Home 2020

Yearly Archives: 2020

ପାଣି ପାଇପ୍ ଫାଟି ପାଚିଲା ଧାନ ଜମିରେ ପାଣି

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଇପ୍ ଫାଟି ପାଚିଲା ଧାନ ବିଲରେ ପାଣି ଜମିଛି । ଧାନ ଅମଳରେ ଚାଷୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଖବର...

୮ ବର୍ଷରେ ଚାନ୍ଦବାଲି ଫିଡରରେ ଶକ୍ତି ବିଭାଗ ଖର୍ଚ୍ଚ କଲାଣି ୭୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା, ତଥାପି ସୁଧୁରୁନି...

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଦ୍ୟୁତ୍ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ବିଗତ ୮ ବର୍ଷରେ ଚାନ୍ଦବାଲି ଫିଡରରେ ବିଭିନ୍ନ ଯୋଜନାରେ ୮୦ କୋଟିରୁ...

ଧାମରାରେ କଇଁଛ ସୁରକ୍ଷା ଏବଂ ବ୍ୟକ୍ତିଗତ ସାମାଜିକ ଓ ପାରିପାଶ୍ୱିର୍କ ପରିମଳ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନପାଳଙ୍କ ଅଫିସ ପ୍ରାଙ୍ଗଣରେ ବନପାଳ ଗଦାଧର ବିଶ୍ୱାଳଙ୍କ ପରିଚାଳନାରେ କଇଁଛ ସୁରକ୍ଷା ଏବଂ ବ୍ୟକ୍ତିଗତ ସାମାଜିକ ଓ ପାରିପାଶ୍ୱିର୍କ ସଚେତନତା...

ମହିଳା ଓ ବାଳିକା ହିଂସା ନିରୋଧ କର୍ମଶାଳା

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ସେଣ୍ଟର ଦ୍ୱାରା...

ଭଦ୍ରକ ମହାବିଦ୍ୟାଳୟ ସବୁ କ୍ଷେତ୍ରରେ ଅବହେଳିତ, ବିଶ୍ୱବିଦ୍ୟାଳୟ ମାନ୍ୟତା କେବେ!

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ସତର୍କତା ପାଇଁ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ ବୈଠକ ଆଜି ପୁଣି...

ଭଦ୍ରକ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସଭାପତିତ୍ୱରେ ପବିତ୍ର ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି ।...

ଭଦ୍ରକ ଜିଲା ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ହେଲେ ସତ୍ୟପ୍ରକାଶ ବିଶ୍ୱାଳ, ଜିଲାର ସମସ୍ତ ବିଧାୟକ...

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ଭାବେ ସତ୍ୟପ୍ରକାଶ ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଚରମ୍ପା...

ଡଙ୍ଗା ଭସାଇବା ନିଷିଦ୍ଧ କରି ଜିଲ୍ଳାର ୪୪ଟି ସ୍ଥାନରେ ଜାରି ହେଲା ୧୪୪ ଧାରା

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋବିଡ଼ ୧୯ ମସୟରେ ଚାଲିଥିବା ପଞ୍ଚକ ବ୍ରତରେ ଭିଡକୁ ଲକ୍ଷ୍ୟ କରି ପୂର୍ବରୁ ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠଓ ଶିବଗଙ୍ଗା...

କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ଦେଶରେ କରୋନା ମହାମାରୀ ତାର କାୟା ବିସ୍ତାର କରିଥିବାବେଳେ ନରେନ୍ଦ୍ର ମୋଦିଙ୍କ ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ୧୯୫୫ କୁ...

ପଞ୍ଚୁଗୋଛିଆ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା

ହାଟଡ଼ିହି ,୨୭ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପଞ୍ଚୁଗୋଛିଆ ସେବାସମବାୟ ସମିତିରେ ଆଜି ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମିତିର...

ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳିତ

ହାଟଡିହି-୨୭ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା...

ମରୈଗାଁ ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା, କୋଭିଡ ନିୟମ ମାନି ଧାନ କିଣିବାକୁ ନିଷ୍ପତି

ହାଟଡ଼ିହି, ୨୭ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ମରୈଗାଁ ସେବାସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସହକାରୀ ଉପନିବନ୍ଧକ ତଥା...

ହଦଗଡ ପଞ୍ଚାୟତରେ ଆଦିବାସୀଙ୍କ ମେଳି

ହାଟଡିହି-୨୭ /୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ଦଲକି, ପିତାନାଉ, ଜୁଣପସି ଆଦି ଗ୍ରାମର ଆଦିବାସୀ ମାନେ ସରକାରଙ୍କ ପୁନଃ ବିସ୍ଥାପିତକୁ ବିରୋଧ...

ତାଳଚେର ପୈାର ମଣ୍ଡଳରେ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

0
ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାର ମଣ୍ଡଳରେ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନୀ ସତ୍ରରେ ଯୋଗ...

ସାଂସଦଙ୍କ ଦ୍ୱାରା ପ୍ରତିଷ୍ଠିତ ଦୁଇ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ

0
ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ଓ ସାପ୍ତାହିକ ପତ୍ରିକା ‘ଆଗେଇବା’ର ନୂତନ କାର୍ଯ୍ୟାଳୟ ଦେଉଳବେଡ଼ାଠାରେ ଉଦ୍‌ଘାଟିତ ହୋଇଛି ।...

ରୁଗୁଡି ଆଶ୍ରମରେ ଗୋପାଳ ସହସ୍ର ନାମଯଜ୍ଞ

0
ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମହାପଂଚୁକ ପାଳନ ଅବସରରେ ତାଳଚେର ବ୍ଲକ୍ ଅନ୍ତର୍ଗତ ସୋଲଡା ତେଲିପୁର ସାହି ନିକଟସ୍ଥ ରୁଗୁଡି ଆଶ୍ରମରେ ଏକ ଗୋପାଳ ସହସ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।...

‘ଦିଲବର୍ ଦିଲବର୍’ ଗୀତର ଆରବୀକ୍ ଭର୍ସନରେ ନୋରା ଫତେହି: ଭିଡିଓ ଭାଇରାଲ୍

0
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହି ନେଇଥିବା ନୋରା ଫତେହିଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିରେ ନୋରା ତାଙ୍କର ଚମତ୍କାର...

ପୁଣି ବଢ଼ିଲା ତୈଳ ଦର

0
ନୂଆ ଦିଲ୍ଲୀ ୨୭-୧୧ (ଓଡ଼ିଆ ପୁଅ) ଘରୋଇ ବଜାରରେ ପେଟ୍ରୋଲ.ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲକୁ ପୁଣି ବୃଦ୍ଧି କରିଛନ୍ତି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା...

କରୋନା ହସ୍ପିଟାଲରେ ଅଗ୍ନିକାଣ୍ଡ – ୬ ଜଣ ଆକ୍ରାନ୍ତ ମୃତ

0
ରାଜକୋଟ ନଭେମ୍ବର ୨୭ (ଓଡିଆ ପୁଆ) ଶୁକ୍ରବାର ଦିନ ଗୁଜୁରାଟର ରାଜକୋଟସ୍ଥିତ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୬ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜକୋଟରେ ଉଦୟ...

ନୟାଗଡ଼ରେ ବିଭିନ୍ନ ସଂଘଠନ ପକ୍ଷରୁ ରାସ୍ତାରୋକ ଓ ଧାରଣା

ନୟାଗଡ଼, ୨୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ଭାରତ ବନ୍ଦ ଡାକରା ପରିପ୍ରେକ୍ଷିରେ...