Home 2020
Yearly Archives: 2020
ଡନ୍ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକଟିକେଟ ଜାରି କଲା କାନପୁର ଡାକ ବିଭାଗ –...
ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ଅଣ୍ଡରୱାର୍ଲ୍ଡ ମାଫିଆ ଡନ୍ ଛୋଟା ରାଜନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକ ଟିକେଟ କାନପୁରର ମୁଖ୍ୟ ଡାକଘରୁ ରିଲିଜ୍ ହେବା ପରେ ଏହି...
ବଡ଼ ନିଷ୍ପତ୍ତି: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ରହିବ ସଂରକ୍ଷଣ
ଭୁୁୁବନେଶ୍ୱର: ରରାଜ୍ୟ କ୍ୟାବିନେଟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ସରକାରୀ ହାଇସ୍କୁଲ ଗୁଡ଼ିକର ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡ଼ିଶାର ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜ ମାନଙ୍କରେ...
ବିଧାୟକଙ୍କ ଦ୍ୱାରା ଉତ୍କଳମଣି ଗୋପବନ୍ଧୁ ଦାଶ ଓ ମହାପୁରୁଷ ଙ୍କ ପ୍ରତିମୃର୍ତି ଉମ୍ନୋଚନ
ନୟାଗଡ/୨୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସର ରେ ଉତ୍କଳମଣି ଗୋପବନ୍ଧୁ ଦାଶ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ରାଜା ସାହେବ ବଜେନ୍ଦ୍ର ଚନ୍ଦ୍ର ସିଂହଦେଓ...
୧୬ନଂ ଜାତୀୟ ରାଜପଥ ଓସକାଇ ଛକରେ ଦୃର୍ଘଟଣା ୧ଯୁବକ ମୃତ
ନୟାଗଡ/୨୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥ ଓସକାଇ ଖୋଲ ଛକରେ ଏକ ଦୃର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୃର୍ଘଟଣା ରେ ନିକଟସ୍ଥ ଓସ୍ତପଡା ଗ୍ରାମର...
ଭାରତୀୟ ରେଳବାଇର ସଫଳତା – ୧୮୦ କିମି ବେଗରେ ଦୌଡ଼ିବ ଏହି ଟ୍ରେନ୍
ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଚଳିତ ବର୍ଷ ଶେଷରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୦୨୦ ଶେଷ ପୂର୍ବରୁ, ଭିସ୍ତାଡୋମ୍ କୋଚ୍ ସହିତ ଟ୍ରେନ୍...
ଫାରହା ଖାନ ୧୯୯୮ ଫିଲ୍ମ ଫେୟାର ଆୱାର୍ଡର ଫଟୋ ସେୟାର କରିଛନ୍ତି – କରୀନାଙ୍କ ଠାରୁ ଶାହାରୁଖ ଖାନ୍...
ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫାରହା ଖାନ ତାଙ୍କ ପ୍ରଶଂସକ ଏବଂ ଫଲୋୟର୍ସଙ୍କ ପାଇଁ ସୋସିଆଲ ମିଡିଆ ଇନ୍ଷାଟଗ୍ରାମ ହ୍ୟାଣ୍ଡେଲରେ ଏକ ପୁରୁଣା ଫଟୋ...
ଗଛ ଓ ପୋଷ୍ଟର ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ: ଯାତାୟତ ବାଧାପ୍ରାପ୍ତ
ବାଲିଗୁଡ଼ା, ୨୮/୧୨ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରଡ଼ିଗୁମା ନିକଟରେ...
କନ୍ଧମାଳର ୪ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିବା ବିଷୟ : ଜିଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ...
କନ୍ଧମାଳ, ୨୮/୧୨ ( ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ୪ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଇଏସ୍ଓ ୯୦୦୧:୨୦୧୫ ପ୍ରମାଣପତ୍ର ପାଇଛି। ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନକୁ...
ମଣ୍ଡିରେ ଧାନ ରଖୁ ନ ଥିବା ଅଭିଯୋଗ, ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ
କନ୍ଧମାଳ, ୨୮/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୨୨ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି। କିନ୍ତୁ ଜିଲାର ଅନେକ ମଣ୍ଡିରେ ଦାୟିତ୍ୱରେ...
ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡା, ୨୮/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ...
ଅସମ୍ଭାଳ ଶୀତରେ ଗଛତଳେ ପରିବାର ଘଟଣା – ସହଯୋଗର ହାତ ବଢାଇଲା ଟିମ୍ହ୍ୟୁମାନିଟି
ବାଲିଗୁଡା, ୨୯/୧୨ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାରେ ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଶୀତ ଏଭଳି ହେଉଛି ଯେ ଜିଲାର ବିଭିନ୍ନ ସ୍ଥାନରେ...
ସମଗ୍ର କନ୍ଧମାଳ ଜିଲାରେ ବିଜେପିର ଚିଠି ଚିରା ଆନ୍ଦୋଳନ
କନ୍ଧମାଳ, ୨୯/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବିଭିନ୍ନ ବ୍ଳକ ସ୍ତରରେ ବିଜେପି ପକ୍ଷରୁ ଚିଠି ଚିରା ଆନ୍ଦୋଳନ କରାଯିବା ସହିତ ଟିକାବାଲି ଠାରେ ବ୍ଳକ ମଧ୍ୟ ଘେରାଉ କରିଥିଲେ...
ଅନୁଭବ ବର୍ଷା ପାରିବାରିକ ବିବାଦ : ମହିଳା କମିଶନରେ ହାଜର ହେଲେ ବର୍ଷା
ଭୁବନେଶ୍ୱର ୨୯-୧୨ (ଓଡ଼ିଆ ପୁଅ) ଓଲିଓଡ ଦମ୍ପତି ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲାରେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହାଜର ପାଇଁ ୩ଜଣଙ୍କୁ ହୋଇଥିଲା ନୋଟିସ୍। ଅନୁଭବ...
କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି : ରାଜ୍ୟ ପାଳିବ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ
ଭୁବନେଶ୍ୱର : ରାଜ୍ୟ ସରକାର ପାଳନ କରିବେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାତ୍ମା ଗାନ୍ଧୀ ୧୯୨୧ରୁ...
ଭାରତରେ କରୋନାର ନୂଆ ଅବତାରର ପ୍ରବେଶ – ୬ ବ୍ରିଟେନ ଫେରନ୍ତାଙ୍କ ଠାରେ ଲକ୍ଷଣ ମିଳିଲା
ନୂଆଦିଲ୍ଲୀ, ୨୯ ଡିସେମ୍ବର (ଓଡ଼ିଆ ପୁଅ) ଭାରତରେ କରୋନାର ନୂଆ ଅବତାରର ପ୍ରବେଶ। ୬ ୬ ବ୍ରିଟେନ ଫେରନ୍ତା ଠାରେ ଲକ୍ଷଣ ମିଳିଥିବା ଜଣା ପଡ଼ିଛି। ଏ ନେଇ ମଙ୍ଗଳବାରଦିନ ଭାରତ ସରକାର...
ମେଲବୋର୍ଣ୍ଣରେ ଭାରତର ଐତିହାସିକ ବିଜୟ – ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରି ସିରିଜରେ ୧-୧
ନୂଆ ଦିଲ୍ଲୀ ୨୯ ଡିସେମ୍ବର (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୭୦ ରନର ଲକ୍ଷ୍ୟ ଦେଇଥିଲା। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଖରାପ ଥିଲା ୨୦୦ ରନ୍ ରେ ସୀମିତ...
ପିସିସି ପକ୍ଷରୁ ୧୩୬ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର ୨୮.୧୨ (ଓଡ଼ିଆ ପୁଅ) - ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି...
‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତଭଣ୍ଡାର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ...
ପରୀକୁ ନ୍ୟାୟ ଦାବିରେ‘ଓଡ଼ିଶା ପ୍ରଗତି ଦଳ’ପକ୍ଷରୁ ସ୍ମାରକପତ୍ର
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ଓଡ଼ିଶା ପ୍ରଗତି ଦଳ ପକ୍ଷରୁ ସୋମବାର ଦିନ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନର ସଭାପତି ବିମଲ ମହାପାତ୍ରଙ୍କ ନେତୃତ୍ୱରେ...
ଆବାସ ହିତାଧିକାରୀ ଚୟନରେ ଅନିୟମିତତା, ବିଜେପି ପକ୍ଷରୁ ଫେରାଦ
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ସଦର ବ୍ଲକରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି କର୍ମକର୍ତ୍ତା। ସଦର ବିଜେପି...






