Home ଓଡ଼ିଶା ଶୁଭ ସକାଳ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

ଶୁଭ ସକାଳ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

715

ଅନୁଚିନ୍ତା –

ଦୁର୍ଦ୍ଦିନ ଏବଂ ଦୁର୍ଦ୍ଦଶା ଜଣେ ଉତ୍ତମ ଶିକ୍ଷକ ହୋଇଥାଆନ୍ତି। ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟରେ ଭାଙ୍ଗିନଯାଇ ଆମକୁ ଏକ ଉତ୍ତମ ଛାତ୍ର ହୋଇ ଦୁର୍ଦ୍ଦଶା ଏବଂ ଦୁର୍ଦ୍ଦିନ ସମୟ ଠାରୁ ଉତ୍ତମ ଶିକ୍ଷା ନେବା ଉଚିତ୍। ଏପରି କରି ପାରିଲେ ତାହା ଭବିଷ୍ୟତ ଜୀବନ ପାଇଁ ଉପାଦେୟ ହୋଇଥାଏ। ଭବିଷ୍ୟତ ଜୀବନରେ ସଫଳତା ପ୍ରାପ୍ତି ହୁଏ। ବଳକା ସମୟ ଭଲରେ କଟିବା ସହ ନିଜ ଉପରେ ଆତ୍ମବିଶ୍ୱାସ ଆସିଥାଏ।

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ .. -ଦେବଦତ୍ତ ରଥ

ସୁପ୍ରଭାତ; ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.