Home 2020
Yearly Archives: 2020
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ ବିଭାଗୀୟ ଅଧିକାରୀ ସମ୍ମାନ୍ନିତକୋରାପୁଟ ଜିଲ୍ଲାରେ ଧନ୍ୟବାଦ ଅର୍ପଣ ଦିବସ ପାଳିତ
କୋରାପୁଟ ; ତା୧୭-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାରେ କୋଭିଡ-୧୯ ପରିଚାଳନାରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ବିଶେଷକରି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ...
ପଞ୍ଜାବରେ ଆତ୍ମହତ୍ୟା କରିଥିବା ୨୦୦୦ କୃଷକଙ୍କ ବିଧବା ଦିଲ୍ଲୀର ଟିକିରୀ ସୀମାରେ ଆନ୍ଦୋଳନରେ ଯୋଗଦେଲେ
ନୂଆଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) : ପଞ୍ଜାବରେ ଗତ କିଛି ବର୍ଷ ଧରି ଆତ୍ମହତ୍ୟା କରିଥିବା କୃଷକଙ୍କ ପରିବାର ସଦସ୍ୟ ବୁଧବାର ଦିଲ୍ଲୀର ଟିକ୍ରି ସୀମାରେ ଚାଲିଥିବା ବିକ୍ଷୋଭରେ ଯୋଗ ଦେଇଛନ୍ତି। ମୃତ...
ସବ୍ସିଡ଼ି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବାର ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ...
କେନ୍ଦ୍ର କ୍ୟାବିନେଟର ଆଖୁଚାଷୀଙ୍କ ପାଇଁ ୩୫୦୦ କୋଟିର ସବସିଡି ମଞ୍ଜୁରକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
- ଭାରତବର୍ଷର ପ୍ରାୟ ୫ କୋଟି ଆଖୁଚାଷୀ ହେବେ ଉପକୃତ
- ଦେଶରେ ଚିନିର ଉତ୍ପାଦନ ବଢ଼ିବା ସହ ଅତିରିକ୍ତ ଇଥାନଲ...
କେନ୍ଦ୍ରୀୟ ଯୋଜନା ଓ ଅର୍ଥରେ ହେଉଛି ପୁରୀ, ଯାଜପୁର ମେଡିକାଲ କଲେଜ: ଲେଖାଶ୍ରୀ ସାମନ୍ତସିଂହାର
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ସେହି କ୍ରମରେ ଏଯାବତ ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୭୧୭ କୋଟି...
ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ କମିଟି ବୈଠକ ସଂଗଠନ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ...
ବାଲିଘାଟ ରାସ୍ତା ସଂପ୍ରସାରଣ ପ୍ରକଳ୍ପ ଶିଳାନ୍ୟାସ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସହ ସଦର ବ୍ଲକର ଏକାଧିକ ପଞ୍ଚାୟତକୁ ଯୋଡ଼ୁଥିବା ବାଲିଘାଟ ପୋଲ ଆପ୍ରୋଚ ରୋଡ଼୍ର ସଂପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ...
ନବ ନିର୍ବାଚିତ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ଶପଥପାଠ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ବାର ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ପାଠ କରିଛନ୍ତି। ଏହି ପରିପ୍ରେକ୍ଷୀରେ କଚେରୀ ହତାସ୍ଥିତ ୨ ନମ୍ବର ବାରରେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ...
ଧାନକିଣା ଖିଲାପ ପାଇଁ ସମିତି ସମ୍ପାଦକ ନିଲମ୍ବିତ
ବାଲେଶ୍ୱର, ୧୫ା୧୨(ଓଡ଼ିଆ ପୁଅ/ଅଭୟ ଦାସ) ଧାନ କିଣାରେ ଖିଲାପ ଅଭିଯୋଗରେ ସିମୁଳିଆ ବ୍ଲକ ଅନ୍ତର୍ଗତ ଚଣ୍ଡିଘର ପ୍ରାଥମିକ କୃଷି ସମବାୟ ସମିତି ଲିଃ.ର ସମ୍ପାଦକ ରବିନାରାୟଣ ବାରିକଙ୍କୁ ବୁଧବାର ଦିନ କାର୍ଯ୍ୟରୁ ନିଲମ୍ବନ...
ପରୀ ଏବଂ ରାଜ୍ୟର ଅପହୃତ ଶିଶୁମାନଙ୍କୁ ଖୋଜିବା ପାଇଁ ପୋଲିସର ତଦନ୍ତକୁ ଆହୁରି ତ୍ୱରାନ୍ୱୀତ କରିବା ଦାବିରେ ପୋଲିସ...
ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ'ର ୫ ବର୍ଷର ନାବାଳିକା ଶିଶୁ ପରୀକୁ କିଛି ଦୁର୍ବୁତ୍ତ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି। ଏହା ବିରୁଦ୍ଧରେ...
ମମତା ଦିବସର ସମୀକ୍ଷା ବୈଠକ
ପୁରୀ, ୧୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜିଲ୍ଲାରେ ଗର୍ଭବତୀ ପ୍ରସୁତି ମା’ ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ୱ ଦେବା ସଂକ୍ରାନ୍ତିୟ ମମତା ଦିବସ ସମୀକ୍ଷା ବୈଠକ ଜଗନ୍ନାଥବଲ୍ଲଭ ପରିସରରେ...
ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସଜେଇ ହେଲାଣି ପୁରୀ
ପୁରୀ, ୧୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆସନ୍ତା ନବବର୍ଷକୁ ସ୍ୱାଗତ କରିବା ପାଇଁ ପୁରୀ ସହର ସଜେଇ ହେବାକୁ ଲାଗିଲାଣି। ବେଳାଭୂମିରେ ଥିବା ବିଭିନ୍ନ ହୋଟେଲଗୁଡ଼ିକ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ...
ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ୧୪୭ ବିଧାନସଭା ଅଞ୍ଚଳରେ ଜନଜାଗରଣ କରିବ...
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଶିଶୁମାନେ ନିଖୋଜ ହେବାରେ ଲାଗିଛନ୍ତି। ଗତ ୪ ମାସ ତଳେ ନୟାଗଡ଼ରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୁତ୍ତ ଅପହରଣ କରି ହତ୍ୟା କରିଥଲେ। ଏହି...
ତ୍ରୈମାସିକ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ
ନୟାଗଡ଼, ୧୬.୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) –ଆଜି ଦିବା ୧୧ ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ତ୍ରୈମାସିକ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ...
ବିକାଶର ଚିତ୍ର: ବ୍ୟାଙ୍କଋଣ ପାଖରେ ଅଟକିଛି ଆତ୍ମ ନିର୍ଭରଶୀଳ ଭାରତ ଅଭିଯାନ
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଯୋଜନା କରୁଛନ୍ତି ହେଲେ ଯୋଜନାର ବାଟ ଓଗାଲିଛନ୍ତି ବ୍ୟାଙ୍କ । ପ୍ରକଳ୍ପ ମଞୁରୀ ପରେ ଋଣ ପାଇଁ ବ୍ୟାଙ୍କ ଦଉଡି...
ପ୍ରେମ ବିବାହରେ ଧୋକା
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ବାଙ୍ଗରପଦି ଗ୍ରାମର ଅନ୍ଧ ପିତା ପ୍ରଫୁଲ୍ଲ ଜେନାଙ୍କ ଝିଅ ପିଙ୍କି (୨୩) । ପରିବାରର ଆର୍ଥିକ...
ଅସହାୟା ମହିଳାଙ୍କୁ ଉଦ୍ଧାର କରି ସ୍ୱଧାର ଗୃହରେ ରଖିଲା ପ୍ରଶାସନ
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକର ସାହାଡା ଲାଲାଜୀ ବଜାରରେ ବୁଲୁଥିବା ଜଣେ ଅସହାୟ ତଥା ନିରାଶ୍ରୟା ମହିଳାଙ୍କୁ ଆଜି ଉଦ୍ଧାର କରାଯାଇଛି । ମହିଳାଙ୍କ...
ପବିତ୍ର ପାଣିଗ୍ରାହୀ ପାଇଲେ ରାଜ୍ୟ ସାହିତ୍ୟ ଏକାଡ଼େମି ପୁରସ୍କାର, ଶୈଳେନ୍ଦ୍ର, ମନୀନ୍ଦ୍ର, ରବି ଓ ବ୍ରଜଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋଭିଡ ନିୟମ ଅନୁସାରେ ବିଳମ୍ବରେ ହେଲେବି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମି ତରଫରୁ ୨୦୧୫ ଓ ୨୦୧୬...
ସଂଖ୍ୟାଲଘୁ ଛାତ୍ରାବାସର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ, ଉପକୃତ ହେବେ ୧ହଜାର କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ଅଂଚଳର...
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା କ୍ଷେତ୍ରର ହରିପୁର ପଂଚାୟତ ଲାଙ୍ଗୁଡିରେ ସଂଖ୍ୟାଲଘୁ ବିଭାଗର ସଂଖ୍ୟାଲଘୁ ବିଭାଗର ଛାତ୍ରାବାସ ନିର୍ମାଣ ଲାଗି ଶିଳାନ୍ୟାସ ହୋଇଛି ।...
ଭଦ୍ରକ : ଏହି ଜିଲାର କାଣ୍ଡବା ମୌଜାରେ ବେଆଇନ୍ ଭାବେ ସରକାରୀ ଜମି ଜବରଦଖଲ, ବାଲି ଓ ଇଟାର...
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ତହସିଲ ଅଧୀନସ୍ଥ କାଣ୍ଡବା ମୌଜାର ସରକାରୀ ଜମିକୁ ବଳପୂର୍ବକ ଦଖଲ କରି ନିଜ ସ୍ୱାର୍ଥ ସାଧନ କରିବା...
ପୁରୁଣାବଜାର ଥାନା ପକ୍ଷରୁ ଚଢାଉ : ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଗ୍ରାମାଞ୍ଚଳ ଥାନା ଠାରୁ ଆରମ୍ଭ କରି ସହରାଞ୍ଚଳ ଓ ପୁରୁଣାବଜାର ଥାନା ଭଳି ୩ଟି ଥାନା ଅଂଚଳରେ ନକଲି ଜର୍ଦ୍ଦା...






