Home 2020
Yearly Archives: 2020
ଭାଇ ଦ୍ୱିତୀୟା ବା ଜମ ଦ୍ୱିତୀୟା ପାଳିତ
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ମନ୍ଦିର ନୈରୁଦ୍ଧ କୋଣରେ ଅବସ୍ଥିତ ଶ୍ରୀଜମ୍ବେଶ୍ୱର ମନ୍ଦିରରେ ପବିତ୍ର ଜମ ଦ୍ୱିତୀୟା ବା ଭାତ୍ରୃ ଦ୍ୱିତୀୟା ନିଷ୍ଠା ଓ ପବିତ୍ରତାର ସହ ପାଳିତ...
ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କର ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଥିଲା। ବଡ଼ଠାକୁରଙ୍କୁ ହର ବା...
ସର୍ବନିମ୍ନ ୯୦୦୦ ଟଙ୍କା ପେନସନ୍ ଦାବିରେ ବିକ୍ଷୋଭ
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସର୍ବନିମ୍ନ ୯୦୦୦ ଟଙ୍କା ପେନସନ୍ ଦାବିରେ ଆଜି ଅଲ୍ ଓଡ଼ିଶା ଇପିଏଫ୍ ପେନସନ୍ର୍ସ ଆସୋସିଏସନ୍ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଡ଼ାକଘର ସମ୍ମୁଖରେ ବିକ୍ଷୋଭ...
ବ୍ରାଉନ ସୁଗାର ଜବତ: ୨ ଗିରଫ
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ କାକଟପୁର ଥାନା ପୋଲିସକୁ ପୁଣିଥରେ ସଫଳତା ମିଳିଛି। ଓଡ଼ଙ୍ଗରା ଗାଁରୁ ଆସୁଥିବା ଏକ ବାଇକ୍ ଖାନତଲାସ୍ ବେଳେ ୧୦-୫ ଗ୍ରାମ ବ୍ରାଉନ୍ ସୁଗାର...
୫ ଜଣିଆ ଗ୍ୟାଙ୍ଗକୁ ଗିରଫ
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ତାଳବଣିଆ ଥାନା ପୋଲିସ୍ ଡ଼କାୟତି ଯୋଜନା କରୁଥିବା ଏକ ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହୁଳୁହୁଳିଆ ପୋଲ...
ରାଜ୍ୟର ଦେବାଦେବୀ ମନ୍ଦିର ଖୋଲିବା ନେଇ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼୍ କଟକଣା ପାଇଁ ଗତ ମାର୍ଚ୍ଚ ୨୦ ତାରିଖଠାରୁ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଫଳରେ,...
ସହୀଦ ଯବାନ ଙ୍କ ପରିବାର ସହିତ ନିଆରା ଢଙ୍ଗରେ ମହାଶ୍ୱରୀ ଯୁବା ସଙ୍ଗଠନ ପାଳିଲେ ଦୀପାବଳି ଉତ୍ସବ
ମାଲକାନଗିରି,୧୬ ।୧୧ (ଓଡିଆ ପୁଅ )ମାଲକାନଗିରି ମହାଶ୍ୱରୀ ଯୁବା ସଙ୍ଗଠନ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ଦୀପାବଳି ଉତ୍ସବ । ଜାମୁ ଓ କାଶ୍ମିର ରେ ଆତଙ୍କ ବାଦିଙ୍କ ସହିତ ଲଢି...
ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି,ନୂତନ ଜିଲ୍ଲାପାଳ ଭାବେ ଡ.ଓ୍ୟାଇ ବିଜୟ ଙ୍କୁ ଦାଇତ୍ୱ
ମାଲକାନଗିରି,୧୬ ।୧୧ (ଓଡିଆ ପୁଅ ) ମାନ୍ୟବର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ପୁଲିସ ହତ୍ୟାମାମଲା ରୁଜୁକରିବା ପରେ ଆଜି ସକାଳୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କୁ ରାଜ୍ୟସରକାର ବଦଳି...
ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତାଳଚେରରେ ଜାତୀୟ ପ୍ରେସ୍ ଦିବସ ପାଳିତ
ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ବେଳେ ସୁସ୍ଥ ସମାଜ ଗଠନ ପାଇଁ ସାମ୍ବାଦିକମାନେ ନିର୍ଭିକ ହେବା ଆବଶ୍ୟକ ବୋଲି ତାଳଚେର ସାମ୍ବାଦିକ ସଂଘ ପକ୍ଷରୁ...
ଗାନ୍ଧୀ ବାଳାଶ୍ରମରେ ଶିଶୁ ମହୋତ୍ସବ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଦିପାବଳୀ, ଶିଶୁ ଦିବସ ଓ ଶିଶୁ ଅଧିକାର ସୁରକ୍ଷା ସପ୍ତାହ ପାଳନ ଅବସରରେ ଅଗ୍ରଣୀ ଶିଶୁ ଯତ୍ନ ଅନୁଷ୍ଠାନ ଗାନ୍ଧୀ...
ଜମିବାଡ଼ି ବିବାଦ: ଅବିବାହିତ ଭଉଣୀକୁ ଭାଇର ମାଡ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କାଦବରାଙ୍ଗ ପଞ୍ଚାୟତ ବାଙ୍କତିରା ଗ୍ରାମର ଜମିବାଡ଼ି ବିବାଦ ନେଇ ଅବିବାହିତ ଭଉଣୀ ଜୟନ୍ତୀ ଦାସଙ୍କୁ ତାଙ୍କ ସାନଭାଇ ମାଡ଼ମାରିଥିବା...
ଭଦ୍ରକ ଡାଇବେଟ୍ସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋବିଡ ଗାଇଡ଼୍ ଲାଇନ୍ ମଧ୍ୟରେ ‘ଭଦ୍ରକ ଡାଇବେଟିସ ଫାଉଣ୍ଡେସନ’ ପକ୍ଷରୁ ଭଦ୍ରକରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି । ଏଥି...
ଜିଲ୍ଳା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଭର୍ଚୁଆଲ ପଦ୍ଧତିରେ ପାଳିତ ହୋଇଯାଇଅଛି । ଉକ୍ତ ଦିବସରେ ଜିଲ୍ଲାପାଳ...
ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୧୫ଜଣ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
୧୦ ଦିନ ସ୍ଥାନରେ ଦୁଇ ଦିନରେ ବିସର୍ଜିତ ହେଲେ ଭଦ୍ରକର ଐତିହାସିକ କାଳୀମେଢ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ମହାମାରୀକୁ ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣା ଯୋଗୁଁ ୧୦ ଦିନ ଧରି ପୂଜା ପାଇବାକୁ ଥିବା ଭଦ୍ରକ...
ଭଦ୍ରକ ସୋସିଆଲ ସର୍ଭିସର ରାଜ୍ୟସ୍ତରୀୟ ୩ୟ ବାର୍ଷର୍ିକ ସମାରୋହ, ରାଜ୍ୟର ବହୁ ସାମାଜିକ ସଂଗଠନ ଓ କରୋନା ଯୋଦ୍ଧା...
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେବଳ ଭଦ୍ରକ ନୁହେଁ ଆମ ରାଜ୍ୟର ଏକ ଅଗ୍ରଣୀ ସାମାଜିକ ସଂଗଠନ ‘ଭଦ୍ରକ ସୋସିଆଲ ସର୍ଭିସ୍’ (ବିଏସ୍ଏସ୍) ର ରାଜ୍ୟସ୍ତରୀୟ ୩ୟ...
ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଭଦ୍ରକ ଶାଖାର ଗଣଧାରଣା ଓ ପ୍ରତିବାଦ ସଭା
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତବର୍ଷର ସାଂସଦ ଓ ବିଧାୟକମାନେ ସେବକ ଥାଇ ମାସକୁ ଯଥାକ୍ରମେ ୬୦ ହଜାର ଓ ୩୫ ହଜାର ଟଙ୍କା ପେନସନ ପାଉଥିବାବେଳେ...
୩ୟ ଦିନରେ ରାଜ୍ ରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଗତ ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତ ମାତୃକା ବେଶର ତୃତୀୟ ଦିନରେ ରାଜ୍ ରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି...
ତିହିଡି ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି କାହା ସ୍ୱାର୍ଥରେ!, ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ନାବାଳିକାଙ୍କ ପୁତ୍ର ସନ୍ତାନ...
ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ତିହିଡି ଥାନା ଅଧୀନସ୍ଥ ପୀରହାଟ ଫାଣ୍ଡି ଅଂଚଳର ଜଣେ ନାବାଳିକା...
ତାଳଚେର କୋଲସିଟି ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ତାଳଚେର କୋଲସିଟି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ହୋଟେଲ ବୃନ୍ଦାବନ, ହାଟତୋଟା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କୋଭିଡ୍ ନିୟମ ମଧ୍ୟରେ ଏକ...









