Home 2020

Yearly Archives: 2020

ଧାମରାରେ ଶହ ଶହ ଏକର ଧାନ ଜମିରେ ମାଡି ଗଲା ଲୁଣା ପାଣି, ସ୍ଲୁଇସ ଗେଟ ମରାମତି ନିର୍ମାଣ...

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ ଜୟଦୁର୍ଗା ପାଟଣାରେ ଥିବା କାଳିନାଳୀ ସ୍ଲୁଇସ ଗେଟ ଦେଇ ଲୁଣା ପାଣି ଶହ ଶହ ଏକର ପାଚିଲା ଧାନ...

ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଡଃ ସିଦ୍ଧାନ୍ତ ମହାନ୍ତିଙ୍କ ନେତୃତ୍ବରେ ଓ୍ୱେବିନାର୍ ମିଟିଙ୍ଗ୍ ଅନୁଷ୍ଠିତ

0
ସମ୍ବଲପୁର, ୧୬/୧୧ (ଓଡ଼ିଆ ପୁଅ/ସରୋଜ ସାହୁ): ଦ୍ୱିତୀୟ ଥର ପାଇଁ ସମ୍ବଲପୁର ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ଘୋଷଣା ପରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି...

ବିଦ୍ୟାଳୟ ଏକତ୍ରୀ କରଣ ପ୍ରକ୍ର୍ରିୟାରେ ହାଟଡିହିରେ ୨୯ଟି ସ୍କୁଲ ବନ୍ଦ ହେବ

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପିଲା ହେଉ ନଥିବାରୁ ସରକାରୀ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୨୦୧୮ରୁ ଏହି ପ୍ରକ୍ର୍ରିୟା...

‘ପ୍ରଣମ୍ୟ ପ୍ରାଣବଲ୍ଲଭ’ ଗ୍ରନ୍ଥ ପ୍ରକାଶନ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶିଷ୍ଟ ସମାଜସେବୀ ପ୍ରାଣବଲ୍ଲଭ ମଲ୍ଲିକଙ୍କ ସମ୍ମାନାର୍ଥେ ଏକ ଅଭିନନ୍ଦନ ଗ୍ରନ୍ଥ ‘ପ୍ରଣମ୍ୟ ପ୍ରାଣବଲ୍ଲଭ’ପ୍ରକାଶ ପାଇବାନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

କିଶୋରି ବାଳିକା ସ୍ବାସ୍ଥ୍ୟ ସଚେତନତା ଶିବିର ଓ ଜାତୀୟ ପ୍ରେସ ଦିବସ ପାଳିତ

ସମ୍ବଲପୁର, ୧୬/୧୧(ଓଡ଼ିଆ ପୁଅ/ସରୋଜ ସାହୁ): କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ କଲେଜ ରେ ସୋମବାର ଅଧକ୍ଷ ସୁବାଷ ନାଏକ ଙ୍କ ସଭାପତିତ୍ବ ରେ କିଶୋରୀ ବାଳିକା ସଚେତନତା ଶିବିର ଓ ଜାତୀୟ ପ୍ରେସ...

ଡାକସେବକ ସଂଘରା ବୈଠକ

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡ ଡାକସେବକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏôତରେ ୫୦ରୁ ଉର୍ଦ୍ଧ ଗ୍ରାମୀଣ ଡାକ...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀମାନଙ୍କ ପାଇଁ ଇ ପି ଏଫ୍ କାର୍ଯ୍ୟକାରୀ ପାଇଁ ଦାବି

0
ସମ୍ବଲପୁର,୧୬/୧୧ (ଓଡ଼ିଆ ପୁଅ/ସରୋଜ ସାହୁ) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ବୈଠକ ଦେବଗଡ଼ ଜ଼ିଲ୍ଲା ବାରକୋଟ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ଜ଼ିଲ୍ଲାର ବାରକୋଟ ଏବଂ...

ଖସିପୁର ମାଇନରେ କେନାଲରେ ପାଣି ଯାଉନି, ଚାଷୀ ହତାଶ

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ରମ୍ପାସ ଡିଷ୍ଟ୍ରୁବୁଟାରୀ ରୁ ବାହାରିଥିବା ଖସିପୁର ମାଇନର କେନାଲରେ ପାଣି ଯାଉ ନଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି...

ହାଟଡିହି ତହସିଲଦାରଙ୍କ ବଦଳି

ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲଦାର ଗାୟତ୍ରୀ ସୋରେନଙ୍କ ବଦଳି ହୋଇଯାଇଛି । ରାଜ୍ୟ ସରକାରଙ୍କ ଚିଠିନଂ୩୨୯୩୨ ତା ୧୫/୧୧/୨୦୨୦ରେ ହୋଇଥିବା ନିର୍ଦ୍ଦେଶନାମା ଅନୁଯାଇ...

ଘାଟ ନିର୍ମାଣ ସେବା ସଙ୍ଘର ସଚେତନତା ବୈଠକ

0
ନୟାଗଡ/୧୬/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ମଣିନାଗ ସଦ୍‌ଗୁରୁ ଆଶ୍ରମ ଠାରେ ଘାଟ ନିର୍ମାଣ ସେବାସଙ୍ଘ ତରଫରୁ ସଂକ୍ରାନ୍ତି ଅବସର ରେ ଏକ ସଚେତନତା ବୈଠକ  ଅନୁଷ୍ଠିତ ହୋଇଯାଇଅଛି ।...

ବଡ ଖବର: କରୋନା ଭାଇରସ୍ କାରଣରୁ ସଂସଦର ଶୀତକାଳୀନ ଅଧିବେଶନ ସ୍ଥଗିତ ହୋଇପାରେ

0
ନୂଆ ଦିଲ୍ଲୀର ୧୬-୧୧ (ଓଡ଼ିଆ ପୁଅ) ଦିଲ୍ଲୀରେ କରୋନା ମହାମାରୀ (କୋଭିଡ -୧୯) କୁ ଦୃଷ୍ଟିରେ ରଖି ସଂସଦର ଶୀତକାଳୀନ ଅଧିବେଶନକୁ ଏଥର ସ୍ଥଗିତ ରଖାଯାଇପାରେ ବୋଲି ଖବରରୁ ପ୍ରକାଶ। ପ୍ରାପ୍ତ ସୂଚନା...

୪୭ତମ ଶିଶୁ ଦିବସ ପାଳନ ଅବସରରେ କରୋନା ଯୋଦ୍ଧା ସମ୍ମାନିତ

0
ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତୋଫାନ ଯୁବକ ସଂଘ,ଘଣ୍ଟପଡ଼ା ଆନୁକୂଲ୍ୟରେ ପାଳିତ ୪୭ତମ ଶିଶୁ ଦିବସ ପାଳନ ଅବସରରେ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମ...

ଯୋଡା – ଯୁବ ସାମ୍ବାଦିକଙ୍କ ଉଦ୍ୟମରେ ମାନଶୀକ ବିକାରଗ୍ରସ୍ଥ ନିରାଶ୍ରୟ ଝୁନୁକୁ ମିଳିଲା ନୂଆ ଜୀବନ

0
ଯୋଡା, ୧୬/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ସହରରେ ଅସୁରକ୍ଷିତ ଅବସ୍ଥାରେ ଏଣେ ତେଣେ ବୁଲୁଥିବା ଏକ ମାନଶୀକ ବିକାରଗ୍ରସ୍ଥ ନିରାଶ୍ରୟ ୨୦-୨୨ ବର୍ଷର ଯୁବତୀକୁ ମିଳିଛି...

ଉପ-ନିର୍ବାଚନ ସଫଳତାକୁ ନେଇ ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ : ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନରେ ସଫଳତା ପରେ ବିଜେଡିର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସମ୍ମିଳନୀ ଜିଲ୍ଳା ସଭାପତିଙ୍କ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେଡି ଜିଲ୍ଳା ସଭାପତି ପୂର୍ବତନ...

କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ମିଳିତ ସମ୍ମେଳନ : ୨୬ ତାରିଖ ଧର୍ମଘଟ ସଫଳତା ପାଇଁ ନିଷ୍ପତି

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଏକ...

‘ସହାୟକ’ପକ୍ଷରୁ ନେହେରୁ ଜୟନ୍ତୀ

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଏବଂ ଜିଲ୍ଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଂସ୍ଥା ‘ସହାୟକ’ ପକ୍ଷରୁ ମିଳିତ ଭାବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ...

ଶ୍ରୀଜଗନ୍ନାଥ ପବ୍ଲିକ ସ୍କୁଲରେ ନେହେରୁ-ବିର୍ସାମୁଣ୍ଡା ଜୟନ୍ତୀ

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଉପକଣ୍ଠ ସିନ୍ଦୂରୀ ଶ୍ରୀଜଗନ୍ନାଥ ପବ୍ଲିକ୍ ସ୍କୁଲ୍ ପରିସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଏବଂ ସ୍ୱାଧୀନତା ସଂଗ୍ରାମୀ ଶହିଦ୍ ବିର୍ସା ମୁଣ୍ଡାଙ୍କ...

ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବିଶ୍ୱ ମଧୁମେହ ଦିବସ

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଶ୍ରୀ ପଲି କ୍ଲିନିକ୍ ପକ୍ଷରୁ ବାଲେଶ୍ୱରରେ ବିଶ୍ୱ ମଧୁମେୟ ଦିବସ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସକାଳେ ଏକ...

ନବନିର୍ବାଚିତ ସଦର ବିଧାୟକଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନରେ ବିଜୟୀ ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସଙ୍କୁ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। କମିଟିର ଜିଲ୍ଲା କାର୍ଯ୍ୟାଳୟ...

କରୋନା ଯୋଗୁଁ ଫିକା ଦୀପାବଳି-କାଳୀପୂଜା : ବିଧିରକ୍ଷାରେ ସମ୍ପନ୍ନ ମାଆ ଲଳିତେଶ୍ୱରୀଙ୍କ ପୂଜା

ବାଲେଶ୍ୱର, ୧୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା କଟକଣା ମଧ୍ୟରେ ବାଲେଶ୍ୱରର ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପ ମାନଙ୍କରେ ବିଧିରକ୍ଷା ପୂର୍ବକ ଆଜି କାଳୀପୂଜା ଅନୁଷ୍ଠିତ ହୋଇଥିବା ବେଳେ ସରକାରୀ ନିୟମ ମାନି...