Home ଓଡ଼ିଶା ମହିଳା ମାଓବାଦୀ ତୁଳସୀ ହୁଇକାଙ୍କ ଆତ୍ମ ସମର୍ପଣ

ମହିଳା ମାଓବାଦୀ ତୁଳସୀ ହୁଇକାଙ୍କ ଆତ୍ମ ସମର୍ପଣ

639

କୋରାପୁଟ ୨୮/୩ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ତୁଳସୀ ହୁଈକା ଓରପ (ସଙ୍ଗୀତା) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ମହିଳା ମାଓବାଦୀ ଆନ୍ଧ୍ର ଓଡିଶା ବର୍ଡର ନାରାୟଣ ପାଟଣା ଜୋନାଲ ଏରିଆ କୋଟମିର ମେମ୍ବର ଥିଲେ ବୋଲି କହିଛନ୍ତି। ଶନିବାର ଦିନ ନିଜେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ କୁମାର ଭାମୋଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ। ପୂର୍ବରୁ ତାଙ୍କ ମୁଣ୍ଡ ପାଇଁ ୪ ଲକ୍ଷ ପୁରସ୍କାର ରାଶି ଘଷଣା କୋରାଯାଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.