Home 2020
Yearly Archives: 2020
କରୋନା ଭାଇରସ୍ ଇଫେକ୍ଟ : ଦିଲ୍ଲୀ-ଏନସିଆରରେ ୧୭ ଲକ୍ଷ ଲିଟର କ୍ଷୀର ବିକ୍ରୀ କମିଲା
ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ଦେଶର ବୃହତ୍ତମ ଦୁଗ୍ଧ ବଜାର ଦିଲ୍ଲୀ-ଏନସିଆରରେ କ୍ଷୀରର ଚାହିଦା କରୋନାଭାଇରସ୍ କାରଣରୁ ହୋଇଥିବା ଲକ୍ଡାଉନ୍ ମଧ୍ୟରେ ପ୍ରାୟ ୧୭ ଲକ୍ଷ ଲିଟର ହ୍ରାସ ପାଇଛି। ଏହି...
କେନ୍ଦୁଝର କଲେଜ୍ ରୋଡ଼ର ମହାଲକ୍ଷ୍ମୀ କଲଚୁରାଲ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୩୦ୟୁନିଟ୍ ରକ୍ତ ସଂଗୃହୀତ
କେନ୍ଦୁଝର,ତା ୨୯ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବିଶ୍ବରେ କରୋନା ମହାମାରୀର ତାଣ୍ଡବ ଚାଲିଥିବା ବେଳେ ସେଥିରୁ ମଧ୍ୟ ଆମ ଦେଶ ଭାରତ ବାଦ ପଡ଼ିନାହିଁ । ଏହି ମହାମାରୀ ଠାରୁ ଦେଶର...
ଓଡ଼ିଶାରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ – ୩ ନୂଆ ଜିଲ୍ଲାରେ କରୋନା ସଂକ୍ରମଣ : ଆକ୍ରାନ୍ତଙ୍କ...
ଭୁବନେଶ୍ୱର ୨୯-୪ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଁଞ୍ଚିଛି। ତେବେ ଆଶ୍ଚର୍ଯ୍ୟର କଥା...
ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ
ମୁମ୍ବାଇ ୨୯-୪ (ଓଡ଼ିଆ ପୁଅ) ବଲିଉଡ ଅଭିନେତା ଇରଫାନଙ୍କର ନିଧନ ହୋଇଥିବା ସୂଚନା ମିଲିଛି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ସେ କୋକିଲାବେନ୍ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି...
ଆଶାର କିରଣ: ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ଭାରତରେ ପ୍ରସ୍ତୁତ କୋଭିଡ୍- ୧୯ ଟିକା; ମୂଲ୍ୟ ରହିବ ମାତ୍ର...
ଭୁବନେଶ୍ୱର: ଭାରତରେ କରୋନା ଟିକା ପ୍ରସ୍ତୁତ କରିବାରେ ନିୟୋଜିତ ଥିବା ମହାରାଷ୍ଟ୍ରର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି ପରୀକ୍ଷଣ ସଫଳ ହୁଏ,...
CBSE ପରୀକ୍ଷା ଅପଡେଟ୍ : ଦଶମର ବାକିଥିବା ବିଷୟଗୁଡ଼ିକର କୌଣସି ପରୀକ୍ଷା ହେବ ନାହିଁ
ନୂଆଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) କରୋନା ଭାଇରସ୍ ଲକ୍ଡାଉନ୍ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ ବୋର୍ଡ) ରୁ ବଡ ଖବର ଆସିଛି। ବୋର୍ଡ ସ୍ପଷ୍ଟ କରିଛି ଯେ, ଦଶମ ବୋର୍ଡର...
ଯୋଡା – ତିନୋଟି ଖଣିରେ ପରିବହନ ବନ୍ଦ କଲେ ଗ୍ରାମବାସୀ, ୯ ଗିରଫ
ଯୋଡା, ୨୯ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜିଲିଙ୍ଗ ଲଙ୍ଗାଲୋଟାର ଏସେଲ ମାଇନିଙ୍ଗ ଏଣ୍ଡ ଇଣ୍ଡଷ୍ଟ୍ରିଜ ପ୍ରାଃ ଲିଃ, ଜଜାଙ୍ଗସ୍ଥିତ...
ଓଡ଼ିଶାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି
ଭୁବନେଶ୍ବର ୨୯-୪ (ଓଡ଼ିଆ ପୁଅ) : ଆଜି ପୁଣି ରାଜ୍ୟରେ ନୂଆ ଆଉଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା...
ଶୁଭ ସକାଳ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..
ॐ ଦୃତେ ଦୃଂହ ମିତ୍ରସ୍ୟ ମା' ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷନ୍ତାମ୍।
ମିତ୍ରସ୍ୟାହଂ ଚକ୍ଷୁଷା ସର୍ବାଣି ଭୂତାନି ସମୀକ୍ଷେ।
ମିତ୍ରସ୍ୟ ଚକ୍ଷୁଷା ସମୀକ୍ଷାମହେ॥ (ଯଜୁର୍ବେଦ ୩୬/୧୮)
ଭାବାର୍ଥ -
ହେ' ଅନନ୍ତବଳ ମହାବୀର ଈଶ୍ୱର। ହେ' ଦୁଷ୍ଟ ସ୍ୱଭାବନାଶକ।...
କରୋନା ତାଲା ବନ୍ଦ ସମୟରେ ବାନରଙ୍କୁ ଖାଦ୍ୟ ଯୋଗାଇଲା ପୁଲିସ
ଭୁବନେଶ୍ୱର/ଯାଜପୁର ୨୮ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ କରୋନା ଲକ୍ଡାଉନ୍ ଓ ସଟଡାଉନ୍ ନୟମକୁ ଜନସାଧାରଣ ପାଳନକୁ ତଦାରଖ କରିବାକୁ ଯାଉଥିବା ପୁଲିସ ବାବୁ ବାନରଙ୍କ ହାବୁଡରେ ପଡିଥିବା ଦେଖିବାକୁ ମିଳିଛି।...
କେନାଲକୁ ଟ୍ରାକ୍ଟର ଓଲଟି ପଡିବାରୁ ୨ମୃତ ଏକ ଗୁରୁତ୍ତର
କେନ୍ଦ୍ରାପଡା ୨୮/୪( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପାଳକଣା ଗ୍ରାମ ରାସ୍ତାରେ ଏକ ଟ୍ରାକ୍ଟର କେନାଲ ଭିତରକୁ ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପିହୋଇଯାଇ ଫକିର ସେଠୀଙ୍କ ପୁଅ...
ଲକ ଡାଉନ ପାଇଁ ଘର ଘର ବୁଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲବହି ବାଟିଂଲେ
ମାଲକାନଗିରି,୨୮ା୪ (ଓଡିଆ ପୁଅ ) କରୋନା ମହାମାରି କୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଥିବାରୁ ସମସ୍ତ ସ୍କୁଲ ଗୁଡିକ ବନ୍ଦରହିଛି,ଏହାର ପ୍ରଭାବ ସିଧାସଳଖ ଭାବେ ଛାତ୍ର ଛାତ୍ରୀ...
୪ଜଣ କରୋନା ଆକ୍ରନ୍ତଙ୍କ କେସ ହିଷ୍ଟ୍ରି ପ୍ରକାଶ କଲେ ସରକାର
ଭୁୁବନେଶ୍ୱର୨୭ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ କରୋନାରେ ଆକ୍ରାନ୍ତ ୪ଜଣ ଙ୍କ କେସ ହିଷ୍ଟ୍ରି ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ୧୦୪, ୧୦୫, ୧୦୬ଓ ୧୦୭...
କରୋନା ଯୁଦ୍ଧା ସବଇନିସପେକ୍ଟର ଙ୍କ ବଦାନ୍ୟତା,୪୧ଡିଗ୍ରୀ ଖରାରେ ଡହଳ ବିକଳ ହେଉଥିବା ଭିନ୍ନକ୍ଷମ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ...
ମାଲକାନଗିରି,୨୮ା୪ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍ିତି ସୃଷ୍ଟି ହୋଇଥିବା ବେଳେ ୪୧ଡିଗ୍ରୀ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଜଣେ...
ମୃତ୍ୟୁ ଏବଂ ଅନ୍ତିମ ସଂସ୍କାର ପରେ ଆସିଲା କରୋନା ଆକ୍ରାନ୍ତ ମହିଳାଙ୍କ ଫୋନ୍: କହିଲେ ହେଲୋ; ମୁଁ ବଞ୍ଚିଛି...
ଭୁବନେଶ୍ୱର: ଜଣେ କରୋନା ସଂକ୍ରମିତ ମହିଳାଙ୍କର ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା। ଡାକ୍ତରଖାନା ପକ୍ଷରୁ ସଂପୃକ୍ତ ମହିଳାଙ୍କ ପରିବାରକୁ ଖବର ଆସିଲା ଯେ ସେ ମୃତ୍ୟୁ ବରଣ କରିଛନ୍ତି। ପରିବାର ଲୋକ ନେଇ ମହିଳାଙ୍କ...
ରାଜ୍ୟ ବାହରରୁ ଫେରିବାକୁ ୬୮୧୯ ଜଣଙ୍କ ନାମ ପଞ୍ଜିକରଣ
ହାଟଡ଼ିହି, ୨୮ । ୪ : କରୋନା ଲକଡାଉନ ସମୟରେ ରାଜ୍ୟ ବାହାରେ ରହିଥିବା ଛାତ୍ରଛାତ୍ରୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ଓଡିଶା ଫେରିବା ପାଇଁ ନାମ ପଞ୍ଜିକରଣ ବାଧ୍ୟତା ମୁଳକ କରିବାପରେ...
୩ଜଣ ଚୋରା ମଦ ବେପାରୀଙ୍କୁ ଧରି ପୁଲିସ ଜିମା ଦେଲେ ମହିଳା, ବାଇକ ଜବଦ
ହାଟଡ଼ିହି-୨୮/୪, ହାଟଡିଡି ବ୍ଲକର ବିଭିନ୍ନ ଗାଁରେ ଚୋରା ଦେଶୀ ମଦ ପ୍ରସ୍ତୁତକାରୀ ମାନେ ଏବେ ଘରେଘରେ ମଦ ପ୍ରସ୍ତୁତକରି କଏହାକୁ କୁଟୀର ଶିଳ୍ପରେ ପରିଣତ କଲେଣି । ଏହି ବ୍ଲକର ଅନ୍ଧାରୀ, ପୁରୁଣାପାଣି,...
କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ବିଜେପି
ହାଟଡ଼ିହି-୨୮/୪, ବର୍ତ୍ତମାନ ପରିସ୍ଥିତିରେ କରୋନା ଯୁଦ୍ଧରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରିଥିବା ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ବିଜେପି ପକ୍ଷରୁ ସମ୍ମାନୀତ କରାଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀମାନେ...
ସହକାରୀ ଉପଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ବାହାର ଧର୍ମ ପ୍ରଚାରକଙ୍କୁ ଖେଳ ଉପକରଣ ବଣ୍ଟନ
ହାଟଡ଼ିହି-୨୮/୪, ଆନନ୍ଦପୁର ସହକାରୀ ଉପଜିଲ୍ଲାପାଳ କମଳାକାନ୍ତ ପଣ୍ଡାଙ୍କ ଦ୍ୱାରା ହାଟଡିହିରେ ଥିବା ରାଜ୍ୟ ବାହାରର ଧର୍ମ ପ୍ରଚାରକଙ୍କୁ ଖେଳ ଉପକରଣ ବଣ୍ଟନ କରିଛନ୍ତି । ରାଜସ୍ଥାନ ଅଞ୍ଚଳର ୪୦ଜଣ ସାଇ ପ୍ରଚାରକ ସପରିବାର...
ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନକଲେ ୫୦ହଜାର
ହାଟଡ଼ିହି-୨୮/୪, ବର୍ତ୍ତମାନ ପରିସ୍ଥିତିରେ ସାରା ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଥିବାବେଳେ ବିଭିନ୍ନ ଦେଶର ଆର୍ôଥକ ସ୍ଥିତି ଦୋହଲି ଗଲାଣି । ଭାରତର ଅର୍ଥନୀତି ଶୋଚନୀୟ ଆଡକୁ ଗତି କରୁଥିବାବେଳେ ବିଭନ୍ନ ସ୍ୱେଚ୍ଛାସେବୀ...























