Home 2020
Yearly Archives: 2020
କରୋନା ତାଲାବନ୍ଦରେ ଜିଲ୍ଲାରେ ବ୍ୟବସାୟୀ ମାଲାମାଲ;ଜିଲ୍ଲା ପ୍ରଶାସନର ନୀରବ
ଯାଜପୁର୨୮ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ପାଇଁ ରାଜ୍ୟରେ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ତାଲାବନ୍ଦର ସୁଯୋଗ ନେଇ ଯାଜପୁର ଜିଲ୍ଲାରେ କେତେକ ଅସାଧୁ ବ୍ୟବସାୟୀ ଚଢାଦରରେ ପଣ୍ୟଦ୍ରବ୍ୟ /ରାଶନ ସାମଗ୍ରି ବିକ୍ରିକରିବା ଦେଖିବାକୁ ମିଳିଛି।...
ଲକ ଡାଉନ ନିୟମ ଉଲଘଂନ କରି ଚା ଦୋକନ ଖୋଲିଥିବା ଅଭିଯୋଗରେ ୬ଜଣ ଗିରଫ,୫୦ରୁ ଉର୍ଦ୍ଦ ଗାଡି ଜବତ
ମାଲକାନଗିରି,୨୮ା୩(ଓଡିଆ ପୁଅ ) କରୋନା ଭୂତାଣୁ ଠାରୁ ଦୂରରେ ରହିବା ପାଇଁ ସମଗ୍ର ଦେଶରେ ଲକ ଡାଉନ ହୋଇଛି । ଏହି ଲକ ଡାଉନରେ କେବଳ ତେଜରାତୀ,ପନିପରିବା ,ଔଷଧ ଦୋନାକ ସହ ଅତ୍ୟବଶ୍ୟକ...
କରୋନା : ଅକ୍ଷୟ କୁମାର ୨୫ କୋଟି ଦାନ କରିଛନ୍ତି, ଆପଣ ଏହା ମଧ୍ୟ କରିପାରିବେ ତେବେ କିପରି...
ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ମୋଦୀ କରୋନା ବିରୋଧରେ ଚାଲିଥିବା ଯୁଦ୍ଧ ଉପରେ ନଜର ରଖିଛନ୍ତି। ଆଜି ସେ ସାହାଯ୍ୟ ପାଇଁ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏଥିପାଇଁ PM-CARES ପାଣ୍ଠି...
ତାଲା ବନ୍ଦ ସମୟରେ ଆଳୁ କଳାବଜାର,ଆମ୍ବୁଲାନ୍ସ ସହ ଆଳୁ ଟ୍ରକ ଜବତ ଦୁଇଜଣ ଥାନାରେ ଅଟକ
ମାଲକାନଗିରି,୨୮ା୩ (ଓଡିଆ ପୁଅ ) କୋଭିଡ-୧୯ କରୋନା ମହାମାରି ରୂପନେଇ ସମଗ୍ର ବିଶ୍ୱବାସୀଙ୍କ ନିଦ ହଜାଇଦେଇଥିବା ରୁ ସମଗ୍ର ଦେଶରେ ତାଲା ବନ୍ଦ ଘୋଷଣା କରାଯାଇଛି, ଏହାର ସୁଯୋଗ ନେଇ ମାଲକାନଗିରି ଜିଲ୍ଲାରେ...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଡାକ୍ତରମାନଙ୍କ ପାଇଁ DACP ତୁରନ୍ତ କାର୍ଯ୍ୟକାରୀ କରିବାକୁ ଘୋଷଣା
ଭୁବନେଶ୍ୱର ୨୮-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ମେଡିକାଲ ଏବଂ ସ୍ୱାସ୍ଥ୍ୟ ସେବା କ୍ୟାଡରର ମେଡିକାଲ ଅଫିସରଙ୍କ ପାଇଁ ଡାଇନାମିକ୍ ଆସ୍ୟୋଡ୍ କ୍ୟାରିୟର ପ୍ରୋଗ୍ରେସନକୁ ତୁରନ୍ତ କାର୍ଯ୍ୟକାରୀ...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଷ୍ଟ୍ରିଟ ଭେଣ୍ଡରଙ୍କୁ ୩, ୦୦୦ ଟଙ୍କା ଲେଖାଏଁ, ଦଶ ଲକ୍ଷ ଗରିବ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ
ଭୁବନେଶ୍ୱର ୨୮-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : "କୋରାନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି। ଲୋକମାନଙ୍କୁ ଘର ବାହାରକୁ ନଆସିବାକୁ ଅନୁରୋଧ କରାଯାଇଛି। କେବଳ ଘରେ ରହିବାଦ୍ୱାରା ହିଁ...
ବାଡି ନୃସିଂହଙ୍କ ନଗର ବିଜେ
ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ଜଗନ୍ନାଥ ସଂସ୍କୃତି ଅନନ୍ୟ। ଶ୍ରୀମନ୍ଦିରରେ ରହିଛି ସବୁ ମାନବିକ ଜୀବନ ଜଡିତ ପରମ୍ପରା। ମାନବ ସମାଜପ୍ରତି ଘଟୁଥିବା ପ୍ରତିଟି ବିପତି ସହିତ ଯୋଡି ହୋଇଛି। ମହାପ୍ରଭୁଙ୍କର...
ଲକଡାଉନର ଚତୁର୍ଥ ଦିବସରେ ପୁରୀସହର ବାସୀ ସଚେତନ ହେଉଛନ୍ତି
ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ଲକଡାଉନର ଚତୁର୍ଥ ଦିବସରେ ପୁରୀ ସହରରେ ଅବସ୍ଥା ସୁଧୁରିବାକୁ ବସିଛି। ଲୋକମାନେ ସଚେତନ ହେବା ସହ ଘରୁ ବାହାରକୁ ବିଶେଷଭାବେ ବାହାରୁନଥିବା ଦେଖାଯାଇଛି। କେବଳ ଯେଉଁମାନଙ୍କା...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ସହାୟତା
ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ସମଗ୍ର ବିଶ୍ୱରେ କରୋନକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଭାରତବାସୀ ଏଥିପାଇଁ ସଚେତନ ହେଲେ ଏହାକୁ ଦୂରେଇ ଦେଇ ପାରିବା ବୋଲି ପ୍ରଧାନମନ୍ତ୍ରୀ...
ରଣପୁର ଲକ୍ଡାଉନ୍ ଚତୁର୍ଥ ଦିବସ…………… ୩୭ଗୋଟି ଗ୍ରା.ପ. ରେ ଆଇସୋଲେସନ୍ କେନ୍ଦ୍ରରୁ ୫ଟି ଟପ୍ ପ୍ରାୟରିଟି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୩-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ଲକ୍ଡାଉନର ଚତୁର୍ଥ ଦିବସରେ ୩୭ ଗୋଟି ଗ୍ରାମପଂଚାୟତରେ ୩୭ଗୋଟି ଅ।।ଇସୋଲେସନ୍ କେନ୍ଦ୍ର ଖୋଲା ହୋଇଅଛି । ସେ ମଧ୍ୟରୁ ୫ଗୋଟି କେନ୍ଦ୍ରକୁ ଟପ୍...
ମହିଳା ମାଓବାଦୀ ତୁଳସୀ ହୁଇକାଙ୍କ ଆତ୍ମ ସମର୍ପଣ
କୋରାପୁଟ ୨୮/୩ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ତୁଳସୀ ହୁଈକା ଓରପ...
କରୋନାଭାଇରସ୍ : ସରକାରଙ୍କ ଆଉ ଏକ ଘୋଷଣା : ବିଦ୍ୟୁତ୍ ବିଲରେ ମିଳିବ ଏପରି ରିହାତି ୨୪ ଘଣ୍ଟା...
ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ସହିତ ଅନେକ ଗରିବ କଲ୍ୟାଣ ପ୍ୟାକେଜ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଘୋଷଣା କରିଛନ୍ତି।...
କେରଳରେ ପ୍ରଥମ COVID-19 ମୃତ୍ୟୁ
ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଶନିବାର ସକାଳେ କଲାମାସେରି ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣେ ୬୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କୋଚିର ଚୁଲିକଲ ନିବାସୀ ଏହି ବ୍ୟକ୍ତି...
ନୂଆ କରୋନା ଟେଷ୍ଟ କିଟ୍ କୁ ମିଳିଲା ଅନୁମୋଦନ : ମାତ୍ର ୫ ମିନିଟରେ କରୋନା ଭୂତାଣୁ ପରୀକ୍ଷା...
ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ଆମେରିକୀୟ କମ୍ପାନୀ ଆବଟ୍ଟ (Abbott) ଦାବି କରିଛି ଯେ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କିଟ୍ ମାତ୍ର ୫ ମିନିଟରେ କରୋନାଭାଇରସ୍ ସଂକ୍ରମଣର ରିପୋର୍ଟ କରିବ।...
କାବୁଲର ଶିଖ ଗୁରୁଦ୍ୱାରା ଆକ୍ରମଣରେ ଜଣେ କେରଳର ଆତଙ୍କବାଦୀ ସମ୍ପୃକ୍ତ
ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) : ଗତ ସପ୍ତାହରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଅବସ୍ଥିତ ଶିଖ ଗୁରୁଦ୍ୱାରା ଉପରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଜଣେ କେରଳର ମାଲାୟାଲୀ ଆତଙ୍କବାଦୀ...
୨୪ ଘଣ୍ଟା ମଧ୍ୟରେ ୧୪୯ ନୂତନ କରୋନା ପଜିଟିଭ୍ – ମୋଟ ମାମଲା ୮୭୩ କୁ ବୃଦ୍ଧି ୧୯...
ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ମୋଟ କରୋନାଭାଇରସ୍ ପଜିଟିଭ୍ କେସେସ୍ ୮୭୩ କୁ ବୃଦ୍ଧି ପାଇଛି।ବିଦେଶୀ ନାଗରିକଙ୍କ ସମେତ ୭୯ ଲୋକ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। ୧୯ ଜଣଙ୍କର ମୃତ୍ୟୁ...
ଲକ୍ ଡାଉନ୍: ନବୀନଙ୍କୁ ନିବେଦନ, ଆମକୁ ଉଦ୍ଧାର କର; ଦେଖନ୍ତୁ ଭିଡିଓ ..
ଭୁବନେଶ୍ୱର: ଲକ୍ ଡାଉନ୍ କାରଣରୁ କାମଧନ୍ଦା ପାଇଁ ତାମିଲନାଡ଼ୁ ଯାଇ ଫସି ଯାଇଥିବା କିଛି ଓଡ଼ିଆ ସେମାନଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ଏମାନେ ସବୁ ଗଞ୍ଜାମ ଏବଂ...
ଦିଲ୍ଲୀରେ କରୋନାଭାଇରସ୍ ଯୋଗୁଁ ୬୦ ବର୍ଷିୟ ୟେମେନ ନାଗରିକଙ୍କର ମୃତ୍ୟୁ
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଦିଲ୍ଲୀରେ କରୋନାଭାଇରସ୍ ଯୋଗୁଁ ୬୦ ବର୍ଷିୟ ୟେମେନ ନାଗରିକଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏବଂ ବିଲିୟାରି ସାଇନ୍ସର ଲାବରେ କରୋନା...
ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ବେନି ପ୍ରସାଦ ବର୍ମାଙ୍କ ପରଲୋକ
ଲକ୍ଷ୍ନୌ ୨୭-୩ (ଓଡ଼ିଆ ପୁଅ) ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ବରିଷ୍ଠ ସମାଜବାଦୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ବେନି ପ୍ରସାଦ ବର୍ମାଙ୍କର ଶୁକ୍ରବାରଦିନ ୭୯ ବର୍ଷ ବୟସରେ...
ଇଟାଲୀରେ ଗୋଟିଏ ଦିନରେ ୯୨୯ ନୂଆ କରୋନାଭାଇରସ୍ ମୃତ୍ୟୁ ରେକର୍ଡ, ଯାହାକି ଗୋଟିଏ ଦିନରେ ସର୍ବାଧିକ
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଇଟାଲୀରେ ପ୍ରାୟ ଏକ ହଜାର କରୋନାଭାଇରସ୍ ମୃତ୍ୟୁ ରେକର୍ଡ କରାଯାଇଛି। ଯାହାକି ଗୋଟିଏ ଦିନରେ ସର୍ବାଧିକ ଅଟେ ବୋଲି ନ୍ୟୁଜ୍ ଏଜେନ୍ସି AFP ଶୁକ୍ରବାର ଦିନ...








