Home ଓଡ଼ିଶା ଭାଇ ଦ୍ୱିତୀୟା ବା ଜମ ଦ୍ୱିତୀୟା ପାଳିତ

ଭାଇ ଦ୍ୱିତୀୟା ବା ଜମ ଦ୍ୱିତୀୟା ପାଳିତ

57

ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀଜଗନ୍ନାଥ ମନ୍ଦିର ନୈରୁଦ୍ଧ କୋଣରେ ଅବସ୍ଥିତ ଶ୍ରୀଜମ୍ବେଶ୍ୱର ମନ୍ଦିରରେ ପବିତ୍ର ଜମ ଦ୍ୱିତୀୟା ବା ଭାତ୍ରୃ ଦ୍ୱିତୀୟା ନିଷ୍ଠା ଓ ପବିତ୍ରତାର ସହ ପାଳିତ ହୋଇଛି। ସେବାୟତଙ୍କ ପରିବାରର ଏହା ଅନ୍ୟତମ ପ୍ରମୁଖ ପର୍ବ। ଭଉଣୀମାନେ ଭାଇର ସୁରକ୍ଷା ଓ ମଙ୍ଗଳକାମନା କରି ବ୍ରତ ପାଳନ କରିଥାନ୍ତି। ଆଜି ଭୋରରୁ ପ୍ରଭୁଙ୍କ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ କରାଯିବାପରେ ବେଶ କରାଯାଇଥିଲା। ଚଳିତ ବର୍ଷ କୋଭିଡ଼୍ କଟକଣା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବିଶେଷ ଗହଳି ଦେଖିବାକୁ ମିଳିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.