏମ୍‌.ସି.ଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ

0
ତାଳଚେର,୨୩/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌.ସି.ଏଲ୍ ହିଙ୍ଗୁଳା କ୍ଷେତ୍ର ପକ୍ଷରୁ ଏକ ବନ ମହୋତ୍ସବ କାର୍ଯ୍ୟକ୍ରମ ବଳରାମ ଟାଉନସିପ୍ ଅନ୍ତର୍ଗତ ଦୁର୍ଗାମଣ୍ଡପ ଓ ଜଳ ବିଶୋଧନ ପ୍ଲାଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି...

ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ସହ ଜରି ପାଲ...

0
ତାଳଚେର,୨୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଘଂଟପଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ଚାଳଗଡ଼ ଗ୍ରାମରେ ରହୁଥିବା ଅସହାୟ ବ୍ୟକ୍ତି ଶ୍ରୀକାନ୍ତ ଦେହୁରୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ବିଭୁତି ସାହୁ । ଶ୍ରୀ...

ତାଳଚେର କୋଭିଡ ହସପିଟାଲକୁ ପରିଦର୍ଶନ କଲେ ଜିଲ୍ଲାପାଳ

0
ଅନୁଗୋଳ,୧୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର କୋଭିଡ ହସପିଟାଲକୁ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ମାନ...

ଏନ୍‌.ଟି.ପି.ସି ଏବଂ ଏନ.ଆଇ.ଆଇ.ଏଫ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

0
ତାଳଚେର,୧୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଦେଶର ବୃହତମ ଶକ୍ତି ଉତ୍ପାଦନକାରୀ କମ୍ପାନୀ ଏନ୍‌.ଟି.ପି.ସି ଲିମିଟେଡ଼ ଜୁଲାଇ ୧୬ ତାରିଖରେ ଜାତୀୟ ପୁଞ୍ଜି ବିନିଯୋଗ ଏବଂ ଭିତିିଭୂମି ପାଣ୍ଠି (ଏନ୍‌.ଆଇ.ଆଇ.ଏଫ୍‌) ଏକ ବୁଝାମଣା...

ପୌରାଂଚଳରେ ଅତ୍ୟଧିକ ଗୃହ ଟିକସ ବୃଦ୍ଧିକୁ ବିରୋଧ କଲା ବିଜେପି

0
ତାଳଚେର, ୧୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୌରାଂଚଳରେ ନୂତନ ଭାବରେ ମୂଲ୍ୟାୟନ ହୋଇଥିବା ଗୃହ ଟିକସକୁ ବିରୋଧ କରି ତାଳଚେର ପୌରମଣ୍ଡଳ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା...

୨ଝିଅ ସହ ମିଶି ସ୍ୱାମୀକୁ ହତ୍ୟା କଲେ ମହିଳା

0
ତାଳଚେର, ୧୬/୭ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ଉପଖଣ୍ଡ ସମଲ ଥାନା ଅନ୍ତର୍ଗତ ସିଲିଂ ଗ୍ରାମରେ ପାରିବାରିକ ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ନିଜର ସ୍ୱାମୀକୁ ହତ୍ୟା...

କୋଇଲାଖଣିର ଠିକା ଶ୍ରମିକଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ଓ ୩୦ଲକ୍ଷ ଟଙ୍କାର ବୀମାକରଣ ପାଇଁ...

0
ତାଳଚେର,୧୬/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ପ୍ରଭାବ ଜାରି ରହିଥିବାବେଳେ କୋଇଲାଖଣି ଅଂଚଳରେ ଠିକା ଶ୍ରମିକମାନେ କୋଇଲା ପରିବହନ,କୋଲ୍ ହ୍ୟାଣ୍ଡଲିଂ,କୋଲ ସାମ୍ପଲିଂ,ପମ୍ପ ହାଉସ୍ ମରାମତି, ଡି.ଜି. ଅପରେଟର, ସିକ୍ୟୁରିଟି ଆଦି କାର୍ଯ୍ୟ...

୧୭ ତାରିଖରେ ଜିଲ୍ଲାବ୍ୟାପୀ ଦାବି ଦିବସ ପାଳନ କରିବାକୁ ଆହ୍ୱାନ

0
ଅନୁଗୋଳ,୧୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପେଟ୍ରୋଲ,ଡିଜେଲ୍‌, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦରବୃଦ୍ଧି ବନ୍ଦ କରିବା,କୋଇଲାଖଣି, ରେଳ, ବ୍ୟାଙ୍କ, ବୀମା,ଟେଲିକମ୍ କ୍ଷେତ୍ରରେ ଘରୋଇକରଣ ବନ୍ଦ କରିବା, ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ...