Home Coronavirus Outbreak ଭାରତରେ କରୋନାର ନୂଆ ଅବତାରର ପ୍ରବେଶ – ୬ ବ୍ରିଟେନ ଫେରନ୍ତାଙ୍କ ଠାରେ ଲକ୍ଷଣ ମିଳିଲା

ଭାରତରେ କରୋନାର ନୂଆ ଅବତାରର ପ୍ରବେଶ – ୬ ବ୍ରିଟେନ ଫେରନ୍ତାଙ୍କ ଠାରେ ଲକ୍ଷଣ ମିଳିଲା

50

ନୂଆଦିଲ୍ଲୀ, ୨୯ ଡିସେମ୍ବର (ଓଡ଼ିଆ ପୁଅ) ଭାରତରେ କରୋନାର ନୂଆ ଅବତାରର ପ୍ରବେଶ। ୬ ୬ ବ୍ରିଟେନ ଫେରନ୍ତା ଠାରେ ଲକ୍ଷଣ ମିଳିଥିବା ଜଣା ପଡ଼ିଛି। ଏ ନେଇ ମଙ୍ଗଳବାରଦିନ ଭାରତ ସରକାର ଏହି ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ୩ ଜଣ ବାଙ୍ଗାଲୋରରୁ, ୨ ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁଣେରୁ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.