Home 2020

Yearly Archives: 2020

କେନ୍ଦ୍ର ସରକାରଙ୍କ ଗୋଳବାରୁଦ କାରଖାନାରେ ସ୍ଥାନୀୟ ଅଞ୍ଚଳର ଯୁବକ, ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଧାରଣା

0
ବଲାଙ୍ଗୀର, ୨୪-୧୧(ଓଡ଼ିଆ ପୁଅ) କେନ୍ଦ୍ର ସରକାରଙ୍କ ତରଫରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନା ଗେଟ୍‌ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି(ଭିଆଇପି) ସଭାପତି ବିପିନ କୁଶୁଳିଆଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯିବା...

ନୟାଗଡ଼: ହାଇୱା ଧକ୍କାରେ ୬ଜଣଙ୍କ ମୃତ୍ୟୁ

ନୟାଗଡ଼, ୨୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ଶରଣକୁଳର ନରେନ୍ଦ୍ରପୁର-ସୁଆରସାହି ଛକରେ ଏକ ମର୍ମନ୍ତୁନ୍ଦ ହାଇୱା ଧକ୍କାରେ ୬ଜଣଙ୍କ ପ୍ରାଣହାନୀ ଘଟିଥିବା ଦେଖିବାକୁ ମିଳିଛି। କେବଳ ହାଇୱା ଚାଳକର ବେପରୁଆ...

ଏସଏଚଜି ଟଙ୍କା ସୁଝିବାକୁ ନେଇ ଭାଇ ଭଉଣୀକୁ ହତ୍ୟା ଘଟଣା: କାମାକ୍ଷାକୁ ଜେଲ୍‌

ନୟାଗଡ଼, ୨୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଗଣିଆ ଥାନା ଅନ୍ତର୍ଗତ ବିଜୟଗରରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଋଣ ଟଙ୍କା ପରିଶୋଧ କରିବାକୁ ନେଇ ନିଜ ଭଉଣୀକୁ ଭାଇ ହତ୍ୟା...

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ – କରୋନା ସଂକ୍ରମିତ ହୋଇଥିଲେ

0
ନୂଆଦିଲ୍ଲୀ ନଭେମ୍ବର ୨୫ (ଓଡ଼ିଆ ପୁଅ) କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଛି। ଏହି ସୂଚନା ତାଙ୍କ ପୁଅ ଫେଜଲ ପଟେଲ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଅହମ୍ମଦ...

ସରକାରଙ୍କ ଯୋଜନା କାହା ପାଇଁ, ଟାଙ୍ଗିରିଆପାଳ ପଞ୍ଚାୟତର ୭୦ବର୍ଷର ଆଦିବାସୀ ବିଧବାଙ୍କୁ ମିଳୁନାହିଁ ଭତ୍ତା

0
ହରିଚନ୍ଦନପୁର, ତା ୨୪ ନଭେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଟାଙ୍ଗିରିଆପାଳ ଗ୍ରାମ ପଞ୍ଚାୟତରେ ଆଦିବାସୀ ବୃଦ୍ଧବୃଦ୍ଧାମାନେ ସରକାରଙ୍କ ଭତ୍ତା ଯୋଜନାରୁ ବଞ୍ଚିତ ହୋଇରହିଥିବା ଅଭିଯୋଗ ହୋଇଛି...

ହରିଡାଗୋଠ ଗ୍ରାମରେ କଲମୀ କାଜୁ ଚାରା ରୋପଣ ନାମରେ ଲକ୍ଷାଧିକ ଟଙ୍କାର ରାଜସ୍ବ ମାଟିରେ ମିଶିଲା, କେବଳ ସୂଚନା...

0
ହରିଚନ୍ଦନପୁର,ତା ୨୪ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ହରିଡାଗୋଠ ଗ୍ରାମରେ ସୂଚନା ଫଳକ ଅନୁଯାୟୀ ସରକାରଙ୍କ ରାଜସ୍ବରୁ ଲକ୍ଷାଧିକ ଟଙ୍କାର ଅନୁଦାନ ରାଶିରେ ହେକ୍ଟର ହେକ୍ଟର ଜମିରେ...

ସ୍ୱଚ୍ଛ ସର୍ବେକ୍ଷଣ ସଚେତନତା ଶୋଭାଯାତ୍ରା

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଅବସରରେ ଆଜି ଭଦ୍ରକ ପୌରପାଳିକାର ୧୧,୧୨,୧୩ ନଂ ୱାର୍ଡରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ପୌରପାଳିକାର...

ଶିଶୁ ଅଧିକାର ସପ୍ତାହ ପୁରସ୍କାର ବିତରଣ ଉତ୍ସବ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୋସାଇଟି ଫର ଉଇକର କମ୍ୟୁନିଟି (ଆସିୟାନା) ଦ୍ୱାରା ପରିଚାଳିତ ଆସିଆନା ଓପନ୍ ସେଲ୍‌ଟର ହୋମ୍‌ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ...

ଭାରତୀୟ ଡାକ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଭାରତୀୟ ଡାକ କର୍ମଚାରୀ ସଂଘ ଭଦ୍ରକ ଶାଖାର ମିଳିତ କାର୍ଯ୍ୟକାରିଣୀ ବୈଠକ ଭଦ୍ରକ ମୁଖ୍ୟ...

ଆଜି ଚିହ୍ନଟ ହେଲେ୨୦ ନୂଆ କରୋନା ଆକ୍ରାନ୍ତ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ଆଉ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଙ୍କୁ ମିଶାଇ ଜିଲ୍ଲାର ମୋଟ କରୋନା...

ଭଦ୍ରକ : ଯୁବକଙ୍କ ଆତ୍ମହତ୍ୟା!

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ ଅନ୍ତର୍ଗତ ଫତେପୁର ଗ୍ରାମ ହନୁମାନ ଡିହସାହିର ବିଜୟ ପାତ୍ର ଓରଫ ନାଳୁଆ(୪୧)ବର୍ଷଙ୍କର ଚିକିତ୍ସାଧିନ ଅବସ୍ଥାନରେ କଟକ...

ରାହାସ ପୂର୍ଣ୍ଣମୀ ଲାଗି ଆଖଣ୍ଡଳମଣି ପୀଠରେ ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି, ଶିବଗଙ୍ଗା ପୁଷ୍କରିଣୀରେ ହେବନି...

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗକୁ ରାହାସ ପୂର୍ଣ୍ଣମୀରେ ପ୍ରସିଦ୍ଧ ଶୈବପୀଠ ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭିଡ ହେବା ଆଶଙ୍କା କରି ଆଜି ଉପଜିଲ୍ଲାପାଳ...

ଆଦାନୀ ଫାଉଣ୍ଡେସନ ପକ୍ଷରୁ ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଫାଉଣ୍ଡେସନ ପକ୍ଷରୁ ସୁପୋଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’...

‘ଲଭ୍ ଜିହାଦ୍’ ଅଧ୍ୟାଦେଶକୁ ଯୋଗୀ ସରକାରଙ୍କର ମଞ୍ଜୁରୀ – ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ପାଇଁ ବ୍ୟବସ୍ଥା

0
ନୂଆ ଦିଲ୍ଲୀ ନଭେମ୍ବର ୨୪ (ଓଡ଼ିଆ ପୁଅ) ଦେଶର ଅନ୍ୟ କେତେକ ରାଜ୍ୟ ପରି ଯୋଗୀ ସରକାର ମଧ୍ୟ ଉତ୍ତରପ୍ରଦେଶରେ 'ଲଭ୍ ଜିହାଦ୍' ବିରୋଧରେ ଆଇନ୍ ଉପରେ ଅନ୍ତିମ ମୋହର ମାରିଛନ୍ତି। ମଙ୍ଗଳବାର...

ରାଜ ସୁନାଖଳାରେ  ସନ୍ଥ କବି ଭକ୍ତ ଚରଣ ଦାସଙ୍କ ଜୟନ୍ତୀ ପାଳନ

0
ନୟାଗଡ/୨୪/୧୧/(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରାଜ ସୁନାଖଳା ଭକ୍ତ ଚରଣ କ୍ଲବ ତରଫରୁ କୋଭିଡ୍ କଟକଣା ମଧ୍ୟରେ ସନ୍ଥ କବି ଭକ୍ତ ଚରଣ ଦାସ ଙ୍କର ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି ।...

ଅର୍ଥାଭାବରୁ ଚିକିତ୍ସିତ ହୋଇ ପାରୁ ନାହାନ୍ତି କ୍ୟାନସର ପୀଡିତା ବୃଦ୍ଧା

ହାଟଡିହି-୨୪/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଇଶଳା ଗ୍ରାମର ବାବାଜି ଶଙ୍ଖୁଆଙ୍କ ପତ୍ନୀ ଉତ୍ତମ ଶଙ୍ଖୁଆ(୬୨) ଆଜକୁ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ହୋଇ...

ପ୍ରଶାସନର ନିର୍ଦ୍ଦେଶକୁ ମାନୁ ନାହାନ୍ତି ବାଲି ମାଫିଆ, ବେଆଇନି ଭାବେ ଚାଲିଛି ବାଲି ଉତ୍ତୋଳନ

ହାଟଡିହି- ୨୪ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲର ଡିମିରିଆ, ହାବଳେଶ୍ୱର ଓ ସମଣାରେ ବେ ଆଇନି ଭାବେ ଶହଶହ ଟ୍ରିପ ବାଲି ଉତ୍ତୋଳନ କରାଯାଇ ଚୋରା...

କୁକୁଡା ନିଶାପ ହତ୍ୟା ଘଟଣାକୁ ୪ଦିନ ବିତିଲା, ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ

ହାଟଡିହି-୨୪/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ଗ୍ରାମରେ ସାମାନ୍ୟ କୁକୁଡା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଆନନ୍ଦ ନାୟକ ମାନଙ୍କ ଜଣେ ବ୍ୟକ୍ତିଙ୍କ...

ଘରୁ ନାଗସାପ ଉଦ୍ଧାର

ହାଟଡିହି-୨୪ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ଗ୍ରାମର ସତ୍ୟପ୍ରୀୟ ନନ୍ଦଙ୍କ ବାଡିରୁ ଏକ ନାଗସାପ ଉଦ୍ଧାର କରାଯାଇଛି । ।ସପଟି ଘରେ ଥିବାବେଳେ ପରିବାର ଲୋକେ...

ଏସ୍‌ପିଙ୍କୁ ପୁରୀ ନଗର ବିଜେଡ଼ିର ଦାବିପତ୍ର

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସହରକୁ ଏକ ସ୍ୱଚ୍ଛ ସହରରେ ପରିଣତ କରି ରଖିବା ଦିଗରେ ଗୁଣ୍ଡାରାଜ, ଧଳା ଜହର, ବେପାର ଇତ୍ୟାଦିକୁ ଦମନ କରି ଶାନ୍ତି ଶୃଙ୍ଖଳା ବଜାୟ...