Home 2020

Yearly Archives: 2020

ଧାମନଗର ବିଧାୟକଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା – ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଘର ବିକ୍ଷୋଭ

0
ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ବକ୍ତବ୍ୟ ମାଧ୍ୟମରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ମହିଳାମାନଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ବିରୋଧରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ସ୍ଥାନୀୟ ଫାଣ୍ଡିଛକଠାରେ...

ବିନା ଇଣ୍ଟରର୍ଭ୍ୟୁରେ ନିଯୁକ୍ତି ଦାବି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଗଣଧାରଣା

ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : କୋଭିଡ୍ ସମୟରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଦେଇ ଆସିଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ ଦାବିରେ ଆଜି ଜିଲ୍ଲା ମୁଖ୍ୟ...

ପରୀ ପାଇଁ ପଦଯାତ୍ରା: ଯୋଗଦେବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

0
ଭୁବନେଶ୍ୱର: ପରୀ ହତ୍ୟା ନେଇ ଚାଲିଥିବା ତଦନ୍ତ ପ୍ରକ୍ରିୟାକୁ ଆଦୌ ମାନିବାକୁ ନାରାଜ ବିଜେପି। ପରୀକୁ ନ୍ୟାୟ ଦେବା ଦାବୀରେ ତାର ଆନ୍ଦୋଳନ ଜାରୀ ରଖିଛି ବିଜେପି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ...

ବାଲେଶ୍ୱରରେ ଜାତୀୟ ପେନସନ୍‍ ଦିବସ

ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୩୯ତମ ଜାତୀୟ ପେନ୍‌ସନ୍ ଦିବସ ପାଳିତ ହୋଇଯାଇଛି।ସଂଗଠନର ସଭାପତି ଧୀରେନ୍ଦ୍ର ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମରେ...

ଆସନ୍ତା ୨୩ରୁ ପୁରୀ ଜିଲ୍ଲାର ସମସ୍ତ ଦେବାଦେବୀ ମନ୍ଦର ଖୋଲିବ, ଶ୍ରୀମନ୍ଦିର ଦର୍ଶନ ପାଇଁ ଟୋକନ ବଣ୍ଟାଯିବ

0
ପୁରୀ, ୧୮/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଉ ମାତ୍ର ୪ ଦିନ ପରେ ଭକ୍ତ ସହ ଭଗବାନଙ୍କର ହେବ ମିଳନ। ୨୩ ରୁ ଶ୍ରୀମନ୍ଦିର (Puri Jagannath Temple) ରେ ମହାପ୍ରଭୁଙ୍କୁ...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବଶାଖା ଓ ନିଖିଳ ଉତ୍କଳ ଗ୍ରାମିଣ ଚାଷୀ ମୂଲିଆ ସଂଘର କାର୍ଯ୍ୟକାରିଣୀ ବୈଠକ

0
ଭୁବନେଶ୍ୱର ୧୮/୧୨ (ଓଡ଼ିଆ ପୁଅ) : ଆଜି ସ୍ଥାନୀୟ ଆଇ.ଏନ୍‌.ଟି.ୟୁ.ସି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖା ଓ ନିଖିଳ ଉତ୍କଳ ଗ୍ରାମିଣ ଚାଷୀ ମୂଲିଆ ସଂଘର ରାଜ୍ୟ...

ଭଦ୍ରକରେ ବିଜେପି ରାଜ୍ୟ ପ୍ରବକ୍ତାଙ୍କ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ରର କୃଷି ଆଇନ କୃଷକଙ୍କ ହିତରେ ପାରିତ ହୋଇଛି। କିନ୍ତୁ ବିରୋଧୀ ଦଳ କୃଷକଙ୍କୁ ଭ୍ରମିତ କରୁଛି ବୋଲି ବିଜେପିର ରାଜ୍ୟ...

ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ପୁରୀ ୧୭.୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଜିଲ୍ଲାସ୍ତରୀୟ ବ୍ୟାଙ୍କର ସମନ୍ବୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ, ପ୍ରଧାନମାନ୍ତ୍ରୀ...

ବ୍ଲକ ଜଳ ଓ ପରିମଳ ବିଭାଗରୁ ଯନ୍ତ୍ରାଂଶ ଚୋରୀ

ବାହାନଗା,୧୮ା୧୨(ଭାରତୀ ଦାସ /ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଦଗା ବ୍ଲକ ପରିସର ଜଳ ଓ ପରିମଳ ବିଭାଗରୁ ବିଭିନ୍ନ ପ୍ରକାର ଜଳ ପରିମଳ ବିଭାଗର ଯନ୍ତ୍ରାଂଶକୁ ତାଲା କାଟି ଚୋର ଚୋରୀ...

କୋଭିଡ ଯୋଦ୍ଧା ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ

0
କୋରାପୁଟ ୧୮-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ୪ ଜଣ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିବା ଜଣାପଡିଛି।ଆଜି ଜିଲ୍ଲାପାଳଙ୍କ...

ଜିଲ୍ଲା କୃଷି ରଣନୀତି କମିଟି ବୈଠକ

0
କୋରାପୁଟ ୧୮-୧୨ (ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ରବି ଫସଲ ନିମନ୍ତେ ଜିଲ୍ଲା କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ମୁଖ୍ୟ ଜିଲ୍ଲା କୃଷି...

ଅସହାୟ ପତିପତ୍ନୀଙ୍କୁ ସହାୟତା ପ୍ରଦାନ

0
କୋରାପୁଟ ୧୮-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର ଜୟପୁର ମ୍ୟୁନସିପାଲଟି ଅନ୍ତର୍ଗତ ବାରିଣୀପୁଟର ଅସହାୟ ବ୍ୟକ୍ତି ରାମ ପାଙ୍ଗୀ ଓ ପତ୍ନୀ ମଣି ପାଙ୍ଗୀ ଅସୁସ୍ଥତା କାରଣରୁ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ...

ଆନ୍ଧ୍ରର ଦାଦାଗିରି ! ଓଡିଶା କରିଥିବା ରାସ୍ତା ଉପରେ ଆନ୍ଧ୍ରର ରାସ୍ତା ନିର୍ମାଣ

0
କୋରାପୁଟ ୧୮-୧୨ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ସୁନାବେଡାରେ ସୀମା ବିବାଦ ସମାଧାନ ହୋଇ ନ ଥିବା ବେଳେ ଆନ୍ଧ୍ରର ଦାଦାଗିରି ପୁଣି ଦେଖାଦେଇଥିବା ଜଣାପଡିଛି।ଓଡିଶା...

କେବେ ସୁଧୁରିବ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ସ୍ଥିତି

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ସହର ମହକୁମାହସ୍ଥିତ ସାଳନ୍ଦୀ ବାଇପାସ୍ ଛକରେ ରହିଛି ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ । ଅନ୍ୟ ଜିଲାମାନଙ୍କ ଠାରୁ...

ସରପଞ୍ଚଙ୍କୁ ମିଳିନି କରୋନା ବକେୟା ଦେଢକୋଟି , ଖଟ କିଣିଥିଲ, ନିଲାମ କରି ଭରଣ କର

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନଭେମ୍ବର ୧୦ ରୁ ଏହି ଜିଲାର ତିହିଡି ବ୍ଲକ୍‌ରେ କରୋନା କୋଭିଡ୍ ପରୀକ୍ଷା ପ୍ରକ୍ରିୟାରେ ତାଲା ପଡିଛି । ଲୋକେ ଖୋଜୁଛନ୍ତି...

୩ୟ ଶ୍ରେଣୀ ବୃତ୍ତିପରୀକ୍ଷା ଅନୁଷ୍ଠିତ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ପଞ୍ଚତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ବ୍ଲକ ପାଞ୍ଚଟି କେନ୍ଦ୍ରରେ...

କେନ୍ଦ୍ର ଦେଉଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ହିସାବ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ :ଲେଖାଶ୍ରୀ ସାମନ୍ତସିଂହାର

0
ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ଘଟଣା - ଦଳୀୟ କର୍ମୀଙ୍କ ମନୋବଳ ବଢେଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବା ଆଦୌ ଗ୍ରହଣୀୟ...

ତମାଖୁ ସେବନର ନିବାରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯାଜପୁର ୧୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଯାଜପୁର ଜଳ ବିଭାଜିକା ବିଭାଗର ପ୍ରଶିକ୍ଷଣ କାର୍ଯ୍ୟାଳୟରେ ଗୁଟୁଖା ବା ତମାଖୁ ସେବନର ପ୍ରସାର ଓ ଏହାର ନିରାକରଣ ଉପରେ...

ହାଟଡିହିରେ ୩୧୬ଜଣ ଛାତ୍ରଛାତ୍ରୀ ୩ୟଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ

ହାଟଡ଼ିହି, ୧୭ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ୩ୟଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ମୋଟ ୬ଗୋଟି ପରୀକ୍ଷାକେନ୍ଦ୍ରରେ ଅନୁଷ୍ଠିତ ଏହି...

ପରୀକୁ ନ୍ୟାପୟ ପାଇଁ ବିଜେପିର ପଦଯାତ୍ରା ପ୍ରସ୍ତୁତି ବୈଠକ

  ହାଟଡ଼ିହି, ୧୮ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଓ କୃଷକ ମାନଙ୍କ ହିତପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ବିଷୟରେ ସଚେତନ କରାଇବା ପାଇଁ...