Home 2020

Yearly Archives: 2020

ଆଜି ବି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ : ରଥଖଳା ଶୂନଶାନ

ପୁରୀ, ୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :- ଘୋଷଯାତ୍ରା ପାଇଁ ଅକ୍ଷୟତୃତୀୟାଠାରୁ ପାରମ୍ପରିକ ରୀତି ନୀତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟର ରଥକାଠ ଅନୁକୂଳ ଶ୍ରୀମନ୍ଦିର ପରିସରରରେ ଅନୁଷ୍ଠିତ ହୋଇଥିଲା। ୩ ତାରିଖ...

ଲକଡାଉନ ତୃତୀୟ ପ୍ରର୍ଯ୍ୟାୟର ଚତୁର୍ଥ ଦିନରେ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର ଚଳଚଂଚଳ

ପୁରୀ, ୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :- ଲକଡାଉନର ତୃତୀୟ ପ୍ରର୍ଯ୍ୟାୟର ଆଜି ଚତୁର୍ଥ ଦିବସରେ ସହରରେ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲା ରହିଛି। ଏବଂ ଶହ ଶହ ଲୋକ ବାଇକରେ...

କେନ୍ଦୁଝର : ହାତୀ ମୃତ୍ୟୁ ଘଟଣାରେ ରେଞ୍ଜର ଏବଂ ଫରେଷ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦୁଝର, ୭ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମେବାରୀ ଫରେଷ୍ଟ ସେକ୍ସନ କାଶିଆ ଖେସରା ଜଙ୍ଗଲରେ ଏକ ହାତୀ ମୃତ୍ୟୁ ଘଟଣାରେ କେନ୍ଦୁଝର ଡିଏଫଓ ସନ୍ତୋଷ...

ଫସି ରହିଥିବା ପଡ଼ୋଶୀ ରାଜ୍ୟ ଝାରଖଣ୍ଡର ୨୮ଜଣ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ସହାୟତାରେ ଘର ବାହୁଡ଼ା

ବଡ଼ବିଲ ,ତା ୦୭ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ଏବଂ...

ଭଲ ଖବର : ଭୁବନେଶ୍ୱରରୁ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

0
ଭୁବନେଶ୍ଵର ୭-୫ (ଓଡ଼ିଆ ପୁଅ) : ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ଵରର। ଏ ପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ସୁସ୍ଥ ସଂଖ୍ୟା ୬୨କୁ...

ପୁଣି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ବର ୭-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ...

ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ୍ – ୨ ଗିରଫ

0
ରମ୍ଭା ୭-୫ (ଓଡ଼ିଆ ପୁଅ) ରମ୍ଭା ପୋଲିସ ଏକ ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ କରିଛି। ରମ୍ଭା ଅଞ୍ଚଳରେ ଏହି ରାକେଟର ଦୁଇ ଜଣଙ୍କୁ ନକଲି ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ...

ବେଆଇନ୍ ମଦ ଜବତ, ପୋଚ ନଷ୍ଟ ୬ ଗିରଫ

0
ଝାରସୁଗୁଡ଼ା ୭-୫ (ଓଡ଼ିଆ ପୁଅ) ଝାରସୁଗୁଡ଼ା ପୋଲିସ୍ ବେଆଇନ୍ ମଦ ଜବତ କରିବା ସହିତ ପୋଚ ନଷ୍ଟ କରିଥିବା ଖବର ମିଳିଛି। ଜିଲ୍ଲା ପୋଲିସ୍ ତରଫରୁ ଦିଆଯାଇଥିବା ସୂଚନାନୁଯାୟୀ ୪୦ କ୍ୱିଣ୍ଟାଲ ପୋଚ...

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ଦୂରଦୃଷ୍ଟି ..

ଭୁବନେଶ୍ୱର: କରୋନା ଆତଙ୍କ ବିରୋଧରେ ଲଢ଼ିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ବିଶ୍ଵ ସ୍ତରରେ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ସମସ୍ତ ବିଭାଗୀୟ ମନ୍ତ୍ରୀ...

ଓଡ଼ିଶାରେ ଫସିଥିବା ଲୋକ କିମ୍ବା ଜରୁରୀକାଳୀନ ସ୍ଥିତିରେ ଓଡ଼ିଶା ବାହାରକୁ ଯିବା ପାଇଁ ସରକାର ଆରମ୍ଭ କଲେ ଇ-ପାସ

0
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) : ଓଡ଼ିଶାରେ ଯଦି କୌଣସି ପର୍ଯ୍ୟଟକ, ଛାତ୍ର, ଶ୍ରମିକ ତଥା ଅନ୍ୟ କେଉ କାରଣରୁ ଆସି ଲକଡାଉନ କାରଣରୁ ଫସିରହିଛନ୍ତି ତେବେ ଓଡ଼ିଶା ବାହାରକୁ ଯିବା ପାଇଁ...

କ୍ରୁର ଶାସକ: ଯିଏ ଟ୍ୟାଙ୍କ୍ ଚଲାଇ ନିଜ ଦେଶରେ କରିଥିଲା ଛାତ୍ରହତ୍ୟା ..

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ବାମପନ୍ଥୀ (କମ୍ୟୁନିଷ୍ଟ) ସମେତ କେତେକ ବିରୋଧୀ ଦଳ ଏବଂ ସେହି ବିଚାରଧାରାର ତଥାକଥିତ ବୁଦ୍ଧିଜୀବୀ ମାନେ ତାଙ୍କୁ ଏକଛତ୍ରବାଦୀ କ୍ରୁର ଶାସକ...

ମହମବତୀ ଓ ଦୀପ ଜଳାଇ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲାଣୀବାସୀ

ବଡ଼ବିଲ ,ତା ୦୭ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣୀର ନାଗରିକ ସୁରକ୍ଷା ମଞ୍ଚ ଓ ବଜରଙ୍ଗ ଦଳର ନେତୃତ୍ୱରେ ଜୟ ମାଲକ୍ଷ୍ମୀ, ମା ମଙ୍ଗଳା ସ୍ୱୟଂ...

ଏକା ଥରକେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫

0
ଭୁବନେଶ୍ୱର ୭-୫ (ଓଡ଼ିଆ ପୁଅ) : ରାଜ୍ୟରେ ଏକା ଥରକେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ ଜଣ ଗଞ୍ଜାମ ଜିଲ୍ଲାରୁ ଏବଂ ୩ ମୟୁରଭଞ୍ଜ ଜିଲ୍ଲାରୁ ବୋଲି ଜଣାପଡିଛି। ତେବେ...

୧୧ ସେପ୍ଟେମ୍ବର ଏବଂ ପର୍ଲ ହାର୍ବର୍ ଠାରୁ ଭୟଙ୍କର ହେଉଛି କରୋନା – ଟ୍ରମ୍ପ

0
ୱାଶିଂଟନ୍/ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଯୁକ୍ତରାଷ୍ଟ୍ର ଆମେରୀକାରେ ଭୟଙ୍କର ରୂପ ଧାରଣ କରିଛି କରୋନାଭାଇରସ୍। ଏହି ମହାମାରୀ ଆମେରୀକାରେ ୭୨ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି। ଏବଂ ୧୨ ଲକ୍ଷରୁ...

ଶୁଭ ସକାଳ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ଅନୁଚିନ୍ତା - ଦୁର୍ଦ୍ଦିନ ଏବଂ ଦୁର୍ଦ୍ଦଶା ଜଣେ ଉତ୍ତମ ଶିକ୍ଷକ ହୋଇଥାଆନ୍ତି। ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟରେ ଭାଙ୍ଗିନଯାଇ ଆମକୁ ଏକ ଉତ୍ତମ ଛାତ୍ର ହୋଇ ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟ ଠାରୁ ଉତ୍ତମ...

ଆଜି ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ରଥଖଳାରେ ଆରମ୍ଭ ହୋଇନାହିଁ

ପୁରୀ, ୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ଗଜପତି ମହାରାଜ ସୂଚନା ଦେଇଥିଲେ। ସେଥିପାଇଁ ଗତକାଲି ସକାଳ...

ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ପାଳିତ

ପୁରୀ, ୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରେ ପାରମ୍ପରିକ ରୀତିନୀତି ମତେ ପାଳିତ ହୋଇଛି ନୃସିଂହଙ୍କ ଜନ୍ମ ନୀତି। ତିନିବାଡରେ ମହାସ୍ନାନ ପରେ ଛମୂର୍ତି ଅଳଙ୍କାର...

ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର

ବାଲିଗୁଡା, ୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ...

ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରସଙ୍ଗରେ – ଖରିଫ ଧାନ ବିକିନଥିବା ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା...

0
ଭୁବନେଶ୍ୱର, ୦୬/୦୫ (ଓଡ଼ିଆ ପୁଅ) : ଚାଷୀ ଅନ୍ନଦାତା। କରୋନା ମହାମାରୀ ଲଢେଇରେ ଆମ ଚାଷୀ ଭାଇ ମଧ୍ୟ ଜଣେ ଜଣେ ଯୋଦ୍ଧା ଓ ଲଢେଇର ସାରଥୀ। ସେମାନଙ୍କ କାରଣରୁ ସମସ୍ତଙ୍କ ଘରେ...

୧୦ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଜିଲ୍ଲାପାଳ ଉଦ୍ଧାର କଲେ

ବାଲିଗୁଡା,୬/୬ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ପ୍ରବାସୀ ଓଡ଼ିଆ ଆନ୍ଧ୍ର ପ୍ରଦେଶରୁ ଚାଲି ଚାଲି ବ୍ରହ୍ମପୁର ଆସିବା ପରେ ଏକ ଟ୍ରକରେ ଲିଫ୍ଟ ମାଗି ସେମାନେ କଳିଙ୍ଗାରେ ଓଲ୍ହାଇବାର ଥିଲା,...