Home 2020
Yearly Archives: 2020
ଓଡ଼ିଶା: ଆଜିଠୁ ମାସ୍କ ନପିନ୍ଧି ଘରୁ ବାହାରିବା ମନା, ସାରା ରାଜ୍ୟରେ କଡ଼ାକଡ଼ି ଭାବେ ପାଳନ ହେବ ନିୟମ
ଭୁବନେଶ୍ବର: ଆଜିଠୁ ମାସ୍କ ନପିନ୍ଧି ଘରୁ ବାହାରକୁ ବାହାରିବା ମନା। ସାରା ରାଜ୍ୟରେ କଡ଼ାକଡ଼ି ଭାବେ ଏହି ନିୟମ ପାଳନ ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।...
ଦିଲ୍ଲୀ ଷ୍ଟେଟ୍ କ୍ୟାନସର ହସ୍ପିଟାଲର ଜଣେ ଡାକ୍ତର, ଜଣେ ନର୍ସ ଏବଂ ସଫାଇ କର୍ମଚାରୀ କରୋନା ପଜିଟିଭ
ନୂଆ ଦିଲ୍ଲୀ ୯-୪ (ଓଡ଼ିଆ ପୁଅ) : ଦିଲ୍ଲୀ ଷ୍ଟେଟ କ୍ୟାନସର ହସ୍ପିଟାଲର ଜଣେ ଡାକ୍ତର, ଜଣେ ନର୍ସିଂ କର୍ମଚାରୀଙ୍କ ସଦସ୍ୟ ଏବଂ ପରିମଳ କର୍ମଚାରୀଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଏଠାରେ...
ଭାରତରୁ ନିଜ ଦେଶକୁ ଫେରି ଯିବାକୁ ଅନିଛୁକ ଆମେରିକୀୟ ନାଗରିକ
ନୂଆଦିଲ୍ଲୀ: ଭାରତରେ ଫସି ରହିଥିବା ହଜାର ହଜାର ଆମେରିକୀୟ ନାଗରୀକ ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି। ଆମେରିକାରେ କରୋନା ଭାଇରସର ସର୍ବାଧିକ ସଂଖ୍ୟକ ମାମଲା ପରେ ଆମେରିକୀୟ ଲୋକମାନେ ନିଜ ଦେଶକୁ ଫେରିବାକୁ...
କରୋନା ମହାମାରି ବେଳେ କାଳ ବୈଷାଖୀର ତାଣ୍ଡବ, ଝଡବର୍ଷା ଉଜାଡିଦେଲା କଦଳୀ ଚାଷୀଙ୍କ ଭାଗ୍ୟ
ମାଲକାନଗିରି,୮ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ପାଇଁ ଲକ ଡାଉନ ପରିସ୍ଥିତି ଦେଖା ଦେଇଥିବା ବେଳେ କାଳ ବୈଷାଖୀ ଝଡବର୍ଷା ଉଜାଡିଦେଇଛି ମାଲକାନଗିରି ଜିଲ୍ଲାର କଦଳୀ ଚାଷୀଙ୍କ ଭାଗ୍ୟ ।...
ମାସ୍କ ପିନ୍ଧିବା ବାଧ୍ୟତାମୁଳକ ହୋଇଥିବାରୁ ଏସଏଚଜି ମହିଳା ମାନେ ମାସ୍କ ତିଆରୀ କଲେ
ମାଲକାନଗିରି,୮ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆସନ୍ତା କାଲିଠାରୁ ଘରେ ଓ ବାହାରେ ସମସ୍ତେ ମୁହଁରେ ମାସ୍କ ଲଗାଇବା ପାଇଁ ରାଜ୍ୟସରକାର ଘୋଷଣା କରିଥିବାରୁ...
ଲକ ଡାଉନ ନିୟମ ଉଲଘଂନ କରିଥିବା ଅଭିଯୋଗରେ ୪୬ ଗିରଫ,ଶତାଧିକ ବାଇକ ଜବତ
ମାଲକାନଗିରି,୮ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସାଙ୍ଗକୁ ଲକ ଡାଉନ ଡାକରାରେ ଦେଶବାସୀ ନିଜ ଘରୁ ବାହାରକୁ ବାହାରୁ ନଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ...
କରୋନା ଯୋଦ୍ଧାଙ୍କୁ ନମସ୍କାର, ନିୟମ ଉଲଘଂନକାରି ଙ୍କୁ କୋଠର ଦଣ୍ଡ
ମାଲକାନଗିରି,୮ା୪ (ଓଡିଆ ପୁଅ) ସମଗ୍ର ବିଶ୍ବରେ କରୋନା ମହାମାରି ରୁପ ଧରିଥିବାରୁ ଲକ ଡାଉନ ସମୟରେ ଜିଲ୍ଲାବାସୀଙ୍କୁ ଯେଉଁ ମାନେ ସେବାଯୋଗାଇ ଦେଉଛନ୍ତି ସେମାନଙ୍କୁ ନମସ୍କାର ଓ ଲକ ଡାଉନ ନିୟମ ଉଲଂଘନ...
କୋଭିଡ-୧୯ର ପ୍ରଭାବ ସମୟରେ ଦିଲ୍ଲୀ ଏବଂ ଏନ୍ସିଆରର ଆର୍ଥିକ ପ୍ରଭାବିତ ଓଡ଼ିଆଙ୍କୁ “ଓଡ଼ିଆ ସମାଜ, ନୂଆଦିଲ୍ଲୀ’ ପକ୍ଷରୁ ସହାୟତା...
ରାଷ୍ଟ୍ରୀୟ ତାଲାବନ୍ଦୀ ବା ନ୍ୟାସନାଲ ଲକଡାଉନ୍ ସମୟରେ ଦିଲ୍ଲୀ ଏନ୍ସିଆରଠାରେ ଥିବା ଆର୍ଥିକ ପ୍ରଭାବିତ ଓଡ଼ିଆମାନଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ଓଡ଼ିଆ ସମାଜ ପକ୍ଷରୁ ଲିଗାଲ ଏଡ ସେଲ ବା ଆଇନଗତ...
ପୁଅର ଗଳା ଚିପି ହତ୍ୟା କଲା ମାଆ; କହିଲା, ସ୍ୱର୍ଗ ପ୍ରାପ୍ତି ହେବ ..
ନୂଆଦିଲ୍ଲୀ: ଜଣେ ମା' ତାର ୧୭ ବର୍ଷର ପୁଅକୁ ହତ୍ୟା କରିଛି। ହତ୍ୟା ପରେ ପୁଅ ସିଧା ସ୍ୱର୍ଗ ପ୍ରାପ୍ତି ହେବ ବୋଲି କହିଛି ମା'। ଗୁଜୁରାଟର ରାଜକୋଟ ଅନ୍ତର୍ଗତ ରାଞ୍ଚୋଦଭାଡି ଅଞ୍ଚଳରେ...
ଜିଲ୍ଲାପରିଷଦ ସଦସ୍ୟା ଟିକିକିସ୍କୁଙ୍କ ଦ୍ୱାରା ମାସ୍କ ପ୍ରସ୍ତୁତ ଓ ବଣ୍ଟନ
ହାଟଡ଼ିହି-୮/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ମାସ୍କର ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୋଲି ସରକାର ଘୋଷଣା କରିଛନ୍ତି । ଏପରିକି ଚଳିତମାସ ୯ତାରିଖ ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ ବୋଲି ସରକାର...
କରୋନା କଟକଣାରେ ବି ଚାଲିଛି ବ୍ୟାପକ ଚୋରା ମଦ କାରବାର
ହାଟଡ଼ିହି-୮ /୪, କରୋନା ମହାମାରୀ ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନିଆ ଲକଡାଉନ କଟକଣା ଜାରି କରିଥିବାବେଳେ କିଛି ଚୋରା ମଦ ବେପାରୀଙ୍କ ପାଇଁ ଏହା ପୁସମାସ ପାଲଟିଛି । ରାମଚନ୍ଦ୍ରପୁର ଏସ.ଆଇ ବିଶ୍ୱଜିତ...
ଆମ୍ବୋ ପଞ୍ଚାୟତରେ ରେସନ ସାମଗ୍ରୀ ବଣ୍ଟନ ବିଳମ୍ବକୁ ନେଇ ଉତ୍ତେଜନା
ହାଟଡ଼ିହି-୮/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଇ ଲକଡାଉନ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ଏପରି ବିପତ୍ତି ସମୟରେ ଲୋକମାନଙ୍କୁ ୪ମାସର ଭତ୍ତା, ତିନି ମାସର ଚାଉଳ,...
କ୍ଷୀର ବିକି ପାରୁ ନାହାନ୍ତି ଚାଷୀ, ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କଲେ
ହାଟଡ଼ିହି-୮/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଦୁଗ୍ଧଚାଷୀ ମାନେ ନାନା ସମସ୍ୟାରେ ପଡି ଯାଇଛନ୍ତି । ନାଁ ସେମାନଙ୍କ କ୍ଷୀର ବିକ୍ରୀ ହୋଇପାରୁଛି ନାଁ ସେମାନଙ୍କ ଗାଈଗୋରୁ ମାନଙ୍କୁ ଦାନା ମିଳିପାରୁଛି ।...
ମୂଖ୍ୟମନ୍ତ୍ରୀଙ୍କ ରିିଲିଫ ପାଣ୍ଠିକୁ ୨୬ହଜାର ଟଙ୍କା ସହାୟତା
ତାଳଚେର,୮/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ଏବେ ସାରା ବିଶ୍ୱ ସମେତ ଭାରତ ଏବଂ ଓଡ଼ିଶା ରାଜ୍ୟ କରାୟତ ହେବାରେ ଲାଗିଛି । ଆମ ରାଜ୍ୟରେ ବର୍ତମାନ ୪୨ଜଣ...
ରଣପୁର ରେଂଜ୍ ରିଜର୍ଭ ଜଙ୍ଗଲ ନେଳିପଡାରେ ଛୁଆ ହାତୀର ମୃତ୍ୟୁ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୪-ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ରେଂଜ୍ ଅନ୍ତର୍ଗତ ବେତୁଲି ଫରେଷ୍ଟ ଅଫିସ୍ ନିକଟ ନେଳିପଡାଠାରେ ଏକ ଛୁଆ ହାତୀର ୨ଦିନ ହେଲା ମୃତ୍ୟୁ ବରଣ କରିଥିବା...
ନୟାଗଡ ଖୋର୍ଦ୍ଧା ଜିଲ୍ଲା ସୀମା ସିଲ୍……………… ଚାନ୍ଦପୁର ଓ ରଣପୁରରେ ଲକ୍ଡାଉନ୍ କଡାକଡି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୪-ନୟାଗଡ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ସୀମା ସିଲ୍ କରି ଦିଆଯାଇଥିବା ଜଣା ପଡିଛି । ଚାନ୍ଦପୁର ଓ ରଣପୁର ଅଂଚଳରେ ଲକ୍ଡାଉନ୍ କୁ ବ୍ୟାପକ କରାଯାଇଅଛି । ଖୋର୍ଦ୍ଧା...
ଭାରତ ପାଖରେ କରୋନାର ସଞ୍ଜୀବନୀ ବୁଟି ..
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆଜି ଆତଙ୍କିତ। ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏ' ପର୍ଯ୍ୟନ୍ତ କରୋନା ଭାଇରସ୍ ଉପଚାର ପାଇଁ କୌଣସି ଭ୍ୟାକ୍ସିନ୍ କିମ୍ବା...
କରୋନାରୁ ମୁକ୍ତି ପାଇଁ ହନୁମାନ ଚାଳିଷା ପାଠ କର: କିଏ କହିଲା ଏ କଥା?
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରୁ ମୁକ୍ତି ପାଇବାକୁ ହେଲେ ହନୁମାନ ଚାଳିଷା ପାଠ କରନ୍ତୁ। ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରତିକାର ପାଇଁ ବିଭିନ୍ନ ଦେଶ...
କରୋନା ଆତଙ୍କ ଏବଂ ଲକ୍ ଡାଉନ୍: ମାଳିକା ବଚନ ସତ ହୋଇବ କି; ତୁ ଘରେ ରହ ..
ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ଆଜି ସାରା ବିଶ୍ଵ ଆତଙ୍କିତ। ଲକ୍ ଡାଉନ୍ ଘୋଷଣା ଭିତରେ ଅନେକ ଦେଶରେ ଅନେକ ସ୍ଥାନରେ ଲୋକେ ଆଜି ଏକ ପ୍ରକାର ଗୃହବନ୍ଦୀ। ଏପରି ସ୍ଥିତିରେ ଆତଙ୍କ,...
କରୋନା ଭାଇରସ୍ ଲକଡାଉନ୍ : ରାଜ୍ୟଗୁଡିକର ରାଜସ୍ୱ କ୍ଷତି – ବେତନ ବାଣ୍ଟିବାରେ ବିଳମ୍ବ ହେବାର ସମ୍ଭାବନା
ନୂଆ ଦିଲ୍ଲୀ ୮-୪ (ଓଡ଼ିଆ ପୁଅ) କରୋନା ଭାଇରସ୍ କାରଣରୁ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ୨୧ ଦିନର ଲକଡାଉନ କାରଣରୁ ଅଧିକାଂଶ ଭାରତୀୟ ରାଜ୍ୟଗୁଡ଼ିକର ରାଜସ୍ୱ କ୍ଷତି ହୋଇଛି। ଜାତୀୟ...























