Home 2020
Yearly Archives: 2020
ସରମଂଗା ଠାରେ ଭାଗବତ ସତ୍ସଂଗ ଅନୁଷ୍ଠିତ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଳକ ସରମଂଗା ଗ୍ରାମଠାରେ ଥିବା ମା’ ପଦ୍ମାଳୟା ପୀଠ ଭାଗବତ ସଂଘ ଆନୁକୁଲ୍ୟରେ ଏକ ଭାଗବତ ସତ୍ସଂଗ ଆଧ୍ୟାତ୍ମିକ ସଭା...
ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଶୀଘ୍ର ଶେଷ କର – ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସହରର ପାଣକେନ୍ଦ୍ର...
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୬ ନଂ ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଚାଲୁ ରହିଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରୁ ରାଣିତାଲ ପର୍ଯ୍ୟନ୍ତ ୧୬...
ପନ୍ଦାଡୋରେ ବିଜେପିର ମିଶ୍ରଣ ପର୍ବ
ହାଟଡିହି- ୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ଠାରେ ଆଜି ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପନ୍ଦାଡୋ ପଞ୍ଚାୟତର ୩୦ରୁ...
ଆଜି ଭଦ୍ରକରୁ ଚିହ୍ନଟ ହେଲେ ୨୮ ଆକ୍ରାନ୍ତ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି...
ଆଦାନୀ ଫାଉଣ୍ଡେସନ ପକ୍ଷରୁ ଖରିଫ ଧାନ ଉପରେ କୃଷକ କ୍ଷେତ୍ର ତାଲିମ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୃଷକଙ୍କ ଉତ୍ପାଦନ ଓ ଆୟ ବୃଦ୍ଧି ଉଦ୍ଦେଶ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦୋସିଙ୍ଗା ଓ କରଂଜମାଳ ଗ୍ରାମପଂଚାୟତର ୯ଟି ଗ୍ରାମରେ କୃଷି...
ମରୈଗାଁରେ ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ଗଠିତ
ହାଟଡିହି- ୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁରେ ନୁତନକରି ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ଗଠନ କରାଯାଇଛି । ଏହା ହାଟଡିହି ବ୍ଲକର ୭ମ ସାହିତ୍ୟ...
ଶୁଣୁନି ପ୍ରଶାସନ, ନିଜ ଉଦ୍ୟମରେ ଚାଷୀମାନେ ଘାଇପୋତିଲେ,
ହାଟଡିହି- ୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଙ୍କିରା ନାଳର ବ୍ରହ୍ମଣୀକଳା ଠାରେ ଏକ ଆଡିବନ୍ଧ ନିର୍ମାଣ କରିବାକୁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରୁଥିଲେ ମଧ୍ୟ ପ୍ରଶାସନ ଚାଷୀ...
ସାବଧାନ ! ନକଲି ଉଜ୍ଜ୍ୱାଲା ଗ୍ୟାସ୍ ଏଜେନ୍ସି LPG ବିତରକ, ଏଥିରେ ଫସନ୍ତୁ ନାହିଁ
ନୂଆ ଦିଲ୍ଲୀ ନଭେମ୍ବର ୧୧ (ଓଡ଼ିଆ ପୁଅ) ନିକଟରେ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ପୋଷ୍ଟରେ ଉଜୱାଲା ଗ୍ୟାସ...
କ’ଣ କହୁଛି ଉପନିର୍ବାଚନ ରେଜଲ୍ଟ୍: ଗ୍ରାଉଣ୍ଡ ଜିରୋ ରିପୋର୍ଟ ..
ଭୁବନେଶ୍ୱର: ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଉଭୟରେ ବାଜିମାତ୍ କରିଛି ଶାସକ ବିଜୁ ଜନତା ଦଳ (ବିଜେଡି)। ତିର୍ତ୍ତୋଲ ଆସନଟିକୁ ବିଜେଡି ବଜାୟ ରଖିଥିବା ବେଳେ ବାଲେଶ୍ଵର...
ଅନିଶ୍ଚିତତା ମଧ୍ୟରେ କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ, ବିସ୍ଥାପିତଙ୍କ ସମସ୍ୟା ତୁଟୁନି
ଯୋଡା, ୧୧/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦୀର୍ଘ ୪୦ ବର୍ଷ ଧରି କାନପୁର ବୃହତ୍ତ ଜଳସେଚନ ପ୍ରକଳ୍ପ କାମ ସରିବାର ନା ଧରୁନାହିଁ । ସତେ ଯେମିତି ଏହି...
ଯୋଡା – ଗଙ୍ଗେଇଗୁଡା ମାଙ୍ଗାନିଜ ଖଣିରେ ଗ୍ରାମବାସୀଙ୍କ ନିଯୁକ୍ତି ଦାବି
ଯୋଡା, ୧୧/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସ୍ଥାନୀୟ ନିଯୁକ୍ତିକୁ ନେଇ ଯୋଡା ଖଣି କ୍ଷେତ୍ର ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ଟାଟା କମ୍ପାନୀଙ୍କ ଗଙ୍ଗେଇଗୁଡା ମାଙ୍ଗାନିଜ...
ସିଲଯୋଡା କାଳିମାଟି ଲୌହ ଓ ମାଙ୍ଗାନିଜ ଖଣିରେ ଶ୍ରମିକ ନିଯୁକ୍ତିକୁ ନେଇ ଉତ୍ତେଜନା, ଶ୍ରମିକଙ୍କ ଆକ୍ରମଣରେ ଏଜିଏମ୍ ଘାଇଲା
ଯୋଡା, ୧୦/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ତୁ ଲେବର ଅଫିସର ହେଇଛୁ, ଆମ କଥା ବୁଝିବୁନି , ଆମେ ଖାଇବୁ କଣ, ବଞ୍ଚିବୁ କେମିତି କହି ଖଣି ଏଜିଏମ୍କୁ...
ଜେସିଆଇ ଜାତୀୟ ଜୋନ୍ ଉପସଭାପତି ଭାବେ ଆଶିଷ ଅଗ୍ରୱାଲା ନିର୍ବାଚିତ
ଅନୁଗୋଳ,୧୧/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ)ର ଜାତୀୟ ଜୋନ୍ ଉସଭାପତି ଭାବେ ଆଶିଷ ଅଗ୍ରୱାଲା ବହୁ ଭୋଟ୍ରେ ନିର୍ବାଚିତ ହୋଇଛନ୍ତି । କୋଭିଡ୍ ଯୋଗୁଁ ଭର୍ଚୁଆଲ୍ ଭୋଟିଂ ପଦ୍ଧତିରେ...
ଠକେଇ ଅଭିଯୁକ୍ତ ଫେରାର କାହ୍ନୁ ଚାନ୍ଦପୁର ପୋଲିସ୍ ଦ୍ୱାରା ଗିରଫ
ନୟାଗଡ/୧୧/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳର କାହ୍ନୁ ପ୍ରଧାନ ଠକେଇ କରିଚାଲିଥିଲା । ଯାହାକୁ ନେଇ କାହ୍ନୁ ପ୍ରଧାନ ନାମରେ ଚାନ୍ଦପୁର ଥାନା ରେ...
ଆଜି ଆଇଟିଏଟି କଟକ ବେଞ୍ଚର କାର୍ଯ୍ୟାଳୟ ଓ ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୧୧-୧୧ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ। ଏ ସମ୍ପର୍କରେ...
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଦିବଂଗତ ଆଇନଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, ୧୦ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ମାନସିଂବଜାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଉପଦେଷ୍ଟା ତଥା ବାଲେଶ୍ୱର ବାର ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବୀ ନିରଂଜନ ପଣ୍ଡାଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଳୟ ପରିସରରେ...
ବିଜେଡିକୁ ସୁହାଇଲା ‘ମାଇକ୍ରୋ ମ୍ୟାନେଜମେଣ୍ଟ ଫର୍ମୁଲା’
ବାଲେଶ୍ୱର, ୧୦ା୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ଜିଲ୍ଲାବାସୀଙ୍କୁ ତାଙ୍କର ବିକାଶର ପ୍ରତିଶ୍ରୁତି ଆଜି ବିଜେଡି ପ୍ରାର୍ଥୀ...
ଦିନକରେ ଚିହ୍ନଟ ୨୫ କରୋନା ପଜିଟିଭ୍ – ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦, ୯୦୯କୁ ବୃଦ୍ଧି
ବାଲେଶ୍ୱର, ୧୦ା୧୧ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲାରେ ଗତ କିଛିଦିନ ଧରି ହ୍ରାସ ପାଇଥିବା କରୋନା କାୟା ବିସ୍ତାର ସମ୍ପ୍ରତି ପୁଣି ବଢ଼ିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୧୦୭ ଜଣ...
ବାଲେଶ୍ୱର ଉପ-ନିର୍ବାଚନ ଫଳ : ବିଜେଡି ଦଖଲରେ ବିଜେପିର ଗଡ଼
ବାଲେଶ୍ୱର, ୧୦ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବହୁ ପ୍ରତିକ୍ଷିତ ବାଲେଶ୍ୱର ସଦର ଉପ-ନିର୍ବାଚନର ଫଳ ପ୍ରକାଶ ପାଇଥିବା ବେଳେ ବିଜେପି ଗଡ଼କୁ ବିଜେଡି ଦଖଲ କରିବାରେ ସକ୍ଷମ ହୋଇଛି। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ...
କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଏଏନଏମ ଙ୍କୁ ଛଟେଇ କରିବା ବିରୋଧରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ମାଲକାନଗିରି ,୧୦ା୧୧(ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମାହିମାରି ବ୍ୟାପିଥିବାରୁ ଏଥିରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା ।...





