Home ଅପରାଧ ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ୍ – ୨ ଗିରଫ ଅପରାଧଗଞ୍ଜାମଜିଲ୍ଲା ପରିକ୍ରମା ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ୍ – ୨ ଗିରଫ By Bureau - May 7, 2020 199 0 0 0 0ରମ୍ଭା ୭-୫ (ଓଡ଼ିଆ ପୁଅ) ରମ୍ଭା ପୋଲିସ ଏକ ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ କରିଛି। ରମ୍ଭା ଅଞ୍ଚଳରେ ଏହି ରାକେଟର ଦୁଇ ଜଣଙ୍କୁ ନକଲି ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର ଯୋଗାଉଥିବା ଅଭିଯୋଗରେ ଗିରଫ କରିଛି ସ୍ଥାନୀୟ ପୋଲିସ୍। Tweet 0 0 0 0