Home 2020

Yearly Archives: 2020

ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅଭିଯୋଗ ଆଜି ବିଧାନସଭା କୋଭିଡ ପରୀକ୍ଷା...

ଶ୍ରୀମନ୍ଦିର ଖୋଲିବା ଦାବିରେ, ମାତିଲେ ସେବାୟତ

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ଆଜି ସକାଳୁ ସିଂହଦ୍ୱାର ସମୁଖରେ ସେବାୟତ ମାନଙ୍କ ଧାରଣା। ଆସନ୍ତା କାଲି ସୁଦ୍ଧା ରାଜ୍ୟ ସରକାର ଏ ସମ୍ପର୍କରେ ନିଷ୍ପତି...

ବ୍ରାଉନ ସୁଗାର, ପିସ୍ତଲ ସହ ୫ ଜଣ ଅଭିଯୁକ୍ତ ଗିରଫ

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନାକାବନ୍ଦି ସମୟରେ ପୁରୀ ପୋଲିସ ବ୍ରାଉନ ସୁଗାର, ପିସ୍ତଲ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଅନିଲ ବରାଳ, କୃଷ୍ଣଚନ୍ଦ୍ର...

ସାତ ମାସ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ, ଯାତ୍ରୀଙ୍କୁ ସଚେତନ କରୁଛି ରେଳବାଇ ପୋଲିସ୍

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ଼ କଟକଣା ପାଇଁ ଦୀର୍ଘ ସାତ ମାସ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ପୁରୀ ରେଳଷ୍ଟେସନ ସୁରକ୍ଷା ବ୍ୟବସ୍ଥା ଓ କୋଭିଡ଼ ଗାଇଡ଼ଲାଇନ...

ଶିକ୍ଷକନେତା ମନୋରଞ୍ଜନ ବାରିକଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା ୬/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ମନୋରଞ୍ଜନ ବାରିକ(ବୁନୁ)ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ଗରାପୁରସ୍ଥିତ ଶିକ୍ଷକଭବନରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକନେତା...

ଡିମିରିଆ-ଜମ୍ଭରା ଆର.ଡି ରାସ୍ତା ନିର୍ମାଣ ହେବ କେବେ, ରାସ୍ତାକୁ ନେଇ ଉଠିଲା ବିବାଦ

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ଏବେ ସରକାରଙ୍କ ପକ୍ଷରୁ ଗାଁ ଗାଁକୁ ପକ୍କା ସଡକ ଓ ପିଚୁ ସଡକ ନିର୍ମାଣ ହେଉଥିବାବେଳେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡିମିରିଆ-ଜମ୍ଭରା...

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୪ ଲିଟର ଚୋର ମଦ ଜବତ

କେନ୍ଦ୍ରାପଡା ୬/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅବକାରୀ ବିାଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୪ ଲିଟର ୯୦୦ ମିଲି ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ...

ଧନୁର୍ଜୟବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୬/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା...

ମଦ୍ୟପ ଯୁବକର ଉନ୍ମତ କାଣ୍ଡ

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କୁଣ୍ଡିସାହି ଗ୍ରାମରେ ଜଣେ ମଦ୍ୟପ ଯୁବକର ଉନ୍ମତ କାଣ୍ଡରେ ଗ୍ରାମବାସୀ ଅତିଷ୍ଠ ହୋଇପଡିଛନ୍ତି । ଖବରରୁ ଜଣାଯାଇଛି ଯେ ଗ୍ରାମର...

୪୩୦ରେ ପହଞ୍ଚିଲା ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ୬ଜଣ ଆକ୍ରାନ୍ତ ବାହାରିବାପରେ ଏବେ ସଂଖ୍ୟା...

ବାକି ନଦେବାରୁ ଦୋକାନୀଙ୍କୁ ମାଡ

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଗିରିଗାଁ ଗ୍ରାମରେ ଜଣେ ବ୍ୟବସାୟୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗିରିଗାଁ...

ଓରାଳିରେ ରାଜ୍ୟ ସ୍ଥରୀୟ ବାୟୋ ଫ୍ଲକ ତାଲିମ ଶିବିର

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଠାରେ ରାଜ୍ୟ ସ୍ଥରୀୟ ବାୟୋ ଫ୍ଲକ ତାଲିକ ଶିବିର ଅନୁଷ୍ଠିତ ହୋଇଛି । ତିନିଦିନ ବ୍ୟାପି ଅନୁଷ୍ଠିତ ଏହି...

ସମାଜସେବୀ ଭାଗିରଥି ଜେନାଙ୍କ ସ୍ମୃତିଚାରଣ ସଭା

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ଅଞ୍ଚଳର ଜଣେ ସୁନାମ ଧନ୍ୟବ୍ୟକ୍ତି ଭାଗିରଥି ଜେନାଙ୍କର ଏକାଦଶାହ କ୍ରିୟା ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି...

ସାରସ୍ୱତସାଧକ, ସୁସାହିତ୍ୟିକ ତଥା ପ୍ରଶାସନିକ ଅଧିକାରୀ ଡ ନରହରି ବେହେରାଙ୍କ ବିୟୋଗରେ ଶୋକ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକର ପୂର୍ବତନ ବିଡ଼ିଓ, ତହସିଲଦାର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସୁ ସାହିତ୍ୟିକ, ସୁନାମଧନ୍ୟ ପ୍ରଶାସକ, ବିଶିଷ୍ଟସ୍ତମ୍ବକାର ଡ଼ଃ...

ଯୁବକକୁ ମାରଣାତ୍ମକ ଆକ୍ରମଣ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଥାନା ଅନ୍ତର୍ଗତ ପଧାନୀ ପଞ୍ଚାୟତ କଣ୍ଟିଦୋଳ ଗ୍ରାମର ଗଣେଶ ହାତୀଙ୍କ ପୁଅ ଗତକାଲି ସନ୍ଧ୍ୟାରେ ତୁଷାରକାନ୍ତ ଜାହାଙ୍ଗିର ବଜାରରେ ବସିଥିବାବେଳେ...

ଜ୍ୱର ପିଡ଼ିତଙ୍କୁ ମିଳୁନି ଚିକିତ୍ସା ସୁବିଧା, କେବେ ଆରମ୍ଭ ହେବ ଫିଭର କ୍ଲିନିକ୍‌!

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ସଂକ୍ରମଣ କ୍ରମେ ଭୟାବହ ପରିସ୍ଥିତି ସୃଷ୍ଟି କଲାଣି । ସମସ୍ତେ ଏବେ ଏକ ଅନିଶ୍ଚିତତାର ବାତାବରଣ ମଧ୍ୟରେ ଗତି କରୁଛନ୍ତି...

ଦୁର୍ନିତୀର ଗନ୍ତାଘର ପାଲଟିଛି ଶ୍ରମ କାର୍ଯ୍ୟାଳୟ, ଶ୍ରମିକ ନେତାଙ୍କ ଗୁରୁତର ଅଭିଯୋଗ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁର୍ନିତୀର ଗନ୍ତାଘର ପାଲଟିଛି ଭଦ୍ରକ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ । ଗତ ଦେଢ଼ ବର୍ଷର ଘଟଣାବଳୀରୁ ଏହା ସ୍ପଷ୍ଟ ହୋଇଯାଇଛି...

ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଂଗ ପଂଚାୟତର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ରଙ୍କର ୯୮ ବର୍ଷ ବୟସରେ ଆଜି ପରଲୋକ...

ରାଜେନ୍ଦ୍ରକୁ ସହାୟତା ଦେଲା ୟୁନିଟ ଫର ସେବା

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବନ୍ତ ବ୍ଲକ ରାମପୁରର ସାମାଜିକ ସଙ୍ଗଠନ ୟୁନିଟ ଫର ସେବା ଲଗାତରଭାବେ ଦୁଃଖି, ଦରିଦ୍ର, ଅସହାୟ, ନିଃସ୍ୱ ବ୍ୟକ୍ତିଙ୍କୁ ସେବା...

ଚାନ୍ଦବାଲି କଲେଜ ରାସ୍ତାର ହାଲ ବେହାଲ, ଲୋକେ ହନ୍ତସନ୍ତ, ମେଗା ଜଳ ପ୍ରକଳ୍ପ ଠିକା ସଂସ୍ଥା ବିରୋଧରେ ଥାନାରେ...

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରୁ ଚାନ୍ଦବାଲି କଲେଜ ଆଡକୁ ଲମ୍ବିଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । କିଛିମାସ ପୂର୍ବରୁ ଉକ୍ତ...